Daily Archives

ଟିଟିଲାଗଡ଼ ଏସସିଡି ସେଣ୍ଟରରେ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିତ୍ରୀକରଣ ବିଭାଗ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଟିଟିଲାଗଡ଼ ଏସସିଡି ସେଣ୍ଟରରେ ସମ୍ପାଦକ ଜ୍ୟୋତିରଞ୍ଜନ ପାଇକଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା
Read More...

ପ୍ରଧାନ ଶିକ୍ଷୟିତ୍ରୀ ଭୁଲିଗଲେ ମାନବିକତା

ଜଗତସିଂହପୁର : ପ୍ରଧାନ ଶିକ୍ଷୟିତ୍ରୀ ଭୁଲିଗଲେ ମାନବିକତା । ଅଣଶୁଦ୍ଧିଆ ବୋଲି ପିଲାଙ୍କୁ ବସାଇଦେଲେ ବାହାରେ । ଶ୍ରେଣୀ ଗୃହରେ ନବସାଇ ବାହାରେ ବସାଇଲେ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ନାଗପୁର ପଞ୍ଚାୟତ ଠାକୁର ପାଟଣା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ଘଟଣା
Read More...

ଉତ୍କଳ କଳାକାର ଏକାଡେମୀ ତରଫରୁ, ଚଳଚ୍ଚିତ୍ର ଅଭିନେତା ଉତ୍ତମ ମହାନ୍ତିଙ୍କ ଶୋକସଭା ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ କଳାକାର ଏକାଡେମୀ ତରଫରୁ ଜୀହୁବା ଗୃପ୍ ପ୍ଲଟ ନମ୍ଵର -୪୬୦ ଶହୀଦ ନଗର ଠାରେ ବରିଷ୍ଠ ଚଳଚିତ୍ର ଅଭିନେତା ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ ଶୋକସଭା ପାଳନ କରାଯାଇଥିଲା । ଉକ୍ତ ଶୋକସଭାରେ ନୃସିଂହ ନାଥ ନନ୍ଦ, ଉତ୍କଳ କଳାକାର ଏକାଡେମୀର ପ୍ରତିଷ୍ଠାତା
Read More...

ଘର ଭିତରୁ ୨ ଭାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ଵର : ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଶିବ ମନ୍ଦିର ନିକଟ ଏକ ଘର ଭିତରୁ ୨ ନାବାଳକ ଭାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଜଣଙ୍କ ବୟସ ୧୪ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୧୨ ବର୍ଷ ହେବ ବୋଲି ଜଣାପଡ଼ିଛି । ପ୍ରେମ ସମ୍ପର୍କ ଯୋଗୁଁ ୨ ପୁଅଙ୍କୁ ହତ୍ୟା କରି ବାପା ଟାଙ୍ଗି
Read More...

ଅଧ୍ୟାପକ ଡ. ରଂଜନ କୁମାର ପାଣିଗ୍ରାହୀ ପାଇଲେ “ସାହିତ୍ୟ ସୁଧା ସମ୍ମାନ”

ବଲାଙ୍ଗିର, (କେପିଏନ୍‌ଏସ୍‌) : କାନ୍ତକବି ସାହିତ୍ୟ ପରିଷଦ, ଭଦ୍ରକ ଦ୍ଵାରା ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଭଦ୍ରକ ସ୍ଥିତ ଶହୀଦ ସ୍ମୃତି ଭବନ ଠାରେ ରବିବାରରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ
Read More...

ଅଙ୍ଗନୱାଡ଼ି କେନ୍ଦ୍ରରେ ଦୀର୍ଘଦିନ ହେଲା ନଳକୂପ ଅଚଳ : ପାଣି ସମସ୍ୟା ସୁଧୁରିବ କେବେ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତ ଅନ୍ତର୍ଗତ କେଲେମାହା ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜକୁ ଦୀର୍ଘଦିନ ହେଲା ପାନୀୟ ଜଳ ସମସ୍ୟା ଦେଖାଦେଇଛି । ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଥିବା ଏକମାତ୍ର
Read More...

ଗୌରୀ ଶଙ୍କର ମନ୍ଦିର ପରିସରରେ ରାମ ନବମୀ ମହୋତ୍ସବ ପାଇଁ ବୈଠକ

କେସିଙ୍ଗା, (ପ୍ରୀତେଶ ପଟେଲ) : ଆସନ୍ତା ଛଅ ଏପ୍ରିଲ ରାମନବମୀ ମହୋତ୍ସବ ଉପଲକ୍ଷେ କାଲି କେସିଙ୍ଗା ଗୌରୀଶଙ୍କର ମନ୍ଦିର ପରିସରରେ ରାମଭକ୍ତ କି ଟୋଲିଙ୍କ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଧୁମଧାମରେ ରାମ ନବମୀ ମହୋତ୍ସବ ପାଳନ କରାଯିବ ଏବଂ ହରିୟାଣା
Read More...

ଗୁଜରାଟର ଗାନ୍ଧୀନଗରଠାରେ ‘ଶାଶ୍ୱତ ମିଥିଳା ମହୋତ୍ସବ-୨୦୨୫”କୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର…

ବିହାରର ଲୋକମାନେ, ବିଶେଷ କରି ମିଥିଳାର ଲୋକେ ଗୁଜରାଟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତିଖୁବ୍ ଶୀଘ୍ର ମିଥିଳାଠାରେ ମାତା ସୀତାଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବ, ଯାହା ସମଗ୍ର ବିଶ୍ୱ ପାଇଁ ଆଦର୍ଶ ଜୀବନର ଆଲୋକବର୍ତ୍ତିକା ଭାବେ କାର୍ଯ୍ୟ କରିବଆଲୋଚନା ମାଧ୍ୟମରେ
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ଆନିମେସନ୍ ଫିଲ୍ମ ନିର୍ମାତା ପ୍ରତିଯୋଗିତା

ପ୍ରତିଯୋଗିତା ମାଧ୍ୟମରେ ଆନିମେସନରେ ସୃଜନଶୀଳତା ଏବଂ ଅଭିନବତାକୁ ପ୍ରୋତ୍ସାହନ ନୂଆଦିଲ୍ଲୀ, (ପିଆଇବି) : ଆନିମେସନ୍ ଫିଲ୍ମ ନିର୍ମାତା ପ୍ରତିଯୋଗିତା ହେଉଛି ଆନିମେସନ୍ କ୍ଷେତ୍ରରେ ଭାରତର କାହାଣୀକାରମାନଙ୍କୁ ସୁଯୋଗ ପ୍ରଦାନ କରିବା ଏବଂ ସଶକ୍ତ କରିବା ଉଦ୍ଦେଶ୍ୟରେ ଏକ ଅଗ୍ରଣୀ ପଦକ୍ଷେପ
Read More...

ମିଳିତ ଜାତିସଂଘ ଶାନ୍ତି ରକ୍ଷା ଅଭିଯାନରେ ଭାରତର ଭୂମିକା : ନେତୃତ୍ୱ, ପ୍ରତିବଦ୍ଧତା ଓ ବଳିଦାନର କାହାଣୀ

ବିଦେଶ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଯଥାର୍ଥରେ କହିଛନ୍ତି, ‘‘ଆମ ବୈଦେଶିକ ନୀତିର ମୂଳରେ ଶାନ୍ତି ରକ୍ଷା ପାଇଁ ପ୍ରତିବଦ୍ଧତା ରହିଛି, ଯାହାର ମୂଳଦୁଆ ଆଲୋଚନା, କୂଟନୀତି ଏବଂ ସହଯୋଗ ଉପରେ ଆଧାରିତ । ‘ବସୁଧୈବ କୁଟୁମ୍ବକମ୍’ ଦର୍ଶନ ଦ୍ୱାରା ପରିଚାଳିତ ସମଗ୍ର ବିଶ୍ୱ ଏକ ପରିବାର ବୋଲି
Read More...