shyamal
Daily Archives

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡ୍‌କ୍ରସ୍‌ ଓ ଏନ୍. ଏସ୍. ଏସ୍.ର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ
Read More...

ଘୋଷଯାତ୍ରା ଲୋକ ମହୋତ୍ସବ ଉଦ୍‌ଯାପିତ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ପବିତ୍ର ବାହୁଡା଼ଯାତ୍ରା ଅବସରରେ ବଡ଼ ଦାଣ୍ଡ, ପୁରୀ ଠାରେ ୪୯ ତମ କାର୍ଯ୍ୟକ୍ରମ 'ଘୋଷଯାତ୍ରା ଲୋକ ମହୋତ୍ସବ ୨୦୨୪' ଉଦ୍‌ଯାପିତ ହୋଇଯାଇଛି । ଆଧ୍ୟାତ୍ମିକ ସାହିତ୍ୟ ଏବଂ ଜଗନ୍ନାଥ ସଂସ୍କୃତିକୁ ବିଶ୍ଵରେ ପ୍ରଚାର କରିବା ପାଇଁ
Read More...

ଗଞ୍ଜାମରେ ଝାଡ଼ାବାନ୍ତି ଆତଙ୍କ : ୨ ମୃତ, ୨୫ ଆକ୍ରାନ୍ତ

ଗଞ୍ଜାମ : ବର୍ଷା ଦିନ ଆସୁ ଆସୁ ସାରା ରାଜ୍ୟରେ କାୟା ବିସ୍ତାର କଲାଣି ଝାଡାବାନ୍ତି । ଅପରିଷ୍କାର ପାଣି ନେବାରେ ଲାଗିଛି ଗୋଟେ ପରେ ଗୋଟେ ଜୀବନ । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଗତ ଗୋଟେ ସପ୍ତାହ ମଧ୍ୟରେ ଗାଁରେ ପ୍ରାୟ ୨୫ରୁ
Read More...

ଆଜି ରାଜ୍ୟରେ ପ୍ରବଳ ବର୍ଷା : ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆହୁରି ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ । ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ
Read More...

ଦୁଇ ମାଲବାହୀ ଟ୍ରକ୍‌ ମୁହାଁମୁହିଁ ଧକ୍କା

କୋରାପୁଟ : କୋରାପୁଟ ଜିଲ୍ଲା ଡୁମୁରିପୁଟ ଠାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଦୁଇ ମାଲବାହୀ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାଫଳରେ ମାଲବାହୀ ଟ୍ରକ୍‌ ରାସ୍ତାରେ ଓଲଟିଛି । ଏଣେ ସେମିଳିଗୁଡ଼ା-କୋରାପୁଟ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି । ତେବେ
Read More...

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ସୋର : ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଚିଞ୍ଚିଡା ସିଂହ ସାହି ଗ୍ରାମରେ । ଔପଦା ଥାନା ଅଧିକାରୀ ସଦଳବଳେ ପହଞ୍ଚି ଆସାମୀକୁ ଅଟକ ରଖିବା ସହ ତଦନ୍ତ ଜାରି ରହିଛି । ସୂଚନାରୁ ପ୍ରକାଶ ପାଣ୍ଡୁ ସିଂ (୫୦)
Read More...

କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ସପ୍ତମ ଏନ୍‌ସିଓଆରଡି…

ମାନସରେ ଏକ ଟୋଲ୍ ଫ୍ରି ନମ୍ବର ୧୯୩୩, ଏକ ୱେବ୍ ପୋର୍ଟାଲ, ଏକ ମୋବାଇଲ୍ ଆପ୍ ଏବଂ ଉମଙ୍ଗ ଆପ୍ ରହିବ ଯାହା ଦ୍ୱାରା ଦେଶର ନାଗରିକମାନେ ନିଶାମୁକ୍ତି ଏବଂ ଥଇଥାନ ଉପରେ ମାର୍ଗଦର୍ଶନ ଗ୍ରହଣ, ନିଶା କାରବାର ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ଏନ୍‌ସିବି ୨୪ଙ୍ଘ୭ ସହ ବେନାମୀ ଭାବେ ଯୋଗାଯୋଗ
Read More...

ୱିଙ୍ଗସ୍ ଟୁ ଆୱାର ହୋପ୍ସ – ଭାଗ ୧, ରାଷ୍ଟ୍ରପତି ଭବନ : ହେରିଟେଜ୍ ମିଟ୍ସ ଦି ପ୍ରେଜେଣ୍ଟ ଏବଂ କାହାନୀ…

ଏହି ପୁସ୍ତକଗୁଡ଼ିକ ଦେଶବାସୀଙ୍କ ପ୍ରତି ରାଷ୍ଟ୍ରପତି ମୁର୍ମୁଙ୍କ ସହାନୁଭୂତିର ଏକ ପ୍ରଭାବଶାଳୀ ଅଭିବ୍ୟକ୍ତି, ଆମ ଗଣତନ୍ତ୍ର ପାଇଁ ଏକ ଅମୂଲ୍ୟ ସମ୍ପଦ : ଶ୍ରୀ ଚୌହାନଏହି ପୁସ୍ତକଗୁଡ଼ିକ ଆଗାମୀ ପିଢ଼ି ପାଇଁ ଏକ ସଂକଳନ ଭାବେ କାମ କରିବ : କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍ ମୁରୁଗାନ୍‌
Read More...

ସହରରେ ମହୁମାଛି ପାଳନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହୁମାଛି ପ୍ରାକୃତିକ ପରିସଂସ୍ଥାରେ ପରାଗରେଣୁ ବହନକାରୀ ଭାବରେ ଗୁରୁତ୍ଵ ବହନ କରନ୍ତି, କିନ୍ତୁ ପ୍ରାକୃତିକ ଜଙ୍ଗଲ ଅପସାରଣ ଓ ପରିବେଶ ପ୍ରଦୂଷଣ ହେତୁ ଅନେକ ସ୍ଥାନରେ ସେମାନେ ବିପଦ ସଙ୍କୁଳ ଅବସ୍ଥାରେ ଅଛନ୍ତି । ପ୍ରକୃତି ବକ୍ଷରେ ଅନେକ ପ୍ରକାରର
Read More...

ଝିଅଙ୍କ କପାଳରେ ଛୁଞ୍ଚି ପୁରାଇ ଦେଇଛି ଗୁଣିଆଁ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଆଜି ସାମ୍ନାକୁ ଆସିଛି ଏକ ବିଚିତ୍ର ଘଟଣା । ବଲାଙ୍ଗିରରେ ପୁଣି ଅନ୍ଧବିଶ୍ୱାସର କୁପରିଣତି ସାମ୍ନାକୁ ଆସିୁଛି । ସୁସ୍ଥ ହେବାକୁ ଗୁଣିଆଁ ପାଖକୁ ଯାଇ ଜଣେ ଯୁବତୀ ଗୁରୁତର ହୋଇପଡ଼ିଛନ୍ତି । ୧୯ ବର୍ଷିଆ ଜଣେ ଝିଅଙ୍କ କପାଳରେ ଛୁଞ୍ଚି ପୁରାଇ ଦେଇଛି ଗୁଣିଆଁ
Read More...