Monthly Archives

April 2024

ଖଡ଼ିଆଳରେ ବିଜେପିର ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ

ଖଡ଼ିଆଳ, (ନିରାକାର ମେହେର) : ଭାରତୀୟ ଜନତା ପାର୍ଟି ତରଫରୁ ଆଜି ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ନିର୍ବାଚନୀ ସଭା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପି ଜିଲ୍ଲା ସଭାପତି ସୁବ୍ରତ ଠାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଳବିକା ସିଂ ଦେଓ,
Read More...

ଖଦ୍ୟୋତର ୭ମ ବାର୍ଷିକ ଉତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟେଲିଗୋଠପଡା ସ୍ଥିତ ଐତିହାସିକ ପୂର୍ଣ୍ଣଚନ୍ଦ୍ର ପାଠାଗାର ଠାରେ ଖଦ୍ୟୋତ ଅନୁଷ୍ଠାନର ବାର୍ଷିକ ଉତ୍ସବ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ
Read More...

ଭାରତୀୟ ଶିକ୍ଷଣ ମଣ୍ଡଳ ଦ୍ଵାରା ବିରଞ୍ଚି ଦାଶ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ସାରା ଭାରତ ବର୍ଷରେ ଶ୍ରୀରାମ ନବମୀ ପୁଣ୍ୟ ତିଥିରେ ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ଅବସରରେ ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିର ଶାଖାରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଶାଖାର ସଭାପତି ତରୁଣ କୁମାର ମିଶ୍ରଙ୍କ
Read More...

କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳି

ସବୁ କଳ୍ପନା ଜଳ୍ପନା ଫେଲ, ପ୍ରାର୍ଥି ହେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକମୂଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ୱ ନେଇ ନିର୍ବାଚନ ମଣ୍ଡଳୀର ବିକାଶ ଆଲୋଚନାର ମୂଖ୍ୟ ବିଷୟ କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି
Read More...

ବାସନ୍ତିକ ଦୁର୍ଗାପୂଜା ଓ ବିଶ୍ଵଶାନ୍ତି ଚଣ୍ଡୀ ମହାଯଜ୍ଞ : ନିଆଁରେ ଚାଲିଲେ ବରୁଆ ଓ ଶ୍ରଦ୍ଧାଳୁ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସ୍ଥିତ ଦୁର୍ଗା ମଣ୍ଡପ ନିକଟରେ ବାସନ୍ତୀକ ଦୁର୍ଗାପୂଜା ଓ ବିଶ୍ଵଶାନ୍ତି ମହାଯଜ୍ଞ ଚଳିତ ମାସ ୮ ତାରିଖରୁ ଆରମ୍ଭ ହୋଇଛି । ଏହି ଅବସରରେ ସୋମବାର କାଳରାତ୍ରୀ ବେଶ ଓ ଝାମୁଯାତ୍ରା ଅନୁଷ୍ଠିତ ହୋଇ ଥିବା ଯୋଗୁଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଛି ।
Read More...

ଭୋଇପାଲି ସ୍କୁଲ ବନ୍ଦ ପ୍ରସଙ୍ଗ : ପୁନଃ ସ୍କୁଲ ନଖୋଲିଲେ, ଭୋଟ ବର୍ଜନ ଚେତାବନୀ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଦର୍ଶାଇ ବନ୍ଦ ହୋଇଥିବା ଭୋଇପାଲି ପ୍ରାଥମିକ ସ୍କୁଲକୁ ପୁନଃ ଖୋଲିବା ପାଇଁ ଦାବୀ ହେଉଛି । ତେଣୁ ଚଳିତ ଶିକ୍ଷା ବର୍ଷରୁ ସ୍କୁଲ ନଖୋଲିଲେ ଭୋଟ ବର୍ଜନ ଚେତାବନୀ ଦିଆଯାଇଛି । ସୂଚନା ଅନୁଯାୟୀ, ଲୋଇସିଂହା ବ୍ଲକ ଅନ୍ତର୍ଗତ
Read More...

ସମାଜସେବୀ ଭଗବାନ ବିଶ୍ୱାଳ ଦ୍ୱାଦଶ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କୁଶପଲି ଗ୍ରାମରେ ଜନ୍ମ ଲାଭ କରିଥିବା ସଂଗ୍ରାମୀ ତଥା ସମାଜସେବୀ ଭଗବାନ ବିଶ୍ୱାଳଙ୍କ ଶ୍ରଦ୍ଧାଞ୍ଜଳି ସଭା ବ୍ରହ୍ମପୁର ଆମ୍ଭପୁଅ ନିକଟସ୍ଥ ବାସଭବନରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ତାଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଥିଲା ।
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ରାମ ନବମୀ ଉତ୍ସବ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରଠାରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବିଳାସିନୀ ସାହୁ ଏବଂ ସପୁର ନାଏକ ଯୋଗଦେଇ ସ୍ଵହସ୍ତରେ ବେଶଧାରୀ ଶିଶୁମାନଙ୍କ ପୂଜନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକ
Read More...

କଂଟାବାଂଜିରୁ ବିଧାୟକ ଆସନରେ ଲଢ଼ିବେ ଖୋଦ୍‌ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କଂଟାବାଂଜି, (କେପିଏନ୍‌ଏସ୍‌) : କଂଟାବାଂଜିରୁ ବିଧାୟକ ଆସନରେ ଲଢ଼ିବେ ଖୋଦ୍‌ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡ଼ି ପକ୍ଷରୁ ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣାରୁ ଏହା ସ୍ପଷ୍ଟ ହୋଇଯାଇଛି । ଦୀର୍ଘ ଦିନରୁ ଚାଲିଥିବା ଆଲୋଚନା ପର୍ଯ୍ୟାଲୋଚନାରେ ପୂର୍ଣ୍ଣଛେଦ ପକାଇ
Read More...

ରାମ ନବମୀ ପର୍ବ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବୁଧବାର ଅର୍ଥାତ୍ ୧୭ ତାରିଖ ପୂର୍ବାହ୍ନରୁ ଛତ୍ରପୁର ଷ୍ଟେସନ୍‌ ନିକଟସ୍ଥ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ରାମନବମୀ ମହୋତ୍ସବ ଆୟୋଜନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ପୂର୍ବାହ୍ନରେ ବିଧିବଦ୍ଧ ଭାବେ ଷୋଡ଼ଶ ପୂଜା ବିଧିରେ ଆରମ୍ଭ ହେବ ।
Read More...