Daily Archives

ବିଶ୍ୱ ପରିବେଶ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ୍‌ ଓ ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପିପି ଏକାଡେମୀ ହାଇସ୍କୁଲ କନ୍‌ଫରେନ୍ସ ହଲ୍‌ ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲା ଫରେଷ୍ଟ ଡିଭିଜିନାଲ୍‌ ଅଫିସର ସୁଦର୍ଶନ
Read More...

ସର୍ବ ଭାରତୀୟ ଜୁନିୟର କିକ୍‌ ବକ୍ସିଂରେ ଭାଗ ନେବେ ବଲାଙ୍ଗିରର ୫ ପ୍ରତିଯୋଗୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶେଖର କିକ୍‌ ବକ୍ସିଂ ଏକାଡେମୀ ବଲାଙ୍ଗିରରୁ ୫ ଜଣ ଖେଳାଳିଙ୍କୁ ଜାତୀୟ ଯୁନିୟର ଚମ୍ପିୟନ୍‌ସିପ୍‌ରେ ମନୋନିତ କରାଯାଇଛି । ଶେଖର କିକ୍‌ ବକ୍ସିଂ ଏକାଡେମୀର ସଭାପତି ହୃଦୟ ଶବର, ସମ୍ପାଦକ ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠ ଓ ପ୍ରଶିକ୍ଷକ କାଳିଆ ନାହାକଙ୍କ
Read More...

ଧୁମ୍‌ଧାମ୍‌ରେ ପାଳିତ ହେଲା ସାବିତ୍ରୀ ବ୍ରତ

ରାଉରକେଲା, (ସସ୍ମିତା ପ୍ରଧାନ) : ସଧବା ନାରୀମାନଙ୍କ ଦ୍ଵାରା ପାଳିତ ହେଉଥିବା ବ୍ରତଗୁଡିକ ମଧ୍ୟରୁ ସାବିତ୍ରୀ ବ୍ରତ ଏକ ଶ୍ରେଷ୍ଠ ବ୍ରତ । ସତୀ ପ୍ରତିବ୍ରତା ସାବିତ୍ରୀଙ୍କ ସ୍ମରଣ ସାଙ୍ଗକୁ ତାଙ୍କ ପନ୍ଥା ଅନୁସରଣ ହେଉଛି ସାବିତ୍ରୀ ବ୍ରତ ପାଳନର ମୂଳଲକ୍ଷ୍ୟ । ସାବିତ୍ରୀ ବ୍ରତ ପାଳନ କରି
Read More...

ଦ ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦି ମିରର୍‌ ଫାଉଣ୍ଡେସନ୍‌ ତରଫରୁ ସେକ୍ଟର ୮ରେ ଥିବା ଅନାଥାଶ୍ରମ ଆଶାର ଆଲୋକ ଠାରେ ଅନ୍ତେବାସୀ ମାନଙ୍କୁ ଜଳଖିଆ, ଖାଦ୍ୟ, ବସ୍ତ୍ର ଓ ୱକର୍‌ (ଚାଲିବା ପାଇଁ ଅବଲମ୍ବନ) ଆଦି ବଣ୍ଟନ କରାଯାଇଥିଲା । ସାମାଜିକ ପ୍ରତିବଦ୍ଧତାକୁ ଗୁରୁତ୍ୱ
Read More...

ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ପାଳିତ ହେଉଛି ସାବିତ୍ରୀ ବ୍ରତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆଜି ଜ୍ୟେଷ୍ଠ ମାସ ଅମାବାସ୍ୟା । ଓଡିଶାର ପୁରପଲ୍ଲୀରେ ସଧବା ନାରୀମାନେ ଭକ୍ତି ଓ ନିଷ୍ଠାର ସହିତ ପାଳନ କରୁଛନ୍ତି ସାବିତ୍ରୀ ବ୍ରତ । ସେହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ମଧ୍ୟ ସଧବା ନାରୀମାନେ ଗୃହ, ମନ୍ଦିର ତଥା ସାହି ଗୁଢି ମାନଙ୍କରେ ଏହି
Read More...

ରାଷ୍ଟ୍ର କଲ୍ୟାଣ ନିମନ୍ତେ ବୌଦ୍ଧ ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ଜଳାଭିଷେକ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଦେଶରେ ସାଧାରଣ ନିର୍ବାଚନ ସରିବା ପରେ ସୁଶାସନ ଓ ରାଷ୍ଟ୍ରହିତ ଉଦ୍ଦେଶ୍ୟରେ ବାବା ଶ୍ରୀଚନ୍ଦ୍ରଚୁଡ ମନ୍ଦିରରେ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ସମସ୍ତ ସଦସ୍ୟ ମିଳିତ ଭାବେ ମହାନଦୀରୁ ୧୦୮ କଳସ ଜଳ ଆଣିଥିଲେ । ପଣ୍ଡିତ ରଣଜିତ୍
Read More...

ସାବିତ୍ରୀ ବ୍ରତ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବରଗଡ ଜିଲ୍ଲା ପାଇକମାଲ ଅଂଚଳରେ ଗାଁ ଗାଁ ରେ ସାବିତ୍ରୀ ବ୍ରତ ପାଳନ ହୋଇଯାଇଛି । ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ମନ୍ଦିର ନିକଟସ୍ଥ ଜର୍ଜଗଡ଼ ଗ୍ରାମରେ ଏହି ପର୍ବ ପାଳନ ହୁଏ ଟିକିଏ
Read More...

ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ : ଦୁଇ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ଡ଼ାବୁଲକିଆ ଗ୍ରାମରୁ ଗୁରୁବାର ମଧ୍ୟାହ୍ନରେ ଏକ ବାଇକ୍‌ରେ ତିନି ଜଣ ଯୁବକ ବାଟାଗୁଡା ଗ୍ରାମକୁ ଘରୋଇ ସାମଗ୍ରୀ କିଣିବାକୁ ଆସିବା ବେଳେ ଗୋପାଳପୁର-ରାୟପୁର ୫୯ ନଂ. ଜାତୀୟ
Read More...

ବଲାଙ୍ଗିର ରାଧାରାଣୀପଡ଼ାରେ ସାବିତ୍ରୀ ବ୍ରତ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ସାବିତ୍ରୀ ବ୍ରତ । ହିନ୍ଦୁ ଧର୍ମରେ ସଧବା ମହିଳାମାନେ ଖୁବ୍‌ ଉଲ୍ଲାସର ସହ ସାରା ଓଡ଼ିଶାରେ ଏହି ବ୍ରତ ରଖୁଥିବା ବେଳେ ଏହି କ୍ରମରେ ବଲାଙ୍ଗିର ସହରରେ ମଧ୍ୟ ଘରେ ଘରେ ପାଳିତ ହେଉଛି ସାବିତ୍ରୀ ବ୍ରତ । ବଲାଙ୍ଗିର ରାଧାରାଣୀପଡ଼ା ସ୍ଥିତ
Read More...

ସାଂସଦ ପ୍ରଦୀପ ପୁରୋହିତଙ୍କୁ ପାଇକମାଲ ଲାୟନ୍ସ କ୍ଲବ ତରଫରୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଧାରଣ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିବା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ନୃସିଂହନାଥ ନିକଟସ୍ଥ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଯାଇ ବଂହିକନ୍ୟା ତଥା ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରୀଙ୍କ ପ୍ରତିମୂର୍ତ୍ତିରେ
Read More...