Monthly Archives

April 2024

ଦୁଃଖ ପରେ ଦୁଃଖ ପରିବାରରେ ପିଛା ଛାଡ଼ୁନି : ମାଁ ଓ ପୁଅକୁ ଟ୍ୟୁମର୍‌ – ଅର୍ଥାଭାବ ସାଜିଛି ଚିକିତ୍ସାରେ ବାଧକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଅର୍ଥାଭାବ ସାଜିଛି ଚିକିତ୍ସାରେ ବାଧକ । ଧାରକରଜ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ରୋଗ ଭଲ ନହେବାରୁ ଆହୁରି ଅଧିକ ଚିକିତ୍ସାର ଆବଶ୍ୟକ ଥିବା ବେଳେ ଅର୍ଥାଭାବ ଯୋଗୁଁ ପୁଅର ଚିକିତ୍ସା କରି ନପାରି ଚିନ୍ତିତ ବୃଦ୍ଧ ବାପା । ସେପଟେ ମାଆଙ୍କୁ
Read More...

ଛତ୍ରପୁରରେ ତେଲୁଗୁ ନବବର୍ଷ ଉଗାଦି ପାଳିତ : ତେଲୁଗୁ କଲ୍‌ଚରାଲ୍ ଆସୋସିଏସନ୍ ପକ୍ଷରୁ ଉଗାଦି ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଶିବ କୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍‌ରେ ତେଲୁଗୁ ସାଂସ୍କୃତିକ ସଂଗଠନ ଅବା ତେଲୁଗୁ କଲ୍‌ଚରାଲ୍ ଆସୋସିଏସନ୍ ଆନୁକୂଲ୍ୟରେ ତେଲୁଗୁ ନବବର୍ଷ ଉଗାଦି ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରୁ ବିଧିବଦ୍ଧ ଭାବେ ଯଥା
Read More...

କଣ୍ଟାବାଞ୍ଜି ତହସିଲ୍‌ଦାରଙ୍କ ପରଲୋକ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲ୍‌ଦାର ରତନଲାଲ ମୁଣ୍ଡା (୫୫) ଗତକାଲି ପରଲୋକ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, କଟକର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ କେନ୍ଦୁଝର ସଦର ଅଞ୍ଚଳର ବାସିନ୍ଦା ଅଟନ୍ତି ।
Read More...

ଆନ୍ତର୍ଜାତୀୟ ମାନବ ମହାକାଶ ଉଡାଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ମାନବ ମହାକାଶ ଉଡ଼ାଣ ଦିବସ ମାନବଜାତି ପାଇଁ ମହାକାଶ ଯୁଗର ଆରମ୍ଭକୁ ପାଳନ କରି ଆଜିର ଦୁନିଆରେ ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ନିଶ୍ଚିତ କରିଛି । ଏହି ଦିନକୁ ପ୍ରୋତ୍ସାହିତ କରିବା ପାଇଁ ଫଟୋ
Read More...

ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଓଲଟି ପଡ଼ିଲା ଟ୍ରକ୍‌ : ଡ୍ରାଇଭର ଓ ହେଲପର୍‌ ଆହତ

ଭଦ୍ରକ : ଆଜି ସକାଳେ ଭଦ୍ରକର ଗେଲପୁର ସ୍କୁଲ୍ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଉପରୁ ତଳକୁ କଦଳୀ ବୋଝେଇ ଟ୍ରକ୍‌ ଖସିପଡ଼ିଥିଲା । ଗେଲପୁର ଛକ ନିକଟରେ ଟ୍ରକ୍‌ଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭର ଓ
Read More...

ବରାହ ଆକ୍ରମଣରେ ୨ ଗୁରୁତର

ଦେଓଗାଁ : ପାଟଣାଗଡ ରେଞ୍ଜ ତଥା ଦେଓଗାଁ ବ୍ଳକ୍‌ ରାମଚନ୍ଦ୍ରପୁର ପଞ୍ଚାୟତ ଟାଙ୍ଗରୁପଦର ନିକଟ ଚାଷଜମିରେ ବରାହ ଆକ୍ରମଣରେ ୨ଜଣ ଛେଳି ଚରାଳି ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ବନ୍ଧପଡା ଫରେଷ୍ଟ ବିଟ ଅନ୍ତର୍ଗତ ଟାଙ୍ଗରୁପଦର ଗାଁର ମୋତିଲାଲ ଘିଭେଲା(୫୬) ଓ ଭୀମା ଘିଭେଲା(୫୫) ଛେଳି
Read More...

କାହା ପାଇଁ ମାଳ ମାଳ ଯୋଜନା : ବିଶୁଦ୍ଧ ପାଣି ଟୋପାଏ ପାଇଁ ସରୁନି ଗ୍ରାମବାସୀଙ୍କ ସଂଘର୍ଷ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ମାଟିଆଭଟା ଗାଁରେ ଆରମ୍ଭ ହେଲାଣି ଉତ୍କଟ ଜଳ ସମସ୍ୟା । ୨୦୨୧-୨୨ରେ ୧ କୋଟି ୮ ଲକ୍ଷ ୪୬ ହଜାର ୫୮୭ ଟଙ୍କାରେ ଆରମ୍ଭ ହୋଇଥିଲା ବସୁଧା ପ୍ରକଳ୍ପ । ସମସ୍ତ ଆନୁସଙ୍ଗିକ ଉପକରଣ ମଧ୍ୟ ଲାଗିଥିଲା । ଏପରିକି ଗାଁରେ ପାଇପ ବିଛାଇ
Read More...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଭବାନୀପାଟଣା : ଭାଲୁ ଆକ୍ରମଣରେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଲାବାଙ୍ଗସର ଗାଁର କାନ୍ତ ମାଝି ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁବାର ସକାଳେ ସେ ଚାଷଜମିକୁ ପାଣି ମଡ଼ାଇବା ପାଇଁ ଯାଇଥିବା ବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ
Read More...

ଆନ୍ତଃଜିଲ୍ଲା ମୋବାଇଲ୍‌ ଫୋନ୍‌ ଚୋରକୁ କାବୁ କଲା ବଲାଙ୍ଗିର ଟାଉନ୍‌ ପୋଲିସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃଜିଲ୍ଲା ମୋବାଇଲ୍‌ ଫୋନ୍‌ ଚୋରକୁ କାବୁ କଲା ବଲାଙ୍ଗିର ଟାଉନ୍‌ ପୋଲିସ୍‌ । ଏଥିସହିତ ଅଭିଯୁକ୍ତଙ୍କଠାରୁ ୨୨ଟି ଚୋରି ମୋବାଇଲ୍‌ ଫୋନ୍‌ ସହ ଚୋରି ବାଇକ୍‌ ଜବତ୍‌ କରିଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ । ଗଂଜାମ ଜିଲ୍ଲା
Read More...

ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବକ । ଅଭିଯୋଗକାରୀ ଯୁବକ ଜଣକ ହେଉଛନ୍ତି ବଲାଙ୍ଗିର ସୁଦପଡ଼ା ନିବାସୀ ସମୀପ୍‌ ବହିଦାର । ସେ ଆଜି ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି ଯେ, ଆଜି ଅପରାହ୍ନ
Read More...