Yearly Archives

2024

ମଣ୍ଡଳ ଶିକ୍ଷାଧିକାରୀ ବିନୋଦ ପ୍ରମାଣିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ମଣ୍ଡଳ ଶିକ୍ଷାଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ କବି ପ୍ରସନ୍ନ ପାଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭାବ ବିହ୍ଵଳ ପରିବେଷରେ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମଣ୍ଡଳ ପକ୍ଷରୁ ଆୟୋଜିତ ଏହି
Read More...

ଟିଟିଲାଗଡ଼ ବ୍ଲକ କେନ୍ଦୁମୁଣ୍ଡି ଗ୍ରାମରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ନିଶୁଳ୍କ ମଧୁମେହ ପରୀକ୍ଷଣ ଶିବିର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ସବୁବେଳେ ସମାଜସେବା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥାଏ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଲାୟନ୍ସ କ୍ଲବ ନିଶୁଳ୍କ ମଧୁମେହ ପରୀକ୍ଷଣ ଶିବିର ଆୟୋଜନ କରାଯାଇଛି । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ
Read More...

ବାପି ଦା ଫ୍ୟାନ୍ସ କ୍ଲବର ସଂଗୀତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂଆ କରି ଗଠିତ ହୋଇଥିବା ବାପି ଦା ଫ୍ୟାନ୍ସ କ୍ଲବ ତରଫରୁ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଆସନ୍ତାକାଲି ରାଉରକେଲା କ୍ଲବ୍‌ରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଚଳଚ୍ଚିତ୍ର ଜଗତର ଡିସ୍କୋ କିଙ୍ଗ୍ ଭାବେ ପରିଚିତ ବାପି ଲାହିରୀଙ୍କ ଉଦ୍ଦେଶ୍ୟରେ ଗଠିତ
Read More...

ବିଦ୍ୟାଳୟ ବିକାଶ ଦିଗରେ ମୋ ସ୍କୁଲ ଅଭିଯାନକୁ ଦାନ କଲେ ପୂର୍ବତନ ଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିବାରର ପୂର୍ବତନ ଛାତ୍ରୀମାନେ ବିଦ୍ୟାଳୟକୁ ଭୁଲି ନାହାନ୍ତି । ସେମାନେ ଏହି ସ୍କୁଲରେ ପାଠ ପଢିଛନ୍ତି । ସ୍କୁଲ ଛାତ୍ରୀ ଭାବରେ ଏହି ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ରାଜେଶ୍ୱରୀ ବାଇଙ୍କ ଝିଅ ଜେ.
Read More...

ଚକ୍ଷୁଦାନ କରି ଅମର ରହିଲେ ଜମ୍ମୁଲା ମୋହନ ରାଓ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ବଡ ବଜାର ନିବାସୀ ଜମ୍ମୁଲା ମୋହନ ରାଓଙ୍କର ୮୨ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି । ଦିବଙ୍ଗତ ମୋହନଙ୍କର ୨ ପୁତ୍ର ଜେ. ରବି କୁମାର, ଜେ. ଗଣେଶ ଓ ଜଣେ ଝିଅ ଅଛନ୍ତି । ଫ୍ରେଣ୍ଡସ
Read More...

ରୂପାନ୍ତରୀଣ ହେବ, ବ୍ରିଟୀଶ୍ – ଶାସନ ଅମଳର ଛତ୍ରପୁର ମୁଖ୍ୟ ରେଳଷ୍ଟେସନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରିଟୀଶ୍ - ଶାସନ ଅମଳର ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ମୁଖ୍ୟ ରେଳଷ୍ଟେସନର ଉନ୍ନତି ଦିଗରେ ଉନ୍ନୟନ କମିଟୀର ଏକ ଜରୁରୀ କାଳୀନ ବୈଠକ ଶୁକ୍ରବାର ଷ୍ଟେସନ୍ ମ୍ୟାନେଜରଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ମୋହନ୍ ଚନ୍ଦ୍ର
Read More...

ବିଷ୍ଣୁ ଭୋଇଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁନିମୁଣ୍ଡା ଠାରେ ଶିକ୍ଷକ ବିଷ୍ଣୁ ଭୋଇଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପ୍ରଧାନ ଶିକ୍ଷକ ଖୁସିରାମ କଏଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ
Read More...

ମୁରିବାହାଲରେ ମାହେଶ୍ୱରୀ ସେନା ଏବଂ ବଜରଙ୍ଗ ଦଳ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ : ୩୫ ୟୁନିଟ୍ ରକ୍ତ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ମୁଖ୍ୟାଳୟ ସ୍ଥିତ ଜଙ୍ଗଲ ବିଭାଗ ଡାକବଙ୍ଗଳା ଠାରେ ଶନିବାର ମାଁ ମାହେଶ୍ୱରୀ ସେନା ଏବଂ ବଜରଙ୍ଗ ଦଳ ମୁରିବାହାଲ ପ୍ରଖଣ୍ଡ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ମୁରିବାହାଲ ବ୍ଲକ
Read More...

ଜୁନିୟର ଇନ୍‌ଟ୍ରା କ୍ଲବ ଡିସେମ୍ବର ୨୨ରୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଓଡିଶା କ୍ରିକେଟ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ତରଫରୁ ହେବାକୁ ଥିବା ଜୁନିୟର ଇନ୍‌ଟ୍ରା କ୍ଲବ ଡିସେମ୍ବର ୨୨ରୁ ହେବ ବୋଲି କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ ସୂଚନା ଦେଇଛନ୍ତି । ଜୁନିୟର ଇନଟ୍ରା କ୍ଲବରେ
Read More...

ବଲାଙ୍ଗିର ଲୋକ ଉତ୍ସବ ପାଳନର ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେବାଳୟ ସୁରକ୍ଷା କମିଟିର ଆବାହକ ଜୟକୃଷ୍ଣ ମିଶ୍ର, ଅଧ୍ୟାପକ ତଥା ସଂସ୍କୃତି ବିଶାରଦ ସୁରେଶ ଷଢଙ୍ଗୀ ଓ ସଂପାଦକ ପ୍ରଶାନ୍ତ ମହାକୁରଙ୍କ ତିନି ଜଣିଆ ଦଳ ଜିଲ୍ଲାପାଳଙ୍କୁ ଦେଖାକରି ଲୋକ ଉତ୍ସବ ତଥା ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଗୌରବ
Read More...