Yearly Archives

2025

ନୂଆଦିଲ୍ଲୀରେ ଆସାମ ରାଇଫଲ୍ସ ଦ୍ୱାରା ଆୟୋଜିତ ‘ଏକତା ଉତ୍ସବ-ଏକ ସ୍ୱର, ଏକ ରାଷ୍ଟ୍ର “ଉତ୍ସବରେ ମୁଖ୍ୟ…

ମୋଦୀ ସରକାର ପର୍ଯ୍ୟଟନ ଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଠାରୁ ଆରମ୍ଭ କରି ମହାକାଶ, କୃଷି ଠାରୁ ଆରମ୍ଭ କରି ଉଦ୍ୟମିତା ଏବଂ ବ୍ୟାଙ୍କିଙ୍ଗ ଠାରୁ ଆରମ୍ଭ କରି ବ୍ୟବସାୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଉତ୍ତର-ପୂର୍ବ ପାଇଁ ଅନେକ ବାଟ ଖୋଲିଛନ୍ତିମୋଦୀ ସରକାରଙ୍କ ଅଧୀନରେ
Read More...

ଲୁଚୁକିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଲୁଚୁକିବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ରାଜ କିଶୋର ବେହେରା ସଭାପତିତ୍ୱ କରିଥିବା ହେଳେ ଏଥିରେ ମୁଖ୍ୟ ଅତିଥିଭାବେ
Read More...

ଏଆଇ ଅବତାର ନିର୍ମାତା : କଳ୍ପନାକୁ ବାସ୍ତବ ରୂପ ଦିଅନ୍ତୁ

ନୂଆଦିଲ୍ଲୀ, (ପିଆଇବି) : ଏଆଇ ଅବତାରଗୁଡ଼ିକ ଡିଜିଟାଲ ଦୃଶ୍ୟପଟକୁ ପରିବର୍ତ୍ତନ କରିଚାଲିଛି । ସେମାନେ ବ୍ୟକ୍ତିଗତ, ଇଣ୍ଟରଆକ୍ଟିଭ୍, ଏଆଇ-ପରିଚାଳିତ ଡିଜିଟାଲ ବ୍ୟକ୍ତିତ୍ୱ ଉପସ୍ଥାପନ କରୁଛନ୍ତି ଯାହା ଭର୍ଚୁଆଲ ଜଗତରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରେ । ଏହି ଟେକ୍ନୋଲୋଜି ବିକଶିତ ହେବା
Read More...

୮୦ ଭାଗ ସ୍ଥାୟୀ ଶାରୀରିକ ଭିନ୍ନକ୍ଷମ ହୋଇ ବି ମିଳୁନି ୩୫୦୦ ଟଙ୍କା ଭତ୍ତା

ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିଆଙ୍ଗବାଲି ପଞ୍ଚାୟତ ମଣିପୁର ଗ୍ରାମର ରାଧାନାଥ ପ୍ରଧାନ । ଯାହାଙ୍କୁ ୮୦ ଭାଗ ସ୍ଥାୟୀ ଶାରୀରିକ ଭିନ୍ନକ୍ଷମ ନେଇ ଫୁଲବାଣୀ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଭିନ୍ନକ୍ଷମ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଛି । ଭତ୍ତା ଯୋଜନାରେ
Read More...

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୩୦ ବର୍ଷର ଏବଂ ତାହା ଠାରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କର ୧୦୦% କଭରେଜ୍ ନିଶ୍ଚିତ…

● ଅଣସଂକ୍ରାମକ ରୋଗ ଯାଂଚ ଅଭିଯାନର ମୁଖ୍ୟ ଆକର୍ଷଣଗୁଡ଼ିକ ହେଉଛି ବ୍ୟାପକ ପ୍ରସାରଣ, ମଲ୍ଟି ଏଜେନ୍ସି ସହଯୋଗ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ବାସ୍ତବ ସମୟରେ ତଦାରଖ ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ର ବୃଦ୍ଧି ପାଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି
Read More...

ସିଟିକ୍ୱେଷ୍ଟ : ଭାରତର ରଙ୍ଗ

ଏକ କାର୍ଡ ଖେଳ ଭାରତର ସହରାଞ୍ଚଳ ବିକାଶକୁ ଜୀବନ୍ତ କରିଥାଏଫେବୃଆରି ୧୫ ସୁଦ୍ଧା ସିଟିକ୍ୱେଷ୍ଟ ପାଇଁ ୧୯୨୦ ଜଣ ପ୍ରତିଯୋଗୀ ପଞ୍ଜୀକରଣ କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : ୱେଭ୍ସ ସିଟି କ୍ୱେଷ୍ଟ: ସେଡ୍ସ ଅଫ୍ ଭାରତ ହେଉଛି ଏକ ଅଭିନବ ଶିକ୍ଷାଗତ ଖେଳ ଯାହା ମନୋରଞ୍ଜନ ଏବଂ ଆକର୍ଷଣୀୟ
Read More...

କଛାରପାଲି ଗ୍ରାମ ପରିଦର୍ଶନ କଲେ କେନ୍ଦ୍ରୀୟ ଡାକ୍ତରୀ ଦଳ

ଖୋଲା ଡ୍ରେନ ଯୋଗୁଁ ହେଉଛି ମଶା ବଂଶବୃଦ୍ଧି, ବ୍ୟାପୁଛି ଫାଇଲେରିଆଶତ ପ୍ରତିଶତ ଔଷଧ ସେବନର ଆବଶ୍ୟକତା ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଫାଇଲେରିଆ ରୋଗ ନିରାକରଣ ପାଇଁ ଚାଲିଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଏକ କେନ୍ଦ୍ରୀୟ ଦଳ ବୁଧବାର ଦିନ
Read More...

ସାଲେପାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ କ୍ଲଷ୍ଟର ସ୍ଥିତ ସାଲେପାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶୁକଦେବ ମୁଗ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମପଂଚାୟତ ସମିତି ସଭ୍ୟ
Read More...

ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲରେ ମହାଶିବରାତ୍ରି ଓ ଚଉଷଠି ଯୋଗିନୀ ମହୋତ୍ସବ ପାଇଁ ପ୍ରଶାସନ ଟ୍ରଷ୍ଟର ଚୁଡାନ୍ତ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସଭାଗୃହଠାରେ ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ମହାଶିବରାତ୍ରି ମେଳା ଓ ଚଉଷଠି ଯୋଗିନୀ ମହୋତ୍ସବ ପାଳନ ପାଇଁ ରାଣୀପୁର ଝରିଆଲ ମନ୍ଦିର ଟ୍ରଷ୍ଟ ଏବଂ ପ୍ରଶାସନର ସମନ୍ୱୟ ବୈଠକ ବିଡ଼ିଓ
Read More...

ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶୁଖାଠାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୂଲ୍ୟରେ ବ୍ଲକସ୍ତରୀୟ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ
Read More...