Yearly Archives

2024

ମୁରିବାହାଲ ବ୍ଲକ ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ସିରୋଲ କ୍ଳଷ୍ଟରର ଗୁଞ୍ଚିତରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଶ୍ରଦ୍ଧାଞ୍ଜଳି ମହାନ୍ତିଙ୍କ ସଭାପତିତ୍ୱରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବରେ ଟିଟିଲାଗଡ଼
Read More...

ଭାଲୁମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କଣ୍ଟାବାଞ୍ଜି ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କଣ୍ଟାବାଞ୍ଜି ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାଲୁମୁଣ୍ଡା ହନୁମାନ ମନ୍ଦିର ଠାରୁ ବିରାଟ ଶୋଭାଯାତ୍ରାରେ
Read More...

ପତିତପାବନ ଏକାଡେମୀର ହୀରକ ଜୟନ୍ତୀ ଅବସରରେ ହାଇସ୍କୁଲ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖ ୨ ଦିନ ଧରି ହେବାକୁ ଥିବା ପତିତପାବନ ଏକାଡେମୀ ହୀରକ ଜୟନ୍ତୀ ଅବସରରେ ସ୍ଥାନୀୟ ଟାଉନ୍ ବାଳକ ହାଇସ୍କୁଲ ଖେଳ ପଡିଆଠାରେ ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସିନୁସୁନ୍ଦର
Read More...

ଅଳିଆ ଫିଙ୍ଗାରୁ ମହାଭାରତ : ୧୫ ବର୍ଷ ପରେ ନ୍ୟାୟ ପାଇଲେ ୯୦ ବର୍ଷୀୟ ଦମ୍ପତ୍ତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଝିମିଟି ଖେଳରୁ ମହାଭାରତ ପରି ଅଳିଆ ପକାଇବାକୁ ନେଇ ଛତ୍ରପୁର ଥାନା ସ୍ଥିତ ହଂସପୁରରେ ଏକ ଅଭାବନୀୟ ଘଟଣା ୨୦୦୯ ମସିହାରେ ଘଟିଯାଇଥିଲା । ଯେଉଁ ମାମଲାର ଶୁଣାଣି କରି ଶୁକ୍ରବାର ଦିନ ଛତ୍ରପୁର ଏସ୍‌ଡ଼ିଜେଏମ୍ ପ୍ରୀତିଶ କୁମାର ରଥ ଦୁଇ ଜଣ ଅଭିଯୁକ୍ତ
Read More...

“ନିରୀକ୍ଷଣ” : ଗଞ୍ଜାମ ଜିଲ୍ଲାର ଅଭିନବୀକରଣ ପଦକ୍ଷେପ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : "ନିରୀକ୍ଷଣ" ହେଉଛି ଗଞ୍ଜାମ ଜିଲ୍ଲା ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ଭିତିକ ଏକ କ୍ରାନ୍ତିକାରୀ ପଦକ୍ଷେପ । ଆର୍ଥିକ ବର୍ଷ ୨୦୨୨-୨୩ ସେପ୍ଟେମ୍ବର ମାସରେ ଗଂଜାମ ଜିଲ୍ଲା ପ୍ରଶାସନର ଏକ ଅଭିନବୀକରଣ ପ୍ରାୟସ ହେଉଛି ଏହି ନିରୀକ୍ଷଣ କାର୍ଯ୍ୟକ୍ରମ । ଏହା
Read More...

ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ୫୦ ବର୍ଷ ପୂର୍ତ୍ତି ଅବସରରେ ଅର୍ନ୍ତଜାତୀୟ ସମ୍ମିଳନୀ ଏବଂ ଆଲୁମିନଟ୍ ମିଟ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ସର୍ବପ୍ରଥମ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ସ୍ଵର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଗଣଯୋଗାଯୋଗ ଶିକ୍ଷା କ୍ଷେତ୍ରରେ ଦୀର୍ଘ ୫୦ ବର୍ଷର ଗରିମାମୟ ଇତିହାସକୁ ଏକ କାର୍ଯ୍ୟକ୍ରମର ଉତ୍ସବ ମଧ୍ୟରେ ଉପଲବ୍ଧି କରିବାର ଉଦ୍ୟମରେ ଏକ
Read More...

ରୋଜଗାରିଆ ପୁଅର ବାଇକ ଦୁର୍ଘଟଣାରେ ମୃତ୍ୟୁ : ପରିବାର ସ୍ତବ୍ଧ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଆମବାହାଲି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ନିମ୍ବ ଗଛରେ ପିଟି ହେବା ଫଳରେ ଜଣେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ କନ୍ଦ୍ରାଭଟା ଗ୍ରାମର ଖଗ ଭୁଏଙ୍କ ପୁତ୍ର କେଶବ ଭୁଏ (୨୫) ବୋଲି
Read More...

ମୁରିବାହାଲରୁ ନିଖୋଜ ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ କେସିଙ୍ଗାରୁ ରେଳ କର୍ମଚାରୀ ଘନଶ୍ୟାମ ଭୋଇ ଗିରଫ

ପୋକସୋ କୋର୍ଟ ଚାଲାଣ, ଛାତ୍ରୀ ଉଦ୍ଧାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସଦର ମହକୁମାରୁ ନିଖୋଜ ଥିବା ଜଣେ ନାବାଳିକା କଲେଜ ଛାତ୍ରୀ(୧୬)ଙ୍କୁ ପୁଲିସ ଉଦ୍ଧାର କରିଥିବା ବେଳେ ତାଙ୍କୁ ଅପହରଣ ଅଭିଯୋଗରେ କେସିଙ୍ଗାର ରେଳ କର୍ମଚାରୀ ତଥା
Read More...

କପସିପାଲି ଗ୍ରାମରେ ଲକ୍ଷ୍ମୀ ପୂଜା ମହୋତ୍ସବ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ କପସିପାଲି ଗ୍ରାମରେ ମହା ସମାରୋହରେ ଜଗତ ଜନନୀ ମାଁ ଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ଆରମ୍ଭ ହୋଇଯାଇଛି । ଗ୍ରାମବାସୀଙ୍କ ଦ୍ଵାରା ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମେ କଳସ ଶୋଭାଯାତ୍ରାରେ ଗ୍ରାମ ପୋଖରୀରୁ ଯଥା
Read More...

ଆମ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନବାଚୀ

ଆଶୁତୋଷ ନାୟକ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି କିନ୍ତୁ କୋଟି କୋଟି ଟଙ୍କା ଯୋଜନା ନାମରେ ହରିଲୁଟ କରୁଛନ୍ତି ଆମ ସମାଜର ବଡ଼ପଣ୍ଡା ବୋଲାଉଥିବା ନେତା, ମନ୍ତ୍ରୀ, ଅଫିସର । ରାଜନେତାଙ୍କ ଛତ୍ରଛାୟା ତଳେ ବଡ଼ବାବୁ, ଆଇଏସ୍‌ ଅଫିସର ମାନେ କୋଟି କୋଟି
Read More...