Daily Archives

ବିଶ୍ୱ ରକ୍ତଦାନ ଦିବସ ଉପଲକ୍ଷେ ରକ୍ତଦାନ କଲେ ଯୁବ ସମାଜସେବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱ ରକ୍ତଦାନ ଦିବସ ଉପଲକ୍ଷେ ବଲାଙ୍ଗିର ମାଟିର ପ୍ରମୁଖ ରକ୍ତ ସଚେତକ ମାଁ ମାହେଶ୍ୱରୀ ସେନାର ବୀର ସୁରେଶ କମ୍ପ ଯାଜ୍ଞସିନୀ ନାଏକଙ୍କୁ ଜରୁରିକାଳୀନ ରକ୍ତଦାନ କରିଛନ୍ତି । ୩୪ ଥର ରକ୍ତଦାନ କରି ଯୁବ ପିଢିର ଉତ୍ସାହ ବଢାଇଛନ୍ତି । ଏହି ଅବସରରେ ତାଙ୍କୁ
Read More...

ବିଶ୍ୱ ରକ୍ତଦାତା ଦିବସ ପାଳିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଜୁ ପଟ୍ଟନାୟକ ରେଡ୍‌କ୍ରସ୍‌ ରକ୍ତ ଭଣ୍ଡାର ଦ୍ୱାରା ଶୁକ୍ରବାର ଦିନ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏହା ସ୍ଥାନୀୟ ସରକାରୀ ଡାକ୍ତରଖାନା ସ୍ଥିତ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାତା ଦିବସ
Read More...

ରାଇରଙ୍ଗପୁରରେ ରଜ ପର୍ବ ମହାଆଡମ୍ବର ସହକାରେ ପାଳିତ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁର ସହରରେ ବିଶେଷ କରି ବାଳିକାମାନଙ୍କର ପର୍ବ ରଜ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଆଉ ଦେଖାଯାଉନାହିଁ, ପୂର୍ବ ପରି ଗଛରେ ବାଉଁଶ ସାହାଯ୍ୟରେ ମଞ୍ଚା କରି ଝିଅ ପିଲାମାନଙ୍କର ଦୋଳି ଖେଳ, ଏବେ
Read More...

ଗ୍ରୀଷ୍ମକାଳୀନ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ବ୍ଲକ ଅନ୍ତର୍ଗତ ତେଜଙ୍ଗ କ୍ଲଷ୍ଟରର ସରକାରୀ ଉଚ୍ଚ ବିଦ୍ୟାଳୟ, ରକ୍ସା ଠାରେ ଏକ କ୍ଲଷ୍ଟର ସ୍ତରୀୟ ଗ୍ରୀଷ୍ମକାଳୀନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ ତଥା
Read More...

ଖୋ-ଖୋ ଓ ହକି ସବ୍‌ଜୁନିୟର ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟାଉନ ହାଇସ୍କୁଲ ବଲାଙ୍ଗିର ପ୍ରାଙ୍ଗଣରେ ଅନୁଷ୍ଠିତ ଖୋ-ଖୋ ଓ ହକି ସବ୍‌ଜୁନିୟର ପ୍ରଶିକ୍ଷଣ ଶିବିରର ଉଦ୍‌ଯାପନୀ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ଟାଉନ ବାଳିକା ବିଦ୍ୟାଳୟ ବଲାଙ୍ଗିରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜୁଏଲ ଓରାମ

ସମଗ୍ର ଦେଶରେ ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମନ୍ତ୍ରଣାଳୟ ସମସ୍ତ ପଦକ୍ଷେପ ଗ୍ରହଣ କରିବ : ଜୁଏଲ ଓରାମ ନୂଆଦିଲ୍ଲୀ, (ପିଆଇବି) : ଜୁଏଲ ଓରାମ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ମନ୍ତ୍ରୀଙ୍କୁ ଆଦିବାସୀ
Read More...

ଜି-୭ ଶିଖର ସମ୍ମିଳନୀ ଅବସରରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ଗଣତନ୍ତ୍ରର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଆଜି ଇଟାଲୀର ଆପୁଲିଆଠାରେ ଜି-୭ ଶିଖର ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକ କରିଥିଲେ । କ୍ରମାଗତ ତୃତୀୟ ଥର ପାଇଁ କାର୍ଯ୍ୟଭାର ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି
Read More...

ବରିଷ୍ଠ ଶିକ୍ଷକ ପ୍ରତାପ ବିଶୋଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତ ଅଧୀନ ଗଉଡକେରା ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରତାପ ବିଶୋଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍ ନିରଞ୍ଜନ ସାହୁଙ୍କ ସଭାପତିତ୍ୱରେ
Read More...

କରାଟେ ଓ ଟାଇକଣ୍ଡୋ ସଂଘର ସମର କ୍ୟାମ୍ପ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ଓ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ମିଳିତ ଉଦ୍ୟମରେ ପି.ପି. ଏକାଡେମୀରେ ଚାଲିଥିବା ସମର କ୍ୟାମ୍ପ ଆଜି ଉଦ୍‌ଯାପିତ ହୋଇଯାଇଛି । କରାଟେ ତଥା ଟାଇକଣ୍ଡୋ କୋଚ୍‌ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ
Read More...

ଦିବଙ୍ଗତ ଶିକ୍ଷକ ଚନ୍ଦ୍ରଶେଖର ଧାଉଡିଆଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ମୃତି ଚାରଣ ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବାସ୍ତବରେ ସାଥୀ କେବେ ସାଥୀକୁ ଭୁଲିପାରେ ନାହିଁ । ସେହିପରି ସଦ୍‌ଗୁରୁ ମଧ୍ୟ ଛାତ୍ରର ଦୁଃଖ କେବେ ସହ୍ୟ କରିପାରନ୍ତି ନାହିଁ । ଏକଥା ଗଡମୋଟରୀ ନୋଡାଲ ସ୍କୁଲ୍‌ର ଦିବମ୍‌ଗତ ଆଦର୍ଶ ଶିକ୍ଷକ ଚନ୍ଦ୍ରଶେଖର ଧାଉଡିଆ (ଶିକେରା ସାର୍)ଙ୍କ ପ୍ରଥମ ଶ୍ରାଦ୍ଧ
Read More...