Daily Archives

ଶିଶୁ ବିକାଶ କେନ୍ଦ୍ରରେ ବିଶ୍ୱ ଶିଶୁ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶିଶୁ ବିକାଶ କେନ୍ଦ୍ର ତରଫରୁ ଟିକ୍ରାପଡା ରାମ ମନ୍ଦିର ଠାରେ ଅନୁଷ୍ଠାନର ଉପଦେଷ୍ଟା ବିଶିଷ୍ଟ ଆଇନଜୀବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ
Read More...

ଟିଟିଲାଗଡରେ ୨୪ତମ ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ହାଟପଦା ପଡ଼ା ପ୍ରହରୀ ମଣ୍ଡପ ଠାରେ ୨୪ତମ ଶୀତଳ ଷଷ୍ଠୀ ପାଇଁ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷ ପାଇଁ କନ୍ୟା
Read More...

ମିକ୍‌ଚର୍‌ ମେସିନ ଓଲଟି ଶ୍ରମିକ ମୃତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଠାରେ ରବିବାର ଅପରାହ୍ନରେ ଏକ ମିକ୍‌ଚର୍‌ ମେସିନ ଓଲଟି ଜନୈକ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁସାରେ କନ୍ଧମାଳ ଜିଲ୍ଲା ରାଣୀପଥର ଠାରୁ ଖଜୁରିପଡା ପର୍ଯ୍ୟନ୍ତ ପାହାଡ଼ କାଟି ଏକ ରାସ୍ତା ନିର୍ମାଣ ଚାଲିଛି ।
Read More...

ବାଲିଗୁଡା ଓ ଜି.ଉଦୟଗିରି ବିଧାନସଭା : ଆଉ ଦିନକ ପରେ ଗଣତି, ବଢୁଛି ହୃଦସ୍ପନ୍ଦନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ସମେତ ସାରା ଦେଶରେ ଏଥର ସାଧାରଣ ନିର୍ବାଚନ ସକାଶେ ଭୋଟ ଗ୍ରହଣ ସରିଛି । ଆଉ ଦିନକ ବିରତି ପରେ ମଙ୍ଗଳବାର ଗଣତି ତାରିଖ । ଆଉ ଏନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢି ଚାଲିଛି । ଭୋଟ୍ ଦେଇଥିବା ମତଦାତା ବେଶ ନିରବତା ଅବଲମ୍ବନ କରୁଥିବା
Read More...

ବିଦ୍ୟୁତ କର୍ମଚାରୀଙ୍କ ଅବହେଳାରୁ ପୋଡିଲା ଟ୍ରାନ୍ସଫର୍ମର : ଗ୍ରାମବାସୀ ଅନ୍ଧାରରେ, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ବରଗଡ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀରୁ ୫୦ ଡିଗ୍ରୀ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ତା'ର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଳାସପୁର ଗ୍ରାମରେ । ଟାଟା
Read More...

ନଡ଼ିଆ ଗଛ ପଡ଼ି ୨ ମୃତ, ୧ ଗୁରୁତର

ନିମାପଡ଼ା : ବନ୍ଧୁ ଘରକୁ ଯାଇ ଖୁସିରେ ଫେରୁଥିବେ ବେଳେ ବାଟରେ ଜଗିଥିଲା ଯମ । ସ୍କୁଟିରେ ଆସୁଥିବାବେଳେ ଉପରେ ପଡ଼ିଗଲା ନଡ଼ିଆ ଗଛ । ଘଟଣାସ୍ଥଳରେ ଚାଲିଗଲା ୨ ଯୁବକଙ୍କ ଜୀବନ । ଆଉଜଣେ ଗୁରୁତର । ଦୁଇ ମୃତକ ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ରଟିଲୋ ଗାଁର ବୋଲି ଜଣାପଡ଼ିଛି । ଦୁଇ ମୃତକ ହେଲେ
Read More...

ବିଦ୍ୟୁତ ମରାମତି କାମ ବେଳେ ଅଘଟଣ : ଠିକା କାମ କରୁଥିବା ଲାଇନ୍‌ମେନ୍‌ଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟୁତ ମରାମତି କାମ ବେଳେ ଅଘଟଣ ଘଟି ଜଣେ ଠିକା କାମ କରୁଥିବା ଲାଇନ୍‌ମେନ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ବଲାଙ୍ଗିର ରୁଗୁଡ଼ିପଡ଼ାରୁ ଫ୍ୟୁଜ୍‌ କଲ୍‌ ପାଇ ମରାମତି ପାଇଁ ମେହେରମୁଣ୍ଡା ନିବାସୀ ଠିକା ଶ୍ରମିକ ଅନୁପ
Read More...

ବିଜେପି ନେତା ବିଜୟ ମେହେରେଙ୍କୁ ଯାଦବ ନେତା କୁନା ଭାଟି ଅଶାଳୀନ ମନ୍ତବ୍ୟ ଦେବା ସହ ମୁହଁରେ ଫିଙ୍ଗିଲେ ଗରମ ଚା’…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସକାଳ ପ୍ରାୟ ୭.୩୦ଟାରେ ଟିଟିଲାଗଡ଼ର ଜଣାଶୁଣା ଯୁବ ସମାଜସେବୀ ଓ ବିଜେପିର ଯୁବନେତା ବିଜୟ ମେହେର ନିଜ ସାଙ୍ଗ ମାନଙ୍କ ସହ ସ୍ଥାନୀୟ ମେଦିରତ୍ତା ପେଟ୍ରୋଲ ପମ୍ପ ଠାରେ ଚା' ଖଟିରେ ବସିଥିଲେ । ଏହି ସମୟରେ ଟିଟିଲାଗଡ଼ ଟାଉନ ଯାଦବ ସଂଘ ସଭାପତି
Read More...

କେଜିଏନ୍ ସୋସାଇଟି ତରଫରୁ ଉଠା ଦୋକାନ ପୋଡି କ୍ଷତିଗ୍ରସ୍ତଙ୍କ ଭିତରୁ କିଛି ଦୋକାନୀଙ୍କୁ ସହାୟତା ରାଶି ପ୍ରଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କିଛି ଦିନ ପୂର୍ବେ ଟିଟିଲାଗଡ଼ ଥାନା ସମ୍ମୁଖରେ ଥିବା ଉଠା ଦୋକାନ ପୋଡି ଘଟଣା ଅଞ୍ଚଳରେ ଚହଳ ପକାଇଥିଲା । ତେବେ ସେହି ଉଠା ଦୋକାନୀ ମାନଙ୍କର ବହୁତ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିଲା । ଏହାକୁ ହୃନ୍ଦୟଙ୍ଗମ କରି ଟିଟିଲାଗଡ଼ କେଜିଏନ୍ ସମାଜ
Read More...

ସୁରୁଖୁରୁରେ ଭୋଟ ଗଣତି ପାଇଁ ସାମ୍ବାଦିକଙ୍କ ସହଯୋଗ ଲୋଡିଲା ପ୍ରଶାସନ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧର ଦୁଇଟି ନିର୍ବାଚନ ମଣ୍ଡଳୀ ଗୋଟିଏ ବୌଦ୍ଧ ନିର୍ବାଚନ ମଣ୍ଡଳୀ (୮୬) ଅନ୍ୟଟି କଣ୍ଟାମାଳ ନିର୍ବାଚନ ମଣ୍ଡଳୀ(୮୫), ଦୁଇଟି ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଆସନ୍ତା ୪ ତାରିଖରେ ସ୍ଥାନୀୟ ପଂଚାୟତ ମହାବିଦ୍ୟାଳୟରେ ହେବାକୁ ଥିବାରୁ କଣ୍ଟାମାଳ ନିର୍ବାଚନ
Read More...