Monthly Archives

March 2025

୧୬ତମ ମାଁ ଦୁର୍ଗା କ୍ରିକେଟ କ୍ଲବ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ବୈଦିପାଲି ଠାରେ ୧୬ତମ ମାଁ ଦୁର୍ଗା କ୍ରିକେଟ କ୍ଲବ ଆନୁକୂଲ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସାମ୍ବାଦିକ ରାଜେଶ ପାଣିଗ୍ରାହୀ, ସମାଜସେବୀ ଆକୁଳ ବେହେରା ଯୋଗଦେଇ ଉଦ୍‌ଘାଟନ କରିଥିଲେ
Read More...

ମାଁ ଗଡ଼ଚଣ୍ଡୀ ପୀଠରେ ସାହିତ୍ୟ ଆସର ଓ ସମ୍ବର୍ଦ୍ଧନା ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼ କାଳୁପଡା ମାଁ ଗଡଚଣ୍ଡୀଙ୍କ ପୀଠରେ ଭୋରଶୈଳ ସାହିତ୍ୟ ସମାଜ ଏବଂ ପ୍ରିୟପତ୍ରର ମିଳିତ ଆୟୋଜନରେ ଫଗୁଣ କବିତା ଆସର ବରିଷ୍ଠ କବି ଡକ୍ଟର ଶଶାଙ୍କ ଶେଖର ଚୂଡାମଣିଙ୍କ ସଭାପତିତ୍ୱରେ ରବିବାର ଅପରାହ୍ନରେ
Read More...

ଭବ୍ୟ ସୀତାରାମ ମନ୍ଦିରର ରତ୍ନମୁଦ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବୀରମୁଣ୍ଡା ଠାରେ ସୀତାରାମ ମନ୍ଦିରର ରତ୍ନମୁଦ ଉତ୍ସବ ଭବ୍ୟ ସମରୋହରେ ଅନୁଷ୍ଠିତ ହୋଇଯାଇଛି । ଗତ ଶନିବାର ଓ ରବିବାର ଦୁଇଦିନ ଧରି ପୂଜାବିଧି ଲାଗି ରହିଥିଲା । ସକାଳୁ ଗୁପ୍ତପୂଜା, ବୃକ୍ଷପୂଜା ଓ ହୋମଯଜ୍ଞ ପରେ ରତ୍ନମୁଦ ପୂଜା ହୋଇଥିଲା
Read More...

ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ୪ ମାର୍ଚ୍ଚ ୨୦୨୫ରେ ଏକ ଜାତୀୟ କର୍ମଶାଳାରେ “ସଶକ୍ତ ପଞ୍ଚାୟତ –…

• ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଯୋଗ ଦେବେ• ୧୨୦୦ରୁ ଅଧିକ ପଞ୍ଚାୟତ ମହିଳା ପ୍ରତିନିଧି ଅଂଶଗ୍ରହଣ କରିବେ, ଲିଙ୍ଗ ଆଧାରିତ ହିଂସା ଆଇନର ପ୍ରାରମ୍ଭିକ ଶୁଭାରମ୍ଭ କରାଯିବ ନୂଆଦିଲ୍ଲୀ, (ପିଆଇବି) : ପଞ୍ଚାୟତିରାଜ
Read More...

୧୨ତମ ଖିଚିଂ ମହୋତ୍ସବ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦାନ କଲେ ମୁଖ୍ୟମନ୍ତ୍ରୀ

ଖିଚିଂ ପ୍ରସିଦ୍ଧ କିଚକେଶ୍ୱରୀ ମନ୍ଦିରର ବିକାଶ ଏବଂ ଉନ୍ନତିକରଣ ପାଇଁ ୫୦ କୋଟି ଟଙ୍କା ମଂଜୁର ଘୋଷଣା କଲେପାଞ୍ଚପୀଢ଼ ଉପଖଣ୍ଡ ପାଇଁ ପ୍ରାୟ ୬୫ କୋଟି ଟଙ୍କାର ୫୩ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ୧୨ ବର୍ଷରେ ପଦାର୍ପଣ କରିଥିବା ଖିଚିଂ ମହୋତ୍ସବ ଆଜି ସାରା ରାଜ୍ୟର ମନ
Read More...

ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ମାହାଙ୍ଗା : ରାସ୍ତାରେ ମୃତ ଦେହ ରଖି ଗ୍ରାମବାସୀଙ୍କ ପ୍ରତିବାଦ । ଘଟଣା ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକ ସାଲେପୁର ଛତିଆ ରାସ୍ତାର ବନଗୁରିଆଠାରେ । ଦାବି ପୂରଣ ପାଇଁ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ଶନିବାର ରାତିରେ ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ
Read More...

ମାଓ ଅଧ୍ୟୁଷିତ ଅଞ୍ଚଳରେ ପୋଲିସର ଜନସମ୍ପର୍କ ଶିବିର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଦ୍ୱାରା ତେଲେନପାଲି ଗ୍ରାମପଞ୍ଚାୟତ ଯମୁନାପାଲି ଗ୍ରାମ ବିଶିପଡା ଠାରେ ଜିଲ୍ଲା ପୋଲିସର ସୌଜନ୍ୟତାରେ ଖପ୍ରାଖୋଲ ପୋଲିସର ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ରଙ୍କ
Read More...

ମାର୍ଚ୍ଚ ୩୧ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ

ଭୁବନେଶ୍ୱର : ୩୧ ମାର୍ଚ୍ଚ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ । ୩୧ ଭିତରେ ଯେଉଁମାନେ ଆବେଦନ କରିଥିବେ ଏକକାଳୀନ ଟଙ୍କା ପାଇବେ । ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ,
Read More...

ବେଲବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁବେଲ ଅନ୍ତର୍ଗତ ବେଲବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାଆଡ଼ମ୍ବରରେ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଏବଂ ଗୋଷ୍ଠୀ ଶିକ୍ଷାଅଧିକାରୀ ପୁଇଁତଲା ଲୋକନାଥ ସୁନା
Read More...

ମାଲ୍ ବୋଝେଇ ଟ୍ରକ ଓ କାର୍ ମୁହାଁମୁହିଁ ଧକ୍କା

କୋରାପୁଟ : ମାଲ୍‌ ବୋଝେଇ ଟ୍ରକ ଏବଂ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ କାର୍‌ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଖବର ଅନୁସାରେ ଛତିଶଗଡ଼ ଠାରୁ ଆନ୍ଧ୍ର ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ୍ । ଏହି ସମୟରେ କୋରାପୁଟ
Read More...