ଅବହେଳିତ ଆମ ବଲାଙ୍ଗିର ପାର୍କକୁ ଯୁବଗୋଷ୍ଠୀର ଶ୍ରମଦାନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲାଲଟିକ୍ରା ସ୍ଥିତ ଭୀମଭୋଇ ମେଡିକାଲ ଛକ ସମନାରେ ବଲାଙ୍ଗିର ପାର୍କ ଅବସ୍ଥିତ ଯାହାକି ଅତୀତରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତିଆରି କରାଯାଇଥିଲା । ପରବର୍ତ୍ତୀ ସମୟରେ ତାହାର ବାପା ମାଆ କେହି ରହିଲେ ନାହିଁ । ମ୍ୟୁନିସିପାଲିଟି କିମ୍ବା କୌଣସି ପ୍ରଶାସନିକ!-->…
Read More...
Read More...