ବରପଦା ଇଞ୍ଜିନିୟରିଂ କଲେଜରେ ଅଜବ ସ୍ଥିତି : ୮ମାସ ହେଲା ପାଠପଢା ଠପ୍
ଭଦ୍ରକ : ମ୍ୟାନେଜିଂ କମିଟି ଓ କର୍ମଚାରୀଙ୍କ ମଧ୍ୟରେ ତୁଟୁନି ବିବାଦ । ବାଜିରେ ଲାଗିଛି ପିଲାଙ୍କ ଭବିଷ୍ୟତ । ୮ ମାସ ହେଲା କଲେଜ ବନ୍ଦ ଯୋଗୁ ପିଲାଙ୍କ ପାଠପଢା ଠପ୍ ହୋଇଯାଇଛି । କଲେଜ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ । ସମସ୍ତଙ୍କୁ ଅଭିଯୋଗ କରିସାରିଛନ୍ତି ହେଲେ ପଦକ୍ଷେପ!-->…
Read More...
Read More...