Yearly Archives

2024

ଅନ୍ତର୍ଲା ୭ମ ମାଁ ରାମଚଣ୍ଡୀ ଫୁଟବଲ ପ୍ରତିଯୋଗିତାରେ ନକଟାସରକୁ ଟ୍ରାଇବ୍ରେକରରେ ହରାଇ ଜରାସିଂହା ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡମାଲ ପଞ୍ଚାୟତ ଅନ୍ତର୍ଗତ ଅନ୍ତର୍ଲାରେ ୭ମ ମାଁ ଚଣ୍ଡୀକପ୍ ଫୁଟବଲ ପ୍ରତିଯୋଗିତା ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଜେପି ସାଂସଦଙ୍କ
Read More...

ଜରାସିଂହା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରକୁ ଜାତୀୟ ସ୍ତରର ମାନ୍ୟତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଜରାସିଂହା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଵାସ୍ଥ୍ୟ ଉପକେନ୍ଦ୍ର ଉଲ୍ଲେଖନୀୟ ସ୍ଵାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଜାତୀୟ ସ୍ତରର ମାନ୍ୟତା ଲାଭ କରିଛି । ଏ ସମ୍ପର୍କିତ ଖବର ପ୍ରକାଶିତ ହେବା ପରେ ଏହି
Read More...

ନୂତନ ବିଡ଼ିଓଙ୍କୁ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ନୂତନ ଭାବେ ଯୋଗ ଦେଇଥିବା ବିଡ଼ିଓ ବିଜୟ କୁମାର ହୋତାଙ୍କୁ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ନେତୃତ୍ୱରେ ସମ୍ପାଦକ
Read More...

ନୂଆଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ…

ବିଶିଷ୍ଟ ଅର୍ଥନୀତିଜ୍ଞ ମନମୋହନ ସିଂହ ଜୀ, ଅର୍ଥ ଏବଂ ସାର୍ବଜନୀନ ନୀତି ବିଷୟରେ ଅଗାଧ ଜ୍ଞାନ ପାଇଁ ସର୍ବଦା ସ୍ମରଣୀୟ ରହିବେ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ
Read More...

ଭୀମପାହାଡ଼ ପରିଦର୍ଶନ କଲେ ଆନ୍ତର୍ଜାତୀୟ ପତ୍ନତତ୍ତ୍ୱବିଦ୍‌ ଡ. ଲିଡ଼ିଆ ଗୁଜି

ଭୀମଡୁଙ୍ଗୁରୀ ଓ ଶୁଲିଆ ଉପରେ ହେବ ଗବେଷଣାବିକାଶ ପାଇଁ ଜିଲ୍ଲାପାଳଙ୍କ ସହ କଲେ ଆଲୋଚନା ଦେଓଗାଁ, (ମନୀଷ କୁମାର ସାହୁ) : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରହିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଭୀମପାହାଡ଼ । ଏହି ପାହଡ଼ରେ ଆଦିମ କାଳରୁ ଥିବା ଅନେକ ଐତିହାସିକ କିମ୍ବଦନ୍ତୀ ରହିଛି
Read More...

କେବେ ସଂପୂର୍ଣ୍ଣ ହେବ ବାଗଡୋର ଗ୍ରାମର ଅଙ୍ଗନୱାଡି କେନ୍ଦ୍ର

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ସରକାର ଅନେକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେତେକ ବିଭାଗକୁ ଅଣଦେଖା କରୁଛି ପ୍ରଶାସନ ବୋଲି ସାଧାରଣରେ ଆଲୋଚନା ହେଉଛି । ଓଡିଶା ସରକାର ଡ଼ିମ୍‌ଡିମି ପିଟୁଥିବା ବେଳେ ଦୀପତଳ ଅନ୍ଧାର ସଦୃଶ୍ୟ । ଖୋଦ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ
Read More...

ପଞ୍ଚମ ସୁଲିଆ ମହୋତ୍ସବ ପାଇଁ ଚୁଡାନ୍ତ ପ୍ରସ୍ତୁତି

ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ୫ ତାରିଖ ଠାରୁ ୭ ପର୍ଯ୍ୟନ୍ତ ୩ ଦିନ ଧରି ଦେଓଗାଁ ବ୍ଲକ କୁମୁରିଆରେ ହେବାକୁ ଥିବା ପଞ୍ଚମ ସୁଲିଆ ମହୋତ୍ସବ ପାଇଁ ଶୁକ୍ରବାର ଅପରାହ୍ନରେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହୋତ୍ସବ କମିଟିର ଆବାହକ ତଥା ଦେଓଗାଁ
Read More...

ପଦ୍ମପୁରରେ ଖୋଲିଲା ଦବା ଇଣ୍ଡିଆ : ମାର୍କେଟ ରେଟ୍‌ରୁ କମ ଦରରେ ଔଷଧ ପାଇବେ ଲୋକେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ କିପରି ବିକାଶ ସହ ଉଚ୍ଚଦରର ଔଷଧ କମ୍‌ରେ ଲୋକେ ପାଇ ପାରିବେ ସେନେଇ ବିଭିନ୍ନ ଯୋଜନା ମାନ କରୁଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଜନଔଷଧୀ ଯୋଜନା ଅନ୍ତର୍ଗତ ପଦ୍ମପୁର ଶାନ୍ତିନଗର ଠାରେ ଦବା ଇଣ୍ଡିଆ ଜେନେରିକ ଔଷଧର
Read More...

କଟନୀ ଛଟନୀ ବନ୍ଦ ଦାବୀରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଧାନର କଟନୀ ଛଟନୀ ବନ୍ଦ, ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ପ୍ରଦାନ, ନୂତନ ଏନା ଲାଇଜର ମେସିନ ପ୍ରତ୍ୟାହାର ଦାବିରେ ଆଜି କଂଗ୍ରେସ ପକ୍ଷରୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ୧୨ ଘଣ୍ଟିଆ ବନ୍ଦ କରାଯାଇଛି । ଫଳରେ ଭବାନୀପାଟଣା ସହର ସମେତ କେସିଙ୍ଗା,
Read More...

ଟିଟିଲାଗଡ଼ ଆଇସେକ୍ଟ କମ୍ପ୍ୟୁଟର ସେଣ୍ଟରର ବାର୍ଷିକ ଉତ୍ସବରେ ଯୋଗ ଦେଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ସର୍ବ ପୁରାତନ ତଥା ବିଶ୍ୱାସ ଯୋଗ୍ୟ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଓ ସ୍କିଲ ଡେଭଲପ୍‌ମେଣ୍ଟ ସେଣ୍ଟରର ବାର୍ଷିକ ଉତ୍ସବ ପରିଚାଳକ ଶିବାନନ୍ଦ ଦୀକ୍ଷିତଙ୍କ ସଭାପତିତ୍ୱରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଶୁକ୍ରବାର ସନ୍ଧ୍ୟାରେ
Read More...