Daily Archives

ଅନ୍ୱେଷା ପରିବାର ଆନୁକୂଲ୍ୟରେ ୧୦୧ତମ ସାମୁହିକ ଜନ୍ମଦିନ ସମାହାର

ରାଉରକେଲା, (ସସ୍ମିତା ପ୍ରଧାନ) : ଅନ୍ୱେଷା ପରିବାର ଆନୁକୂଲ୍ୟରେ ୧୦୧ତମ ସାମୁହିକ ଜନ୍ମଦିନ ସମାହାର ମାନବ ସେବା ପ୍ରତିଷ୍ଠାନ, ଜଗଦା, ଝିରପାଣି ଠାରେ ସାମୁହିକ ଜନ୍ମଦିନ ଉତ୍ସବ ସମାରୋହ ପାଳନ ଏକ ନିଆରା ଅନୁଭୂତି ଓ ଆବେଗ । ଅଦ୍ୟ ତା ୨୬-୫-୨୪ ରିଖ ଦିନ ନିଜେ ହସି, ସଭିଙ୍କୁ ହସାଇବା
Read More...

+୨ କଳା ପରୀକ୍ଷାରେ ଦାଶ ଟ୍ୟୁଟରିଆଲ୍‌ସ୍‌ର ସଫଳତା : ୧୮ ଜଣ ଛାତ୍ରଛାତ୍ରୀ ଆଣିଲେ ୮୦ ଶତକଡ଼ାରୁ ଅଧିକ ମାର୍କ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ବଲାଙ୍ଗିର ସହରର ପେଲେସ୍‌ଲାଇନ ଠାରେ ଥିବା ଦାଶ ଟ୍ୟୁଟରିଆଲ୍‌ସ୍‌ର ୧୮ ଜଣ ଛାତ୍ରଛାତ୍ରୀ ଆଣିଛନ୍ତି ୮୦ ଶତକଡ଼ାରରୁ ଅଧିକ ମାର୍କ ରଖିଥିବା ଖବର ମଳିଛି ।
Read More...

ମ୍ୟୁନିସିପାଲ ମହାବିଦ୍ୟାଳୟରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷର ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ମ୍ୟୁନିସିପାଲ ମହାବିଦ୍ୟାଳୟର କୃତକାର୍ଯ୍ୟ ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନାତନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦିପ୍ତିରଞ୍ଜନ ମହାନ୍ତିଙ୍କ
Read More...

ଯୁକ୍ତ ଦୁଇ କଳା ପରୀକ୍ଷାରେ ଛାତ୍ରୀଙ୍କ କୃତିତ୍ୱ : ପଶ୍ଚିମ ଓଡ଼ିଶା ଟପ୍ପର ହେଲେ ଶାନ୍ତ୍ୱନା

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ଚଳିତ ବର୍ଷ ପ୍ରକାଶ ପାଇଥିବା ଓଡିଶା ବୋର୍ଡର ଯୁକ୍ତ ଦୁଇ କଳାରେ ପୀନାକେଲ୍ କୋଚିଂ ସେଣ୍ଟରର ଛାତ୍ରୀ ଶାନ୍ତ୍ୱନା ମେହେର ୯୧.୬୬ ପ୍ରତିଶତ ମାର୍କ ରଖି ପଶ୍ଚିମ ଓଡ଼ିଶାରେ ଟପ୍ପର ହୋଇଛନ୍ତି । ସେ ସମ୍ବଲପୁରର ଗଙ୍ଗାଧର ମେହେର ୟୁନିଭର୍‌ସିଟିର ଯୁକ୍ତ ଦୁଇ
Read More...

ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧିନସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଯୁକ୍ତ ଦୁଇ ପରୀକ୍ଷାରେ…

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧିନସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ବିଜ୍ଞାନ ବର୍ଗରେ ମୋଟ ୫୨୦ ନମ୍ବର ରଖି ମହମ୍ମଦ ରସିଦ ପ୍ରଥମ, ୫୦୮ ନମ୍ବର ରଖି
Read More...

ଏଥ୍‌ଲେଟିକ୍‌ ଏସୋସିଏସନ୍ ଝାରମୁଣ୍ଡାର ୩୩ତମ ପ୍ରତିଷ୍ଠା ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଝାରମୁଣ୍ଡା ଏଥ୍‌ଲେଟିକ୍‌ ଏସୋସିଏସନ୍‌ର ୩୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଅନୁଷ୍ଠାନ ପରିସରରେ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ସଚିଦାନନ୍ଦ ସାହୁ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ଶ୍ୟାମସୁନ୍ଦର
Read More...

ଓଡ଼ିଆ ସଂସ୍କୃତି, ନାଚଗୀତରେ ଗୁଂଜରିତ ହେଲା ଆବୁଧାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂଯୁକ୍ତ ଆରବ ଏମିରଟ୍‌ସ୍‌ର ରାଜଧାନୀ ଆବୁଧାବିରେ ‘ଓଡ଼ିଆ ସମାଜ ଆବୁଧାବି’ ପକ୍ଷରୁ ଉକ୍ରଳ ଦିବସ ଉପଲକ୍ଷେ ଗତ ୨୬ ତାରିଖ ଦିନ ଇଣ୍ଡିଆନ୍‌ ସୋସିଆଲ୍‌ ଏଣ୍ଡ୍‌ କଲ୍‌ଚରାଲ୍‌ ସେଂଟର୍‌ ଠାରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ‘ଉକ୍ରର୍ଷ’ ଆୟୋଜିତ
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପଞ୍ଚାୟତ ଅଧିକାରୀ

ଭବାନୀପାଟଣା, (ନିକୁଞ୍ଜ ଚଲାନ) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପଞ୍ଚାୟତ ଅଧିକାରୀ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ କାର୍ଯ୍ୟରତ ପିଇଓ ସନ୍ୟାସୀ ନାଏକ, ନେହେଲା ଗାଁର ସୁରେନ୍ଦ୍ର ନାଏକଙ୍କ ଠାରୁ ବିଲ୍‌
Read More...

ଭାରସାମ୍ୟ ହରାଇ ଖୁଣ୍ଟକୁ ପିଟିଲା କାର୍ : ଜଣେ ମୃତ, ୨ ଜଣ ଗୁରୁତର

ଧର୍ମଶାଳା : ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଏକ କାର୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଉଛନ୍ତି ଥାନୁଆଳ ପଞ୍ଚାୟତ ଝାରଶୋଳ ଗ୍ରାମର ସତ୍ୟପ୍ରକାଶ ଦୋରା (୨୪) ଏବଂ ଆହତଦ୍ୱୟ ଦିଲ୍ଲୀପ
Read More...

ଟିଟିଲାଗଡରେ ବିଦ୍ୟୁତ୍‌ ବିଭ୍ରାଟ : ଲୋକେ ରାତିସାରା ହେଲେ ହଇରାଣ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ରବିବାର ରାତିରେ ହଠାତ୍ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଥିଲା । ରାତି ପାଖାପାଖି ସାଢ଼େ ବାରଟା ସମୟରୁ ବିଦ୍ୟୁତ୍‌ କାଟ ହୋଇଥିଲା । ପ୍ରଥମେ ଘଣ୍ଟା ଟିଏ, ଦୁଇ ଘଣ୍ଟା ଯାଏଁ ଲାଇଟ ଆସି ନଥିଲା, ଏହାପରେ ଲୋକ ବିଭିନ୍ନ ସୋସିଆଲ୍‌ ଗ୍ରୁପରେ ଲେଖିବା ଆରମ୍ଭ
Read More...