Daily Archives

ଟ୍ରାକ୍ଟର ଓଲଟି ଦମ୍ପତି ମୃତ, ୪ ଗୁରୁତର

ଗୁଣପୁର : ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର । ଦମ୍ପତି ମୃତ ୪ ଗୁରୁତର । ଗୁଣପୁର ଥାନା ଗୁଲୁମୁଣ୍ଡା ମୁଖ୍ୟ ରାସ୍ତାରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ଗୁଣପୁର ଥାନା ଗୁଲୁମୁଣ୍ଡା ମୁଖ୍ୟ ରାସ୍ତାରେ ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି
Read More...

ସ୍ତ୍ରୀକୁ ମାରି ଟାଙ୍ଗି ଦେଲା ଇଞ୍ଜିନିୟର ସ୍ୱାମୀ

ଲକ୍ଷ୍ନୌ : ସ୍ତ୍ରୀକୁ ମାରି ଟାଙ୍ଗି ଦେଲା ଇଞ୍ଜିନିୟର ସ୍ୱାମୀ । ଉତ୍ତରପ୍ରଦେଶ ଗାଜିଆବାଦ ମୋରଦାବାଦରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଜଣେ ସ୍ୱାମୀ ତାଙ୍କ ନିଜ ସ୍ତ୍ରୀକୁ ହତ୍ୟା କରି ଟାଙ୍ଗି ଦେବା ପରେ ତାଙ୍କର ୪ ବର୍ଷର ଝିଅ ଫୋନ୍ କରି ଜେଜେମାଆଙ୍କୁ ଘଟଣା ବାବଦରେ କହିଛି । ଘଟଣା
Read More...

ସର୍ବ ଭାରତୀୟ ସ୍ତରୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଅଶ୍ୱିନୀ – ଅବନୀଙ୍କୁ ପ୍ରଥମ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଛତିଶଗଡ ପରିବହନ ବିଭାଗର ସହାୟତାରେ ତଥା ରାୟପୁର ସ୍ଥିତ ରାଡା ଏବଂ ପ୍ରତିଷ୍ଠିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ୱାଚ୍‌’ର ମିଳିତ ଆବାହକତ୍ୱରେ ଆୟୋଜିତ ଏକ ସର୍ବଭାରତୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡିଶାର ବହୁ ପରିଚିତ କାର୍ଟୁନିଷ୍ଟ ଦୁଇଭାଇ
Read More...

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଷଷ୍ଠ ଦିନ

ଧାମରା ସାହିତ୍ୟ ସଂସଦର ସୃଜନ ସନ୍ଧ୍ୟା ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟାରେ ଧାମରା ସାହିତ୍ୟ ସଂସଦର ସୃଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ
Read More...

କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଛତିଶଗଡ଼ର ରାଜନନ୍ଦଗାଓଁଠାରେ ଆଚାର୍ଯ୍ୟ
ଶ୍ରୀ

ଆଚାର୍ଯ୍ୟ ଶ୍ରୀ ବିଦ୍ୟାସାଗର ଜୀ ମହାରାଜ ଜଣେ ଯୋଗଜନ୍ମା ବ୍ୟକ୍ତି ଥିଲେ, ଯିଏକି ନିଜର ନୂତନ ଚିନ୍ତାଧାରା ସହ ଏକ ନୂଆ ଯୁଗର ଶୁଭାରମ୍ଭ କରିଥିଲେଆଚାର୍ଯ୍ୟ ବିଦ୍ୟାସାଗରଜୀଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ଧର୍ମ, ସଂସ୍କୃତି ଓ ରାଷ୍ଟ୍ର ପ୍ରତି ସମର୍ପିତ ଥିଲାଆଚାର୍ଯ୍ୟ ଜୀ ଭାରତୀୟ ଭାଷାର
Read More...

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

● ସବକା ସାଥ୍, ସବକା ବିକାଶ ଆମର ସାମୂହିକ ଉତ୍ତରଦାୟିତ୍ୱ : ପ୍ରଧାନମନ୍ତ୍ରୀ● ୨୦୧୪ ପରେ ଦେଶ ଏକ ନୂତନ ମଡେଲ ଦେଖିଛି ଏବଂ ଏହି ମଡେଲ ତୁଷ୍ଟିକରଣ ନୁହେଁ ବରଂ ସନ୍ତୁଷ୍ଟିକରଣ : ପ୍ରଧାନମନ୍ତ୍ରୀ● ଆମ ଶାସନର ମନ୍ତ୍ର ହେଉଛି- ସବକା ସାଥ୍, ସବକା ବିକାଶ : ପ୍ରଧାନମନ୍ତ୍ରୀ● ଭାରତର ବିକାଶ
Read More...

ଉଦ୍‌ଯାପିତ ହେଲା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୫

ସରକାରଙ୍କ ପ୍ରତ୍ୟେକ ଯୋଜନାର ଲାଭ ନେବାକୁ ଚାଷୀମାନେ ଆଗେଇ ଆସିବାକୁ ପରାମର୍ଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରୟାଲ ପଡିଆରେ ଅନୁଷ୍ଠିତ ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଗୁରୁବାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ
Read More...

ସ୍ୱତନ୍ତ୍ର ତୀର୍ଥ ଯାତ୍ରୀ ବସର ଶୁଭାରମ୍ଭ କଲେ ମାନ୍ୟବର ବିଧାୟକ ବୀରମହାରାଜପୁର ଓ ଜିଲ୍ଲାପାଳ ସୁବର୍ଣ୍ଣପୁର

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସୁବର୍ଣ୍ଣପୁର ଜିଲ୍ଲାରୁ ୫୨ ଜଣ ବରିଷ୍ଠ ତୀର୍ଥ ଯାତ୍ରୀ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାର ୫୨ ଜଣ
Read More...

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ରାଜ୍ୟସଭାରେ ସାଂସଦ ନିରଞ୍ଜନ ବିଶିଙ୍କ କଡ଼ା ମନ୍ତବ୍ୟ

କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ଭଳିଆ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଅଧାନର ଏମ୍‌.ଏସ୍‌.ପି ଡବଲ କରପେସା ଆକ୍ଟ ଲାଗୁ କର ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଚଳିତ ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ବିଜେଡିର ସାଂସଦ ନିରଞ୍ଜନ ବିଶି
Read More...

ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ଛାତ୍ର ପୋଲିସ କେଡେଟ୍‌ର ଶୁଭାରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ଛାତ୍ର ପୋଲିସ କେଡେଟ୍‌ର ଶୁଭାରମ୍ଭ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତି ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ସୁନୀଲ କୁମାର ପାତ୍ରଙ୍କ ସଭାପତିତ୍ୱରେ
Read More...