shyamal
Daily Archives

ମାଲକାନଗିରିରେ ଝାଡ଼ାବାନ୍ତି : ୫୦ ଆକ୍ରାନ୍ତ

ମାଲକାନଗିରି : ଜିଲ୍ଲାରେ କାୟା ମେଲାଉଛି ଝାଡ଼ାବାନ୍ତି । ଗତ ସପ୍ତାହକ ମଧ୍ୟରେ ୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଥିରୁ କିଛି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫ରୁ ଅଧିକ ଏବେବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଗତ
Read More...

ମହିଳା ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ମନୁ ଭାକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ମହିଳା ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଥିବା ମନୁ ଭାକରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି : ‘ଏକ ଐତିହାସିକ ପଦକ!
Read More...

ପୋଷଣ ଦିବସ ଓ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଶିକ୍ଷା ଶପଥ ସପ୍ତାହ ପାଳନ ଅବସରରେ ୬ଷ୍ଠ ଦିନରେ 'ମା' ପାଇଁ ଗଛଟିଏ ଓ ପୋଷଣ ଦିବସ' କାର୍ଯ୍ୟକ୍ରମ ଡେଲାଙ୍ଗ ବ୍ଲକର ବେଲପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିନିମନ୍ତେ ଆୟୋଜିତ ସଭାରେ
Read More...

ଲାଠୋର ପୋଲିସର ସଫଳତା, ୧୩ କ୍ୱିଣ୍ଟାଲ ୧୯ କେଜି ଗଞ୍ଜେଇ ଜବତ ଯାହାର ଆନୁମାନିକ ମୂଲ୍ୟ ୮୦ ଲକ୍ଷ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦିନକୁ ଦିନ ଲାଠୋର ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ବଢ଼ିବାରେ ଲାଗିଛି । ପୋଲିସ ବିଭାଗର ଏଥିପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ଆଜି ଲାଠୋର ପୋଲିସ ଲାଠୋରରୁ ଖରିଆର ରୋଡ଼ ରାସ୍ତାରେ ଥିବା ମସିଣା ଛକ ଠାରୁ ୧୩ କ୍ୱିଣ୍ଟାଲ. ୧୯ କେ.ଜି ଗଞ୍ଜେଇ ଜବତ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ନୂଆଦିଲ୍ଲୀ, (ପିଆଇବି) : ମୋର ପ୍ରିୟ ଦେଶବାସୀଗଣ, ‘ମନ୍ କି ବାତ୍’ରେ ଆପଣଙ୍କୁ ସ୍ୱାଗତ, ଅଭିନନ୍ଦନ । ଏବେ ସମଗ୍ର ବିଶ୍ୱରେ ପ୍ୟାରିସ୍ ଅଲମ୍ପିକ୍ସ ଚର୍ଚ୍ଚାରେ ରହିଛି । ଅଲମ୍ପିକ୍ସ ଆମ ଖେଳାଳିମାନଙ୍କୁ ବିଶ୍ୱସ୍ତରରେ ତ୍ରିରଙ୍ଗା ଉଡ଼ାଇବାର ସୁଯୋଗ ଦେଇଥାଏ, ଦେଶ ପାଇଁ କିଛି କରିବାର ସୁଯୋଗ
Read More...

ଏସ୍‌ଏସ୍‌ସିଟିଆଇ ଓ ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ପକ୍ଷରୁ ବିଲେଇସର୍ଡାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଏସ୍‌ଏସ୍‌ସିଟିଆଇ ଓ ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ପକ୍ଷରୁ ଚାରା ବଣ୍ଟନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ବିଲେଇସର୍ଡା ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ଏସ୍‌ଏସ୍‌ସିଟିଆଇ ଅନୁଷ୍ଠାନର ପରିଚାଳକ ଶମ୍ଭୁ ସାହୁ ଓ ଜଙ୍ଗଲ ଜୀବନ
Read More...

ନବଜାତ ଶିଶୁର ଗଳାକାଟି ହତ୍ୟା କଲା ନିଜ ମାଁ

ନୂଆଦିଲ୍ଲୀ : ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ନବଜାତକୁ ଗଳାକାଟି ହତ୍ୟା ନିଜ ମା' । ପୁଲିସ ନବଜାତ ଶିଶୁର ହତ୍ୟା କରିଥିବା ହତ୍ୟାକାରୀ ମା’କୁ ଗିରଫ କରିଛି । ଏହି ଘଟଣା ରାଜଧାନୀର ମୁଣ୍ଡକାର ଟିକରିର ବାବା ହରିଦାସ କଲୋନିରେ ଘଟିଛି । ଏଠାରେ ବସବାସ କରୁଥିବା ଦମ୍ପତିଙ୍କର ନିକଟରେ ଏକ କନ୍ୟା
Read More...

ରାଜ୍ୟରେ ପ୍ରବଳ ବର୍ଷା : ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ୩୧ ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ନେଇ ସତର୍କତା ଜାରି କଲେ ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ । ଏହାର ପ୍ରଭାବରେ ଅଗଷ୍ଟ ୩ ଯାଏଁ ଉତ୍ତର, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟାରେ ୬
Read More...

ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ : ୧୨ ମୃତ, ୬ ଆହତ

ନୂଆଦିଲ୍ଲୀ : ଚୀନ୍‌ରେ ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ ପରିସ୍ଥିତି ଉପୁଜିଛି । ଏହି ଭୂସ୍ଖଳନରେ ଗୋଟିଏ ପରିବାରର ୧୮ ଜଣ ଲୋକ ମାଟି ତଳେ ପୋତି ହୋଇଯାଇଛନ୍ତି । ସେଥିମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୬ଜଣ ଆହତ ହୋଇଛନ୍ତି । ସୂଚନାନୁସାରେ, ମଧ୍ୟ ଚୀନ୍‌ର ହେଙ୍ଗୟାଙ୍ଗ ସହରର
Read More...

ନଦୀରେ ବୁଡ଼ି କାଉଡିଆ ମୃତ

ଯାଜପୁର : ନଦୀରେ ବୁଡ଼ି ଜଣେ କାଉଡିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାଜପୁର ବୈତରଣୀ ନଦୀର ବଲ୍ଲଭିଘାଟ ନିକଟରେ ରବିବାର କାଉଡ଼ିଆମାନେ ପାଣି ଉଠାଇବା ପାଇଁ ଯାଇଥିଲେ । ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ପୁରୁଷୋତ୍ତମପୁର ଅଞ୍ଚଳର ଦେବେନ୍ଦ୍ର ସାମଲଙ୍କ ପୁଅ ପ୍ରଶାନ୍ତ କୁମାର
Read More...