Monthly Archives

May 2024

ଚିକିନିବାହାଲି ଗ୍ରାମରେ ସାପ କାମୁଡ଼ାରେ ଏକ ମାଈ ଛେଳିର ମୃତ୍ୟୁ : ଜନ୍ମିତ ଦୁଇ ଛୁଆ ମାଁ ଛେଉଣ୍ଡ, ସରକାରୀ ସହାୟତା…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଚିକିନିବାହାଲି ଗ୍ରାମରେ ସାପ କାମୁଡ଼ାରେ ଏକ ମାଈ ଛେଳିର ମୃତ୍ୟୁ ଘଟିଥିବା ବେଳେ ଛେଳିର ଜନ୍ମିତ ଦୁଇ ଛୋଟ ଛୁଆ ଏବେ ମାଁ ଛେଉଣ୍ଡ ହୋଇଯିବା ଭଳି ଏକ ଦୁଃଖଦ ଘଟଣା ଘଟିଛି । ଗ୍ରାମର ନିରୀହ
Read More...

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନାକ୍ ସମ୍ବନ୍ଧୀୟ ପାଠଚକ୍ର ସଂଗଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଆଇ. କ୍ୟୁ. ଏ. ସି. ଆନୁକୂଲ୍ୟରେ ନାକ୍ ସମ୍ବନ୍ଧୀୟ ପାଠଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଗତ ୪ ତାରିଖରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ
Read More...

ସାଲେପୁରରୁ ନାମାଙ୍କନ ଦାଖଲ କଲେ ଅରିନ୍ଦମ

କଟକ : ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ କଟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ସେ କଟକର ଚଣ୍ଡୀମନ୍ଦିର
Read More...

ଯୁବ କୁଲୁତା ସମାଜ ତରଫରୁ ଓଆର୍‌ଏସ୍‌ ଓ ଥଣ୍ଡା ପାଣି ବଣ୍ଟନ କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଆଜି ଭୀମଭୋଇ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ପରିସରରେ ଓଆର୍‌ଏସ୍‌ ଓ ଥଣ୍ଡା ପାଣି ବଣ୍ଟନ କେନ୍ଦ୍ରର ଉଦ୍‌ଘାଟନ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ
Read More...

ଚାଲ ଦେଖିବା ବିଧାୟକଙ୍କ ଗାଁ ହୀରାପୁର : ସଡକ, ପାଣି ଓ ବିଜୁଳି ଯେଉଁଠି ସାତ ସପନ

ଜୟପାଟଣା, (ଶେଷଦେବ ବେହେରା) : ନିର୍ବାଚନୀ ଉଷ୍ମତା ବଢ଼ି ଚାଲିଥିବା ବେଳେ ଏବେ ଭୋଟରଙ୍କ ମଧ୍ୟରେ ବି ତାତି ବଢ଼ିବାରେ ଲାଗିଛି । ମୌଳିକ ଅଧିକାର ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରି ଆସିଥିବା ମଣିଷମାନେ ଏବେ କଣ୍ଠ ସ୍ୱରକୁ ତୀକ୍ଷ୍ଣ କରିବାରେ ଲାଗିଲେଣି । ବର୍ଷ ବର୍ଷ ଧରି ନିର୍ବାସିତ
Read More...

ବିଶ୍ୱ ରେଡ୍‌କ୍ରସ୍‌ ଦିବସ ପାଳିତ

ସୋନପୁର, (କେପିଏନ୍‌ଏସ୍‌) : ଯୁଦ୍ଧ ସ୍ଥଳୀରୁ ଶାନ୍ତି କ୍ଷେତ୍ର ପର୍ଯ୍ୟନ୍ତ ପରିବ୍ୟାପ୍ତ ବିଶ୍ୱ ସ୍ତରୀୟ ଅନୁଷ୍ଠାନ ରେଡ୍‌କ୍ରସ୍‌ ମହାବାତ୍ୟା, ପ୍ରାକୃତିକ ବିପର୍ଯ୍ୟୟ, ମାହାମାରୀ, ବ୍ୟକ୍ତିତ୍ୱ ସଂଗଠନ ଭଳି ବିଭିନ୍ନ କାର୍ଯ୍ୟକୁ ସବୁବେଳେ ସଂପାଦନ କରିଆସିଛି । ରେଡ୍‌କ୍ରସ୍‌ ପ୍ରତିଷ୍ଠାତା
Read More...

ହାପି ମୋମେଣ୍ଟସ୍‌ ଓ ସିଆଇଏସ୍‌ଏଫ ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ଓ ଆର୍‌ଏସ୍‌ପିର ସିଆଇଏସ୍‌ଏଫର ମିଳିତ ଆନୁକୂଲ୍ୟରେ ଆଇଜିଏଚ୍‌ ଠାରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ

ଶିବକାଶୀ : ତାମିଲନାଡୁର ଶିବକାଶୀରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏହି ବିସ୍ଫୋରଣରେ ୫ ଜଣ ମହିଳାଙ୍କ ସମେତ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହାଛଡ଼ା ଆଉ ୧୨ ଜଣ ଗୁରୁତର ଭାବେ ପୋଡ଼ିଯାଇଥିବା ଜଣାଯାଇଛି ।
Read More...

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଏକ ବ୍ରିଜ୍‌ର ମେନ୍ ହୋଲରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ତରଭା ଥାନା ଅନ୍ତର୍ଗତ ଦେଉଳପଦର ପୁଆ ରାସ୍ତାରେ ଥିବା ସେତୁର ମେନହୋଲ ଭିତରେ ଏକ ମୃତଦେହ ପଡ଼ିଥିବା ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୁଲିସ୍
Read More...

ଭୂପେନ ମହାପାତ୍ରଙ୍କ ଚେନାଏ ଗଳ୍ପ ପୁସ୍ତକ ଉନ୍ମୋଚନ ଓ ଆଲୋଚନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାରର ମିଳିତ ଆନୁକୂଲ୍ୟରେ ସାମୁଖ୍ୟର ସଭାପତି ଭୂପେନ ମହାପାତ୍ରଙ୍କ ଚେନାଏ ଗଳ୍ପ ପୁସ୍ତକର ଅନାବରଣ ଉତ୍ସବ, ଶିଶୁ ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋଚନାଚକ୍ର, ଗଳ୍ପ ପଠନ ଓ କବିତା ପାଠୋତ୍ସବ
Read More...