Monthly Archives

September 2025

ଏନଆଇଆରଏଫ୍ ଇଣ୍ଡିଆ ରାଙ୍କିଙ୍ଗ୍ -୨୦୨୫ ଉନ୍ମୋଚିତ

ଶିକ୍ଷାନୁଷ୍ଠାନର ଶକ୍ତି ଓ ଛାତ୍ରଛାତ୍ରୀଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ଏନଆଇଆରଏଫ୍ ରାଙ୍କିଂ - ଧର୍ମେନ୍ଦ୍ର ପ୍ରଧାନ• ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକୁ ପୁରସ୍କୃତ କରିବା ସହ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ• ଏନଆଇଆରଏଫ୍ ଆଜି ଏକ ଜାତୀୟ ବେଞ୍ଚମାର୍କରେ ପରିଣତ ହୋଇଛି•
Read More...

ଜାତୀୟ ଶିକ୍ଷକ ଦିବସ ବା ଗୁରୁ ଦିବସ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ଭାରତରେ “ଜାତୀୟ ଶିକ୍ଷକ ଦିବସ” ବା "ଗୁରୁ ଦିବସ" ପାଳନ କରାଯାଏ । ଏହି ଦିବସ କେବଳ ଡକ୍ଟର ସାର୍ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ବାର୍ଷିକୀ ନୁହେଁ, ଏହା ଶିକ୍ଷକଙ୍କ ଉତ୍ସର୍ଗ ଏବଂ ପରିଶ୍ରମକୁ ମଧ୍ୟ
Read More...

ରଣ୍ଡାଠାରେ ବ୍ଲକସ୍ତରୀୟ ହ୍ୟାଣ୍ଡବଲ ଚୟନ ଶିବିର-୨୦୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସରକାରୀ ଉନ୍ନିତ ଉଚ୍ଚବିଦ୍ୟାଳୟ ରଣ୍ଡାଠାରେ ପୁଇଁତଲା ବ୍ଲକସ୍ତରୀୟ ହ୍ୟାଣ୍ଡବଲ ଚୟନଶିବିର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦୀପାଞ୍ଜଳି ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ପୁଇଁତଲା ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ
Read More...

ପରିବହନ ପ୍ରାପ୍ୟ ନମିଳିବାରୁ ବଲାଙ୍ଗିର ଜିଲ୍ଲା ଟ୍ରକ୍‌ ଅପରେଟର ଆସୋସିଏସନ୍‌ର ସଭ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିବହନ ପ୍ରାପ୍ୟ ନମିଳିବାରୁ ବଲାଙ୍ଗିର ଜିଲ୍ଲା ଟ୍ରକ୍‌ ଅପରେଟର ଆସୋସିଏସନ୍‌ର ସଭ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମଳିଛି । ସେମାନଙ୍କ ଅଭିଯୋଗ ଅନୁସାରେ ସେମାନଙ୍କ ଟ୍ରକ୍‌ ଚାଉଳ ପରିବହନରେ ବ୍ୟବହୃତ ହୋଇଥିଲା । ସଂପୃକ୍ତ ପରିବହନର ଭଡ଼ା ସମ୍ବନ୍ଧୀୟ
Read More...

ଗଣଦୌଡ଼ ମାଧ୍ୟମରେ ଜିଲ୍ଲାସ୍ତରୀୟ ଏଡ୍‌ସ ସଚେତନତା କାର୍ଯ୍ୟକ୍ରମର ଆୟୋଜନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଏଡ୍ସ ନିୟନ୍ତ୍ରଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଏମ୍ .କେ. ସି .ଜି ପରିସରରୁ ନୁଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଗଂଜାମ
Read More...

ଗୁଡଭେଲା ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ସାକ୍ଷରତା ସପ୍ତାହ ପାଳିତ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ସାକ୍ଷରତା ସପ୍ତାହ ବିଇଓ ନମିତା ରାଣୀ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ତେନ୍ତୁଳି ଖୁଣ୍ଟି ପଞ୍ଚାୟତ ହାଇସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ସିଆର୍‌ସିସି ଓ ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି
Read More...

ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ବାନୀପାଲିଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାନୀପାଲିଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଞ୍ଚ ମୀରା ମୁଗ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବନ ବିଭାଗର ବିଜୟଲକ୍ଷ୍ମୀ ନାୟକ, ଶୁଭ୍ରଜ୍ୟୋତି ସାହୁ,
Read More...

ସଇଁତଲା ବ୍ଲକ ସ୍ତରୀୟ ୧୭ ବର୍ଷରୁ କମ ବାଳକ ବାଳିକାମାନଙ୍କ ଭଲିବଲ ଚୟନ ଶିବିର

ସଇଁତଲା, (ଖୁସିରାନୀ ସାହୁ) : ସରକାରୀ ଉଚ୍ଚ ବିଦ୍ୟାଳୟ କେରମେଲୀଠାରେ ଅନୁଷ୍ଠିତ ହୋଉଯାଇଛି । ସଇଁତଲା ଗୋଷ୍ଟି ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଯୋଶୀଙ୍କ ସଭାପତିତ୍ୱରେ ଓ ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ରଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରରେ ସଇଁତଲା ସରପଂଚ ସୁବ୍ରତ ନାଗ,
Read More...

ସେପ୍ଟେମ୍ବର ୨୦ରେ ଜର୍ଣ୍ଣାଲିଷ୍ଟ ଏସୋସିଏସନ ପକ୍ଷରୁ ଝାରବନ୍ଧରରେ ନୁଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜର୍ଣ୍ଣାଲିଷ୍ଟ ଏସୋସିଏସନ ଝାରବନ୍ଧର ନୁଆଁଖାଇ ଭେଟଘାଟ ୨୦୨୫ ତଥା ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳନ ଚଳିତ ସେପ୍ଟେମ୍ବର ୨୦ ତାରିଖରେ ହେବା ପାଇଁ ତାରିଖ ନିର୍ଦ୍ଧାରିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ପାଇଁ ବରଗଡ ସାଂସଦ
Read More...

ଯାତ୍ରୀ ଏବଂ ଆବଶ୍ୟକ ସାମଗ୍ରୀ ପରିବହନ ପାଇଁ ଜାତୀୟ ରାଜପଥ ୦୨ ଖୋଲିବ, କୁକି -ଜୋ ପରିଷଦ

ଗତ କିଛି ଦିନ ମଧ୍ୟରେ ନୂଆଦିଲ୍ଲୀରେ ଗୃହ ମନ୍ତ୍ରଣାଳୟର ଅଧିକାରୀ ଏବଂ କେଜେଡସିର ଏକ ପ୍ରତିନିଧି ଦଳ ମଧ୍ୟରେ ଏକାଧିକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛିଏନ୍ଏଚ୍.-୦୨ରେ ଶାନ୍ତି ବଜାୟ ରଖିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିୟୋଜିତ ସୁରକ୍ଷା ବାହିନୀକୁ ସହଯୋଗ କରିବାକୁ କେଜେଡ୍ସି
Read More...