Daily Archives

ପରମ୍ପରା ବଜାୟ ରଖିଲା ସିଏନ୍‌ସି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପ୍ରକାଶ ପାଇଥିବା +୨ ବାଣିଜ୍ୟ ଫଳାଫଳ ଅନୁଯାୟୀ ଚଳିତ ବର୍ଷ ମଧ୍ୟ ପରମ୍ପରା ବଜାୟ ରଖିଲା ସିଏନ୍‌ସି । ଅଂଶୁମାନ ମହାରଣା ୯୩.୧୭%(୫୫୯) ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୮୫% ଉର୍ଦ୍ଧ୍ୱରେ ୧୨ ଜଣ , ୮୦% ରୁ ଉର୍ଦ୍ଧ୍ୱରେ ୨୧ ଜଣ ସ୍ଥାନ ପାଇଛନ୍ତି
Read More...

୩,୫୦,୦୦୦ହଜାର ଟଙ୍କାର କଫ୍‌ ସିରଫ୍‌ ଜବତ : ୩ ଜଣ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିପୁଳ ପରିମାଣରେ ୨ଟି ବ୍ରାଣ୍ଡର କଫ୍‌ ସିରଫ୍‌ ଜବତ କରିବା ସହ ତିନି ଜଣ କଫ୍‌ ସିରଫ୍‌ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ବଲାଙ୍ଗିର ପୋଲିସ ବୋଲି ଟାଉନ୍‌ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡ଼ିପିଓ ପ୍ରଦୀପ ସାହୁ କହିଛନ୍ତି ।
Read More...

ଜେଏସ୍‌ଏମ୍ କଲେଜ୍ +୨ ବାଣିଜ୍ୟର ଫଳାଫଳରେ ଶତପ୍ରତିଶତ ସଫଳତା ହାସଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ଜେଏସ୍‌ଏମ୍ କଲେଜ ତାଙ୍କର ଅଧ୍ୟୟନ ଏବଂ କାର୍ଯ୍ୟକଳାପ ହେତୁ ବଲାଙ୍ଗିର ଜିଲ୍ଲାର ନମ୍ୱର ୧ ବାଣିଜ୍ୟ କଲେଜ ଭାବରେ ଛିଡା ହୋଇଆସିଛି । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ କଲେଜର ସମସ୍ତ ଛାତ୍ରଛାତ୍ରୀମାନେ ଉତ୍ତମ ନମ୍ୱର ରଖି +୨ ବାଣିଜ୍ୟ ୨୦୨୪
Read More...

ମାଟ୍ରିକ୍‌ ପରୀକ୍ଷାରେ ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଥିବା ଜଣାପଡିଛି । ସୁଶ୍ରୀ ପ୍ରତୀକ୍ଷାରାଣୀ ପଧାନ, ତୁଲସା କିଶାନ ଓ ସିମରନ୍ ସାହୁ ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ
Read More...

ମ.ରାମପୁର ବ୍ଲକ ଟପ୍ପର ଛାତ୍ରୀ ଇସିସ୍ମିତା ବିଶ୍ଵାଳ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ ମାଟ୍ରିକ ଟପ୍ପର ହୋଇଛନ୍ତି ଇସିସ୍ମିତା ବିଶ୍ୱାଳ । ପିତା - ରବିଚନ୍ଦ୍ର ବିଶ୍ୱାଳ ଓ ମାତା - ପଦ୍ମାବତୀ ବିଶ୍ୱାଳ । ୬୦୦ରୁ୪୯୨ (୮୨%) ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ଇସିସ୍ମିତା । ସେ ମ.ରାମପୁର ବ୍ଲକ ଅଲାତରା
Read More...

ଜେଆଇଟିଏମ୍‌ ଏଚ୍‌ଏସ୍‌ଏସ୍‌ ସିଏଚ୍‌ଏସ୍‌ଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନର ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଆଇଟିଏମ୍‌ ଏଚ୍‌ଏସ୍‌ଏସ୍‌ (ସେଞ୍ଚୁରିଅନ ବିଦ୍ୟାଳୟ) ସିଏଚ୍‌ଏସ୍‌ଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନର ବୋର୍ଡ ପରୀକ୍ଷାର ଫଳାଫଳ ଆଜି ଅପରାହ୍ନରେ ପ୍ରକାଶ ପାଇଛି । ପରୀକ୍ଷାଫଳ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାସ ହାର ୧୦୦% ରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ
Read More...

ପୁଲିସ ଏନ୍‌କାଉଣ୍ଟରରେ ୨ ନକ୍ସଲ ନିପାତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏବେ ଅଶାନ୍ତ ହୋଇପଡ଼ିଛି । ଲଗାତାର ଛତିଶଗଡ଼ ପୁଲିସକୁ ନକ୍ସଲ ଦମନରେ ସଫଳତା ମିଳୁଛି । ଆଜି ନକ୍ସଲ ବନ୍ଦ ପାଳନ କରୁଥିବା ବେଳେ ଅନ୍ୟପଟେ ପୁଲିସ ଏନ୍‌କାଉଣ୍ଟରରେ ୨ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର
Read More...

ବୃକ୍ଷରୋପଣ କରି ଜନ୍ମଦିନ ପାଳନ କଲେ ପ୍ରକୃତି ମିତ୍ର ଅସୀମ ଭୋଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନରେ ପାଶ୍ଚାତ୍ୟ ଦେଶର ପରମ୍ପରା ଆପଣାଇ ଜନ୍ମଦିନମାନଙ୍କରେ କେକ୍ କାଟି ଭୋଜିଭାତ, ନାଚଗୀତ ସହିତ ବଡ ଧୁମ୍‌ଧାମ୍‌ରେ ଜନ୍ମଦିନ ପାଳନ କରିଥାନ୍ତି । କିନ୍ତୁ ଆଜି ଜନ୍ମଦିନକୁ ନିଆର ଭାବରେ ପାଳନ କରିଛନ୍ତି ଅସୀମ ଭୋଇ । ପଶ୍ଚିମ ଓଡିଶାର ଅନ୍ୟତମ
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶତପ୍ରତିଶତ ଫଳାଫଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷାବର୍ଷ ୨୦୨୩-୨୪ ମାଟ୍ରିକ ପରୀକ୍ଷାରେ ୧୦୦ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଏ୧ରେ ୩ ଜଣ ମିତ୍ରାବରୁଣ ଦାଶ-୯୨%, ନମ୍ରତା ମଗର-୯୦.୫% ଓ ପଲକ୍ ପଠୀ-୯୦% ମାର୍କ ପାଇଥିବା ବେଳେ ଏ୨-୧୨ଜଣ, ବି୧-୩୯ଜଣ,
Read More...

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷାଫଳ : ପାସ୍ ହାର ୯୬.୦୭ ପ୍ରତିଶତ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ (ମାଟ୍ରିକ୍‌) ପରୀକ୍ଷାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପାସ୍ ହାର ରହିଛି ୯୬.୦୭ ପ୍ରତିଶତ । ଏଥର ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ କରିଛନ୍ତି । ଏଥିର ଛାତ୍ରମାନଙ୍କ ପାସ୍ ହାର ରହିଛି ୯୫.୩୯
Read More...