Monthly Archives

April 2024

ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ଶେଫାଲି ଶରଣ

ନୂଆଦିଲ୍ଲୀ, (ପିଆଇବି) : ମନୀଷ ଦେଶାଇଙ୍କ ଅବସର ପରେ ଶ୍ରୀମତୀ ଶେଫାଲି ବି ଶରଣ ଆଜି ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀମତୀ ଶରଣ ହେଉଛନ୍ତି ୧୯୯୦ ବ୍ୟାଚର ଭାରତୀୟ ସୂଚନା ସେବା ଅଧିକାରୀ । ତିନି ଦଶନ୍ଧିରୁ ଅଧିକ ସମୟର
Read More...

ମାଁ କୁଶଙ୍ଗାଇଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ଲୋଇସିଂହା ବିଜେଡ଼ି ପ୍ରାର୍ଥୀ ନିହାର ବେହେରା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ନିହାର ରଞ୍ଜନ ବେହେରାଙ୍କ ନିର୍ବାଚନ ପ୍ରଚାର ଆରମ୍ଭ । କୁଶଙ୍ଗ ଗ୍ରାମର କୁଶଙ୍ଗାଇ ମାଁଙ୍କଠାରୁ ଆଶୀର୍ବାଦ ନେଇ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା
Read More...

ପୂଜ୍ୟପୂଜାର ଅଗ୍ରଗମନ : ‘ପରିବ୍ୟାପ୍ତ ପରିଧି’ ବିମୋଦନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନ ଆନୁକୁଲ୍ୟରେ ବଲାଙ୍ଗିର ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟର ସଭାଗୃହରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଆଇନଜୀବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ
Read More...

ଜୀବନ ଥିବାଯାଏଁ ଜନସେବା କରିବି : ବିଦାୟୀ ସଭାରେ ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କ ବକ୍ତବ୍ୟ

ମନମୁଣ୍ଡା, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ୍‌ ଖଟଖଟିଆ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ନରେନ୍ଦ୍ର ପ୍ରଧାନ ଦୀର୍ଘ ୩୮ବର୍ଷ ଗୋଟିଏ ବିଦ୍ୟାଳୟରେ ଶିକ୍ଷକତା କଲାପରେ ରବିବାର ଅବସର ନେଇଛନ୍ତି । ସେ ତାଙ୍କ ବକ୍ତବ୍ୟରେ କହିଛନ୍ତି ଜୀବନ ଥିବାଯାଏଁ
Read More...

ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳିରୁ ଏସ୍‌ୟୁସିଆଇରୁ ପ୍ରାର୍ଥୀ ସୁନିଲ ଭୋଇ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳିରୁ ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ବିଶିଷ୍ଟ ଯୁବନେତା ସୁନିଲ ଭୋଇଙ୍କୁ ପ୍ରାର୍ଥୀ କରାଯାଇଛି । ଦାଦନ ସମସ୍ୟା, ସ୍ଥାୟୀ ସମାଧାନ, ଦେଓଗାଁ ଚିନିକଳର ପୁନଃରୁଦ୍ଧାର, କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ, ପ୍ରତ୍ୟେକ
Read More...

ରାସ୍ତା ମଝିରେ ଜଳିଗଲା ହାଇୱା

ଢେଙ୍କାନାଳ : ଢେଙ୍କାନାଳ ସହରର ନିକଟବର୍ତ୍ତୀ କାମାକ୍ଷା ଛକରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଚଳନ୍ତା ଚିପ୍ସ ବୋଝେଇ ହାଇୱାରେ ଅଚାନକ ନିଆଁ ଲାଗି ଜଳିଯାଇଥିବା ଜଣାପଡିଛି । ତେବେ ଗାଡିର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେ ସୁରକ୍ଷିତ ଥିବା ଜଣାପଡିଛି । ହାଇୱାଟି ଚିପ୍ସ ବୋଝେଇ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଓଡିଶା ଦିବସ : ସାହିତ୍ୟିକ ଓ ସାମ୍ବାଦିକ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦ୍ୱାରା ସୋମବାର ଦିନ ଓଡିଶା ଦିବସ ବିଦ୍ୟାଳୟର କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରୀଛାତ୍ର, ଗୁରୁମା, ଗୁରୁଜୀ ଏବଂ
Read More...

ଗାୟତ୍ରୀ ଆର୍ଟ ଆଣ୍ଡ୍ କ୍ରାପ୍ଟର ଚିତ୍ରକଳା ପ୍ରଦର୍ଶନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗାୟତ୍ରୀ ଆର୍ଟ ଆଣ୍ଡ୍ କ୍ରାପ୍ଟ ଓ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । କ୍ରାପ୍ଟର ମୁଖ୍ୟ ଶକ୍ତିପ୍ରଦା ଜେନାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶର୍ମିଷ୍ଠା କବି
Read More...

ବିପଦ ସଙ୍କୁଳ ଅବସ୍ଥାରେ ରାସ୍ତା କଡ ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ହଟେଇବା ପାଇଁ ଦାବୀ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି - ତୁରେକେଲା ପିଡବ୍ଲୁଡି ମୁଖ୍ୟରାସ୍ତାର ପ୍ରସ୍ତତି କରଣ ଚାଲିଛି । କଣ୍ଟାବାଞ୍ଜି ସହରଠାରୁ ଅନିତ ଦୂରରେ ନୂତନ କୋର୍ଟ ବିଲ୍‌ଡିଙ୍ଗ ଏବଂ ଆମ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଚାଲିଛି । ରାସ୍ତାର ଉଭୟ ପାଖରେ ପ୍ରସ୍ତତି କରଣ ଚାଲିଥିବା
Read More...

ଆରମ୍ଭ ହେଲା କାମନା ଦଣ୍ଡଯାତ୍ରା

ମ.ରାମପୁର, (ହେମନ୍ତ ସାହୁ) : ଭକ୍ତି ଆଉ ବିଶ୍ୱାସର ପର୍ବ କାମନା ଦଣ୍ଡଯାତ୍ରା ଆଜିଠାରୁ ଆରମ୍ଭ ହେଉଛି । ପ୍ରଥମ ଦିବସରେ ବିଭିନ୍ନ ଦଣ୍ଡ ଦଳ ପୂଜା ସହିତ ପଇତା ଧାରଣ ପୂର୍ବକ ବ୍ରତ ଆରମ୍ଭ କରିଥିଲେ । ତଳସାଗର ପଡା, ବୁରାଟ, ସୀର୍କିହେଜୁ, ପଣ୍ଡକାମାଳ (କଲୋନୀ ପଡା), ଆମ୍ବଗାଆଁ (ବାବୁ ପଡା),
Read More...