Yearly Archives

2024

ପାଠପଢା ସହ ଖେଳର ମହତ୍ୱ ଗୁରୁତ୍ୱପୂର୍ଣ୍ଣ

ମଣ୍ଟେଶ୍ୱରୀ କ୍ରୀଡା ମହୋତ୍ସବ ଉଦ୍‌ଯାପିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ସ୍ଥିତ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ୧୧ତମ ବାର୍ଷିକ କ୍ରୀଡା ମହୋତ୍ସବ ପାଳିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଏକ ମଶାଳ ଶୋଭାଯାତ୍ରା ସ୍କୁଲଠାରୁ ଖେଳ ପଡିଆ ପର୍ଯ୍ୟନ୍ତ ଯାଇଥିଲା ।
Read More...

ଓଡିଆ ଅସ୍ମିତା ଶିବିର ୨୦୨୪ – ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ଦଳର ଯୋଗଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଓଡିଆ ଅସ୍ମିତା ଶିବିର - ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିନରେ ଥିବା ବିଭିନ୍ନ ମହାବିଦ୍ୟାଳୟର ଚାରିଜଣ
Read More...

କ୍ୟାନସର ମୁକ୍ତ ସମାଜ ଗଠନ ପାଇଁ ମାଗଣାରେ ଏଚ୍.ପି.ଭି. ଭେକସିନ ଦିଆଯିବାକୁ ମହିଳା ସମିତିର ଦାବି

ବରଗଡ଼, (ନିରୋଜ କୁମାର ପାଣୀ) : କ୍ୟାନସର ଆମ ଦୈନନ୍ଦିନ ଜୀବନର ବ୍ୟାଧି ରୂପେ ଦେଖାଦେଇ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବରେ ପ୍ରତ୍ୟେକ ପରିବାରକୁ ପ୍ରଭାବିତ କରୁଛି । ମୁଖ୍ୟତଃ ସର୍ଭାଇକାଲ କ୍ୟାନସର ଏକ ସାଧାରଣ ବ୍ୟାଧି ପରି ମହିଳା ମାନଙ୍କ ଠାରେ ଦେଖାଯାଉଛି । ୫୦ରୁ ୫୫ ବର୍ଷ ବୟସର ମହିଳାଙ୍କ
Read More...

ବିଦ୍ୟୁତ ଉପଭୋକ୍ତା ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ପୁରସ୍କୃତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ପାୱାର ହାଉସ୍ ଗ୍ରୀଡ୍ ଠାରେ ଟିପିଡବ୍ଲୁଓଡିଏଲ୍ ସବଡିଭିଜନ୍ ୨ ଆରଇସି ସେକ୍ସନ୍ ତରଫରୁ ୩ ଜଣ ନିୟମିତ ବିଦ୍ୟୁତ ବିଲ୍ ପଇଠ କରୁଥିବାରୁ ଉପଭୋକ୍ତାଙ୍କୁ ଆଜି ଏକ ସଭାରେ ଉପହାର ଦିଆଯାଇଥିଲା । ପ୍ରଥମ ପୁରସ୍କାର ଜଗବନ୍ଧୁ ଭୁଏ, ଦ୍ଵିତୀୟ ପୁରସ୍କାର
Read More...

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବିଦ୍ୟୁତ ଉପଭୋକ୍ତାଙ୍କୁ ପୁରସ୍କାର ପ୍ରଦାନ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ପାୱାର ହାଉସ୍ ଗ୍ରୀଡ୍ ଠାରେ ଟିପିଡବ୍ଲୁଓଡିଏଲ୍ ସବଡିଭିଜନ୍ ୧ ପକ୍ଷରୁ ୩ ଜଣ ବିଦ୍ୟୁତ ଉପଭୋକ୍ତା ନିୟମିତ ବିଦ୍ୟୁତ ବିଲ୍ ପଇଠ କରୁଥିବାରୁ ସେମାନଙ୍କୁ ଆଜି ଏକ ସଭାରେ ଉପହାର ଦିଆଯାଇଥିଲା । ପ୍ରଥମ ପୁରସ୍କାର ସରୋଜିନୀ ମହାପାତ୍ର, ଦ୍ଵିତୀୟ
Read More...

ନୂତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ତାଲିମ ଶିବିର ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ଵଚ୍ଛତା ଆଣିବା ପାଇଁ ଓଡ଼ିଶା ସରକାର ଏକ ତାଲିମ ଶିବିର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ଦିନିକିଆ
Read More...

ଗନ୍ଧମାର୍ଦ୍ଦନ ପର୍ବତ ହରିଶଙ୍କର ମନ୍ଦିରକୁ ଇଉନେସ୍କୋ ବିଶ୍ୱ ପର୍ଯ୍ୟଟନ ସ୍ଥଳି ମାନ୍ୟତା ଦାବୀ କଲେ ରାଜ୍ୟସଭା ସାଂସଦ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ବଲାଙ୍ଗିର ଏବଂ ବରଗଡ଼ ଜିଲ୍ଲା ମଧ୍ୟ ଭାଗରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ ପ୍ରାକୃତିକ, ସାଂସ୍କୃତିକ ଏବଂ ଐତିହାସିକ କୀର୍ତ୍ତିରାଜି ବହନ କରୁଥିବାରୁ ଏହାକୁ ବିଶ୍ୱ ପର୍ଯ୍ୟଟନ ସ୍ଥଳି ଘୋଷଣା କରିବାକୁ ଦାବୀ କରିଥିଲେ । ରାଜ୍ୟସଭାରେ ସାଂସଦ ନିରଞ୍ଜନ
Read More...

୩ ଦିନିଆ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୪ ଉଦଯାପିତ

ମୁଣ୍ଡା ବ୍ରଦର କାଲଟା ଚମ୍ପିୟାନ ଓ ୱାଇ.ବି.ପି କାଲଟା ରନର୍ସ ଅପ୍ ରାଉରକେଲା, (ସସ୍ମିତା ପ୍ରଧାନ) : କାଲଟା ସ୍ଥିତ ଅମର ଜ୍ୟୋତି ୟୁଥ୍ କ୍ଲବ୍ ତରଫରୁ ୩ ଦିନିଆ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୪ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ସୁଶିଲ ବାର୍ଲା ଓ ସମ୍ପାଦକ ଜାକ୍ରିୟାସ
Read More...

ନୃସିଂହନାଥ ପ୍ରକୃତି ନିବାସକୁ ନବୀକରଣ କରାଯାଇ କରାଗଲା ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତର ଜଙ୍ଗଲ ଭିତରେ ତଥା ପଞ୍ଚୁପାଣ୍ଡବ ଘାଟ ନିକଟରେ ଥିବା ନୃସିଂହନାଥ ପ୍ରକୃତି ନିବାସ ନବୀକରଣ କରାଯାଇ ଉଦ୍‌ଘାଟନ କରାଯାଇଛି । ଏହାକୁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ସମ୍ବଲପୁର ଟି. ଅଶୋକ କୁମାର ଓ ବନଖଣ୍ଡ ଅଧିକାରୀ,
Read More...

୧୬ ନମ୍ବର ଜାତୀୟ ରାଜପଥ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକରେ ଲାଗିଲା ନିଆଁ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ସୂର୍ଯ୍ୟନାରାୟଣପୁର ୧୬ ନମ୍ବର ଜାତୀୟ ରାଜପଥରେ ଖୋର୍ଦ୍ଧାରୁ ବ୍ରହ୍ମପୁର ଅଭିମୁଖେ ନେଇ ଯାଉଥିବା ଘରୋଇ ଗ୍ୟାସ୍ ସିଲିଣ୍ଡର ବୋଝେଇରେ ଟ୍ରକ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା । ଫଳରେ ହୁତୁହୂତୁ ହୋଇ ଜଳିଲା ଟ୍ରକ୍ ।
Read More...