Daily Archives

ମାଁ ଶକ୍ତିଶାଳୀ ଯୁବକ ସଂଘର ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସାପଲହର ମାଁ ଶକ୍ତିଶାଳୀ ଯୁବକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମାଁ ଶକ୍ତିମୟୀ ଅପେରା ପାର୍ଟି ସାପଲହରର ଚଳିତ ବର୍ଷର ସୁପର ହିଟ୍ ନାଟକ 'ମଣିଷ ଗଛର ଛାଇ' ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଅବସର ପ୍ରାପ୍ତ
Read More...

ଅଂଶୁଘାତର ଶିକାର ହେଲେ ପୋଲିଙ୍ଗ କର୍ମଚାରୀ

ବାଲିପାଟଣା : ରାଜ୍ୟରେ ଗୀଷ୍ମଲହରି ଜାରି ଥିବା ବେଳେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅଧୀନ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିୟୋଜିତ ଥିବା ଜଣେ ପୋଲିଂ କର୍ମଚାରୀ ଅଂଶୁଘାତର ଶିକାର ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ୧୧୧ ଜୟଦେବ
Read More...

ବାଘମୁଣ୍ଡା ଗ୍ରାମବାସୀଙ୍କ ଭୋଟ ବର୍ଜନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବାଘମୁଣ୍ଡା ଗାଁରେ ଗ୍ରାମବାସୀମାନେ ଭୋଟ ବର୍ଜନ କରିଛନ୍ତି । ଜାତୀୟ ରାଜପଥ ୫୩ ସିଆରିମାଳିଆ ଠାରୁ ବାଘମୁଣ୍ଡା ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ପ୍ରଶାସନ ପାଖରେ ଗ୍ରାମବାସୀମାନେ ଦାବି କରି ଆସୁଛନ୍ତି ।
Read More...

ବଞ୍ଚିବାର ରାହା ଦେଇଛି ତାଳ ସଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାଳ ସଜ ଯିଏ ଖାଇଛି ସିଏ ହିଁ ଜାଣିଛି ଏହାର ମଜା । ପାଟିକୁ ଯେମିତି ସୁଆଦିଆ ଲାଗେ ଦେଖିବା ପାଇଁ ମଧ୍ୟ ସେତିକି ଲୋଭନୀୟ ଲାଗେ । ଖରାଦିନେ ମିଳୁଥିବା ବିଭିନ୍ନ ପ୍ରକାର ଫଳ ମଧ୍ୟରୁ ତାଳ ସଜକୁ ଅଧିକାଂଶ ଲୋକେ ଖାଇବାକୁ ପଂସଦ କରିଥାନ୍ତି । ତାଳୁଫଟା ଖରାରେ
Read More...

ଓଡ଼ିଶାରେ ହେବ ସୁଦୃଢ଼ ବିଜେଡ଼ି ସରକାର

ଭୁବନେଶ୍ୱର : ଭୋଟ୍‌ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବେନଶ୍ୱର ଏରୋଡ୍ରମ୍‌ କଲୋନୀସ୍ଥିତ ୟୁପି ସ୍କୁଲ୍‌ ବୁଥ୍‌ରେ ପହଂଚି ଭୋଟ୍‌ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମତଦାନ କରିବା ପରେ ନିଜ ପ୍ରତିକ୍ରିୟାରେ ଗଣତନ୍ତ୍ରର ମହାନ୍‌ ପର୍ବରେ ସାମିଲ୍‌
Read More...

ବିଶ୍ୱ ସମ୍ବାଦ କେନ୍ଦ୍ରର ମହର୍ଷି ନାରଦ ଜୟନ୍ତୀ ପାଳନ : ୨୦୨୪

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ସମ୍ବାଦ କେନ୍ଦ୍ର, ଓଡ଼ିଶା ପଶ୍ଚିମ ତରଫରୁ ସ୍ଥାନୀୟ ସେକ୍ଟର -୫ ସ୍ଥିତ ଆଦର୍ଶ ପାଠାଗାରର ଆଦର୍ଶ ସାହିତ୍ୟ ଘର ଠାରେ ରାଉରକେଲା ସଂଯୋଜକ ରାଜକୁମାର ନାଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମହାନଗର ସଂଘଚାଳକ ପ୍ରଭାତ
Read More...

ଟିଟିଲାଗଡରେ ଜଳିଗଲା ୧୭ଟି ଉଠା ଦୋକାନ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ନିଆଁ ଲାଗି ଜଳିଗଲା ୧୭ଟି ଉଠା ଦୋକାନ । ଅଗ୍ନିଶମ ବାହିନୀ ଖବର ପାଇ ଆସି ନିଆଁକê ଆାୟତ୍ତ କରିଥିଲେ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଛି । କେହି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ । ପାଖାପାଖି ସମସ୍ତ ଦେକାନ ଥିବାରୁ
Read More...

ବିଶ୍ୱ ଥାଇରଏଡ୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଥାଇରଏଡ୍ ବା ଗଳଗ୍ରନ୍ଥୀ ଏବଂ ଏହା ଉପରେ ପ୍ରଭାବ ପକାଉଥିବା ଅବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ୨୫ ମେରେ 'ବିଶ୍ୱ ଥାଇରଏଡ୍ ବା ଗଳଗ୍ରନ୍ଥୀ ଦିବସ' ପାଳନ କରାଯାଏ । ଥାଇରଏଡ୍ ହେଉଛି ଏକ ଛୋଟ, ପ୍ରଜାପତି ଆକୃତିର ଗ୍ରନ୍ଥି,
Read More...

ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

ଭୁବନେଶ୍ୱର : ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ । କୁଜଙ୍ଗ, ଆଳି ଓ ରେମୁଣାରେ ତିନିଟି ଜନସଭା କରିବେ । ପାରାଦୀପର କୁଜଙ୍ଗଠାରେ ପ୍ରଥମ ସଭାରେ ଯୋଗ ଦେବେ ସ୍ମୃତି । ଏହାପରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର
Read More...

ମତଦାନ କଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ‌ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଭୋଟ୍ ଦେବା ପରେ ସେ ନିଜର କାଳି ଲଗାଯାଇଥିବା ଆଙ୍ଗୁଳି ଦେଖାଇ ଭୋଟଦେବାକୁ ଭୋଟରଙ୍କ ମଧ୍ୟରେ ସଚେତନତଚା ସୃଷ୍ଟି କରିଛନ୍ତି ।
Read More...