ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ପୂର୍ଣ୍ଣ ସମର୍ଥନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିଟିଜନ ଫୋରମ୍ ପାଟଣାଗଡ ଦେଇଥିବା ଚିଠି ନଂ.୧୦୧ ତାରିଖ ୦୨.୦୯.୨୦୨୪ ଅନୁସାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘ ବଲାଙ୍ଗିରରୁ ନୂଆପଡା ରେଳପଥର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ପୂର୍ଣ୍ଣ ସମର୍ଥନ ଦେଇଛି । ଗତ!-->…
Read More...
Read More...