Yearly Archives

2024

ଇକୋ ୱରିୟସ ନିଆରା ଢଙ୍ଗରେ ଦୀପାବଳି ପାଳନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଖୁସି ଓ ସଂବୃଦ୍ଧି ଓ ଆଲୋକ ର ପର୍ବ ଦୀପାବଳି ଉପଲକ୍ଷେ ଆଜି ଇକୋ ୱାରିୟର ପରିବାର ତରଫରୁ ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ, ସ୍ଥିତ ଚିଦାନନ୍ଦ ଦିବ୍ୟଧାମ ବୃଦ୍ଧ ଆଶ୍ରମରେ ପରିବାର ଓ ଅତିଥି ମାନେ ଦୀପ ପ୍ରଜ୍ଜ୍ୱଳନ କରି ଦୀପାବଳି ପାଳନ କରାଯାଇଥିଲା । ଏହି
Read More...

ବିଶ୍ୱ ଶାକାହାରୀ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ନଭେମ୍ବର ୧ରେ ପାଳନ କରାଯାଉଥିବା 'ବିଶ୍ୱ ଭେଗାନ୍ ଡେ' ବା 'ବିଶ୍ଵ ଶାକାହାରୀ ଦିବସ' ପ୍ରାଣୀ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରେ ଏବଂ ଏକ ନିରାମିଷ ଭୋଜନ ଜୀବନଶୈଳୀକୁ ବ୍ୟାପକ ଭାବରେ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରେ । ୧୯୯୪ରେ
Read More...

ଶିକ୍ଷକ ରାଜେନ୍ଦ୍ର ମହାନ୍ତିଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏକ ଚର୍ଚ୍ଚିତ ବ୍ୟକ୍ତିତ୍ଵ ସୁସାହିତ୍ୟିକ, ସୁବକ୍ତା, ସଙ୍ଗଠକ, ନାଟ୍ୟ ନିର୍ଦ୍ଦେଶକ, ଅଭିନେତା, ଲେଖକ, କବି ତଥା ସିରଜିନା ସାହିତ୍ୟ ଆଉ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ସର୍ବୋପରି ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବରେ ସୁଖ୍ୟାତି ଅର୍ଜନ କରିଥିବା
Read More...

ସ୍କିଲ୍ ଡେଭେଲପ୍‌ମେଣ୍ଟ ଦୀୱାଲି ସେଲିବ୍ରେସନ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଓଡିଶା ସରକାର ଏବଂ ଟିପିଡବ୍ଲୁଓଡିଏଲଙ୍କ ମିଳିତ ଆନୁକୁଲ୍ୟରେ ପ୍ରଥମ ଅର୍ଗାନାଇଜେସନ ପକ୍ଷରୁ ସ୍କିଲ୍ ଡେଭେଲପ୍‌ମେଣ୍ଟ ଦୀୱାଲି ସେଲିବ୍ରେସନ୍ କାର୍ଯ୍ୟକ୍ରମ ପୁଇଁତଲା ବ୍ଲକ ଲୋକାପଡା ଗ୍ରାମ ପଞ୍ଚାୟତ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି
Read More...

ପାଟଣାଗଡ଼ରେ ବାଣ ବିସ୍ପୋରଣ ଅଳ୍ପକେ ବାର୍ତ୍ତିଲେ ପରିବାରର ୩ ସଦସ୍ୟ

ଜଳିଗଲା ଘର ସାମଗ୍ରୀ ଏବଂ ବାଇକ ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ମୁଖ୍ୟରାସ୍ତାରେ ଥିବା ଶଙ୍କର ସେଲ୍ସର ଦୋକାନୀ ବାଣ ଫୁଟାଇ ଥିବା ବେଳେ ପୂର୍ଣ୍ଣ ସାହୁଙ୍କ ଭଡ଼ା ଘର ଭିତରକୁ ବାଣ ପଶିଯାଇ ଘର ଭିତରେ ବିସ୍ପୋରଣ ହୋଇଥିଲା ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାରର ୩ ସଦସ୍ୟ
Read More...

ଜାମଗାଁ ହାଇସ୍କୁଲର ପ୍ରାଚୀରପତ୍ର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାଚୀରପତ୍ର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ସ୍କୁଲ ସଭାପତି ଗୁପ୍ତେଶ୍ୱର ବେହେରା, ଆଲୁମିନି ସଭାପତି ପୁରୁଷୋତ୍ତମ ଗୁରହାଣ୍ଡିଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି । ସଂସ୍କୃତ
Read More...

ଆଗଲପୁର ବ୍ଲକରେ ସମିତି ବୈଠକ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ସମସ୍ତ ସମିତି ସଭ୍ୟସଭ୍ୟା ଓ ସରପଂଚ ମାନଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ମହାପାତ୍ର କୁଳଦୀପ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ ଜିଲାପରିଷଦ ଅଧ୍ୟକ୍ଷା ଶ୍ରୀମତି
Read More...

ତାଳଚେର ସ୍ଥିତ ଏଚ୍‌ଡବ୍ଲୁବିଏଫରେ ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ ବି-୧୧ ଉନ୍ନତିକରଣ ସୁବିଧାର ଉଦ୍‌ଘାଟନ କଲେ ଆଣବିକ ଶକ୍ତି…

ନୂଆଦିଲ୍ଲୀ, (ପିଆଇବି) : ଆଣବିକ ଶକ୍ତି ଆୟୋଗ (ଏଇସି)ର ଅଧ୍ୟକ୍ଷ ତଥା ଆଣବିକ ଶକ୍ତି ବିଭାଗ (ଡିଏଇ)ର ସଚିବ ଡ. ଏ.କେ ମହାନ୍ତି ତାଳଚେରସ୍ଥିତ ଭାରୀ ଜଳ ବୋର୍ଡ ସୁବିଧା (ଏଚଡବ୍ଲୁବିଏଫ)ରେ ଇଲେକ୍ଟ୍ରୋନିକ୍ସ ଗ୍ରେଡ୍ ବୋରୋନ୍-୧୧ (ବି-୧୧) ଉନ୍ନତିକରଣ ସୁବିଧାକୁ ଉଦ୍‌ଘାଟନ କରିଥିଲେ ।
Read More...

ଦୀପାବଳି ପାଳନ ଓ ବଡବଡୁଆ ଡାକିବା ନେଇ ଦ୍ୱନ୍ଦ୍ୱରେ ଲୋକେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ । ଆଜି ପାଳିବେ ନା କାଲି ଏହାକୁ ନେଇ ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ଲାଗି ରହିଛି । ବିରାଜ ପାଞ୍ଜିକୁ ମାନୁଥିବା ଜିଲ୍ଲା ଗୁଡ଼ିକରେ ଆଜି ଦୀପାବଳି ପାଳନ ହେଉଛି । ସେପଟେ ଜଗନ୍ନାଥ ପଞ୍ଜିକାକୁ ଅନୁସରଣ କରୁଥିବା ଜିଲ୍ଲା
Read More...

ବିଶ୍ୱ ନଗର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ଵର ନିରନ୍ତର ନଗରାଞ୍ଚଳ ବିକାଶରେ ସହାୟକ ହେବା ତଥା ଦେଶ ମଧ୍ୟରେ ଉଭୟ ସହରୀକରଣ ଏବଂ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୩୧ ଅକ୍ଟୋବରରେ "ବିଶ୍ୱ ନଗର ଦିବସ" ପାଳନ କରାଯାଏ । ଜାତିସଂଘର ତଥ୍ୟ ଅନୁଯାୟୀ ବର୍ତ୍ତମାନ ବିଶ୍ଵର ଅଧାରୁ
Read More...