Monthly Archives

April 2024

କଂଗ୍ରେସ ଦଳରେ ଯୋଗଦେଲେ ଦେଓଗାଁ ବିଜେଡି ନେତା

ସମରେନ୍ଦ୍ରଙ୍କ ନେତୃତ୍ୱ ଓ ନରସିଂହଙ୍କ ବିକାଶମୂଳକ କାର୍ଯ୍ୟକ୍ରମରେ ହେଲେ ଅନୁପ୍ରାଣିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୦.୩୦ରେ ଦେଓଗାଁ ବ୍ଲକ ସ୍ଥିତ ଦେଓଗାଁ କଛାରପାଲି ଅଂଚଳର ବିଜେଡିର ଆଗଧାଡିର ଯୁବନେତାମାନେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହଙ୍କ ଆବାସିକ
Read More...

ବାଲିଗୁଡ଼ାରେ ପହଞ୍ଚିଲା ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସାଧାରଣ ନିର୍ବାଚନ ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ପହଂଚିଲା ଇଭିଏମ୍ ଓ ଭିଭି ପ୍ୟାଟ୍ ମେସିନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଓ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ପାଇଁ ବାଲିଗୁଡା ଉପଜିଲ୍ଲାପାଳ ଡ଼. ରୀନା ପ୍ରଧାନନଙ୍କ ପ୍ରତ୍ୟକ୍ଷ
Read More...

ବଲାଙ୍ଗିର ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ମାଲପଡା ନାଗରିକ କମିଟିର ବୈଠକ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୱାର୍ଡ ନଂ.୧୪ ଓ ୧୫ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସଭା ପ୍ରାରମ୍ଭରେ ଜନ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପାନୀୟ
Read More...

ବିଜେଡି କର୍ମୀ ସମ୍ମିଳନୀ : ଆୟୁବ ଖାଁଙ୍କୁ ଦଳୀୟ ଟିକେଟ୍‌ ପାଇଁ କର୍ମୀଙ୍କ ଦାବୀ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନ ସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ସ୍ଥାନୀୟ ମୁସ୍‌ଲିମ୍‌ ସରେଇରେ ଶୁକ୍ରବାର ଦିନ ହୋଇଛି । ନିର୍ବାଚନ ମଣ୍ଡଳୀର ତୁରେକେଲା ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ୍ ସହ କଣ୍ଟାବାଞ୍ଜି ଏନ୍ଏସିର
Read More...

ଭାଗିରଥି ବେହେରାଙ୍କ ନେତୃତ୍ତ୍ଵରେ ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାନ ସଭା ଆସନ ପାଇଁ କଂଗ୍ରେସ ଆଶାୟୀ ପ୍ରାର୍ଥୀ ଭାଗିରଥି ବେହେରାଙ୍କ ନେତୃତ୍ୱରେ ନିର୍ବାଚନୀ ସଂପର୍କିତ ଏକ ପ୍ରସ୍ତୁତି ବୈଠକ
Read More...

କୋଠା ଘରେ ମୃତଦେହ ଉଦ୍ଧାର : ପଥରରେ ଛେଚି ହତ୍ୟା କାଣ୍ଡ

ବାଙ୍କୀ : ହରିରାଜପୁର ଗ୍ରାମ ପଞ୍ଚାୟତର ନୂଆସାହି ତ୍ରିନାଥ ମଣ୍ଡପ କୋଠା ଘରେ ମୃତଦେହ ଉଦ୍ଧାର । ମୃତ ଯୁବକ ଜଣକ ଶୀତଳ ସାହୁ । ସୂଚନା ଅନୁସାରେ, ଗାଁରେ ଥିବା ପୂଜା ଘରେ ସବୁଦିନ ରହିଥାନ୍ତି ଶୀତଳ । ଗାଁ ସ୍ତ୍ରୀ ଲୋକ ପୂଜା ପାଇଁ କବାଟ ବାଡେଇଲେ କବାଟ ଖୋଲନ୍ତି । ସବୁଦିନ ଭଲି ଗୁରୁବାର
Read More...

ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ମା’ ଚଣ୍ଡୀଙ୍କ ଦର୍ଶନ ଲାଭକରି ଆଶୀର୍ବାଦ ଭିକ୍ଷା କଲେ

ସଇଁତଲା, (ପ୍ରମୋଦ ସେଲମା) : ଆଜି ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ନବୀନ ଜୈନ ସଇଁତଲା ଅଞ୍ଚଳକୁ ଗ୍ରସ୍ତ କରି ମା' ଚଣ୍ଡୀ ମନ୍ଦିରକୁ ଯାଇ ମା'ଙ୍କ ଦର୍ଶନ ଲାଭ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ଲୋକମାନଙ୍କୁ ଭେଟି ନିଜ ସପେକ୍ଷରେ ଭୋଟଦାନ ପାଇଁ
Read More...

ସୁନାଦର ଉପରମୁହାଁ

ନୂଆଦିଲ୍ଲୀ : ସୁନାଦରରେ ଲଗାମ ଲାଗୁନାହିଁ । ପ୍ରାୟ ପ୍ରତିଦିନ ନୂଆ ନୂଆ ରେକର୍ଡ କରିଚାଲିଛି ସୁନା । ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନ୍‌ର ତଥ୍ୟ ଅନୁଯାୟୀ, ଗତ ତିନି ଦିନ ଧରି ସୁନା ଦର କ୍ରମାଗତ ଭାବେ ଏକ ନୂଆ ରେକର୍ଡ ସୃଷ୍ଟି କରୁଛି । ଗତକାଲି ମଧ୍ୟ ବଜାର ଖୋଲିବା ପରେ ସୁନା
Read More...

ରୋହିତ ଯୋଶେଫ ତିର୍କିଙ୍କ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ବିଜେଡିର ରୋହିତ ଯୋଶେଫ ତିର୍କିଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ତିର୍କୀ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ମୋର ବିଜେଡ଼ିରେ ଯୋଗଦାନ ନେଇ ମୋ
Read More...

ସାଗୁନଭାଡ଼ିରେ କଂଗ୍ରେସ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ମୁଣ୍ଡପଦର ପଞ୍ଚାୟତ ସାଗୁନଭାଡ଼ି ଠାରେ ଆଜି କଂଗ୍ରେସ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କଂଗ୍ରେସ କର୍ମୀ ସମ୍ମିଳନୀରେ
Read More...