Yearly Archives

2025

ଡି ଏନ ରିସର୍ଟ ଠାରେ ସରକାରି ବାଳିକା ଉଚ୍ଚ ବିଦ୍ୟାଳୟର ୧୯୮୪ ବ୍ୟାଚର ବନ୍ଧୁ ମିଳନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସରକାରି ବାଳିକା ଉଚ୍ଚ ବିଦ୍ୟାଳୟର ୧୯୮୪ ବ୍ୟାଚର ବନ୍ଧୁ ମିଳନ ସ୍ଥାନୀୟ ଡି ଏନ ରୀସର୍ଟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବନ୍ଧୁ ମିଳନରେ ସୁଦୂର ବିଶାଖାପାଟଣା, ଭୁବନେଶ୍ଵର ଠାରୁ ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏତେ ବର୍ଷ
Read More...

ଡେଲାଙ୍ଗ ବ୍ଲକସ୍ତରୀୟ ୧୪ତମ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଡେଲାଙ୍ଗ ବ୍ଲକସ୍ତରୀୟ ୧୪ତମ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସମ୍ମିଳନୀ ସଭାରେ ମଣ୍ଡଳ ସହ ଶିକ୍ଷାଧିକାରୀ ଲକ୍ଷ୍ମଣ ପ୍ରଧାନ
Read More...

ଇସ୍ପାତ ସାହିତ୍ୟ ସଂସଦର ୫୪ତମ ବାର୍ଷିକ ଉତ୍ସବ ସମ୍ପନ୍ନ

ରାଉଲକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ୫୪ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଉଦ୍‌ଘାଟକ ଭାବରେ ରଘୁନାଥପଲ୍ଲି ବିଧାୟକ
Read More...

ରାତିଅଧରେ ମେଡିକାଲ ବୁଲିଲେ ଜିଲ୍ଲାପାଳ, ଡାକ୍ତରଙ୍କ ଉପରେ ଆକ୍ସନ :

ଭଦ୍ରକ : ଆକ୍ସନମୋଡ଼ରେ ଜିଲ୍ଲାପାଳ । ରାତିଅଧରେ ରୋଗୀଙ୍କର ଅଭିଯୋଗ ଶୁଣି ମେଡିକାଲରେ ପହଞ୍ଚିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ମେଡିକାଲରେ ପହଞ୍ଚି ବିଭିନ୍ନ ସ୍ଥିତି ବିଷୟରେ ପରଖିଛନ୍ତି ଜିଲ୍ଲାପାଳ । ଖବର ଅନୁସାରେ ଭଦ୍ରକ ଜିଲ୍ଲା ମାତୃ ଓ ଶିଶୁ ମଙ୍ଗଳ ୟୁନିଟ ବା ନୂଆ
Read More...

ଓ.କେ.ସି.ଏଲ.ର ଗଞ୍ଜାମ ଓ ଗଜପତି ଜିଲ୍ଲାସ୍ତରୀୟ ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଡି.ଆର.ଡି.ଏ. କାର୍ଯ୍ୟାଳୟର ଜଉଗଡ ସମ୍ମିଳନୀ କକ୍ଷରେ ଓ.କେ.ସି.ଏଲ.ର ଜିଲ୍ଲାସ୍ତରୀୟ ବାର୍ଷିକ ଉତ୍ସବ-୨୦୨୫ ସମ୍ପନ୍ନ ହୋଇଯାଇଛି । ଓ.କେ.ସି.ଏଲ. ଗଞ୍ଜାମ ଜିଲ୍ଲାର ମୁଖ୍ୟ ଏସ. ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ
Read More...

ଗୋଟିଏ ରାତିରେ ତିନୋଟି ସ୍ଥାନରୁ ସିରିଜ ଚୋରୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଗୋଟିଏ ରାତ୍ରରେ ତିନୋଟି ସ୍ଥାନରୁ ସିରିଜ ଚୋରୀ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଶନିବାର ମଧ୍ୟ ରାତ୍ର ପରେ ପରେ ବାଲିଗୁଡା ଟାଉନର ତହସିଲଦାରଙ୍କ କ୍ୱାଟର ସମ୍ମୁଖରେ ଥିବା ଗିରିଜା ମେଡ଼ିସିନ
Read More...

ଫ୍ରେଣ୍ଡସ କ୍ଲବ ଦ୍ୱିତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଗ୍ରାଣ୍ଡ ଫାଇନାଲରେ ୟଙ୍ଗ ଉତ୍କଳ କ୍ଲବ କଟକ ବନାମ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦୂର ପ୍ରସାରି ଅନୁଷ୍ଠାନ ଫ୍ରେଣ୍ଡସ କ୍ଲବ ପକ୍ଷରୁ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସପ୍ତମ ତଥା ଉଦ୍‌ଯାପନୀ ଦିବସ ଦିନରେ ସହର ସ୍ଥିତ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ୟଙ୍ଗ ଉତ୍କଲ କଟକ ବନାମ ଦୋସ୍ତି ବ୍ରଦର୍ସ ସୁନ୍ଦରଗଡ ମଧ୍ୟରେ
Read More...

ପୁରେନାରେ ଗୌଣ୍ଡୱାନା ଗୋଣ୍ଡ ମହାସଭାର ବାର୍ଷିକ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମ ଠାରେ ଗୌଣ୍ଡୱାନା ଗୋଣ୍ଡ ସମାଜ ପୁରେନା ସର୍କଲର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍କଲ ସଭାପତି ଶୁକଦେବ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ଉପ ସଭାପତି
Read More...

ଜୁନାଗଡ଼ ମହୋତ୍ସବରେ ସ୍ଥାନୀୟ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ରଙ୍ଗାରଙ୍ଗ ଲାଇଭ କାର୍ଯ୍ୟକ୍ରମ ପ୍ରଦର୍ଶନ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଜୁନାଗଡ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ପିଏମ ଶ୍ରୀ ହାଇସ୍କୁଲ ଜୁନାଗଡର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ଲାଇଭ ନୃତ୍ୟ ଗୀତ ପ୍ରଦର୍ଶନ କରି ଦର୍ଶକଙ୍କ ମନକୁ ମୋହି ନେଇଥିଲେ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଘଟୁଥିବା ଘଟଣାବଳୀଙ୍କୁ "ଜୀବନ ଗୀତ" ନାମକ
Read More...

ମେଣ୍ଡାକୁ ବ୍ଲକ ଘୋଷଣା ଦାବି ନେଇ ସର୍ବସାଧାରଣ ବୈଠକ

ତରଭା, (କେପିଏନ୍‌ଏସ୍‌) : ରାଜ୍ୟରେ ନୂତନ ବ୍ଲକ ପୁନଃଗଠନ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀଙ୍କ ସୂଚନା ପରେ ବିଭିନ୍ନ ସ୍ଥାନରେ ନୂତନ ବ୍ଲକ ଗଠନ ନେଇ ଦାବି ଉଠିଛି । ସେହିକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ ତଥା ବୃହତଗ୍ରାମ ଐତିହାସିକ ମେଣ୍ଡା ଗ୍ରାମ ପଞ୍ଚାୟତକୁ
Read More...