Monthly Archives

April 2024

ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ ସାରସ୍ୱତ ସମାରୋହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଇତିହାସ ପ୍ରସିଦ୍ଧ ଘୋରଡ଼ିଆ ଦୟାଣାଚୋରି ଯାତ୍ରା ମେଳଣ ମହୋତ୍ସବ ଅବସରରେ ମେକ୍ ଇନ୍‌ ଇଣ୍ଡିଆ ଆଣ୍ଡ ମିଡ଼ିଆ ପରିବାର ଓ଼ ଜଳନ୍ଧର ସ୍ମୁତି ସାହିତ୍ୟ ପ୍ରତିଷ୍ଠାନ, ଘୋରଡ଼ିଆ ଆନୁକୂଲ୍ୟରେ ୯ମ ବାର୍ଷିକ ଦୟଣାଚୋରି ସାହିତ୍ୟ ଆସର -୨୦୨୪ ଦୟଣାଚୋରି ଲୋକ
Read More...

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ଚୈତ୍ର ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ କୈବର୍ତ୍ତ ସମାଜର ଚୈତ୍ର ମହୋତ୍ସବ ଓ ୨୪ତମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଭଞ୍ଜଭବନ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ଜଗନ୍ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଆଇନ ମହାବିଦ୍ୟାଳୟ
Read More...

ଟିଟିଲାଗଡ଼ ବିଜୁ ଜନତା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିଦିନ ଟିଟିଲାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଚାଲିଛି ମିଶ୍ରଣ ପର୍ବ । ବିକାଶର ବାର୍ତ୍ତା ଦେଇ ଲୋକଙ୍କ ମନରେ ଘର କରି ପାରିଥିବା ବିଜୁ ଜନତା ଦଳକୁ ଅଦ୍ଭୁତ ପୂର୍ବ ଲୋକ ସମର୍ଥନ ମିଳୁଛି । ଏହି ପରିପ୍ରେକ୍ଷୀରେ ମୁକେଶ ଜୈନଙ୍କ ନେତୃତ୍ୱରେ
Read More...

ଜିଲ୍ଲାରେ ସାଧାରଣ ନିର୍ବାଚନ ସରଳ ଓ ତୃଟି ଶୂନ୍ୟ କରିବା ନିମନ୍ତେ ସେକ୍ଟର ଅଧିକାରୀମାନଙ୍କ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ସାଧାରଣ ନିର୍ବାଚନକୁ ସରଳ ଓ ତୃଟି ଶୂନ୍ୟ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସେକ୍ଟର ଅଧିକାରୀମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟାରେ ନିଯୁକ୍ତ
Read More...

ଅଘରିଆ ସମାଜର ଏକ ଜରୁରୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସକାଳ ୯ଟା ସମୟରେ ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ଅଧ୍ୟକ୍ଷତାରେ କନ୍ଧପାଲିପଡା ସ୍ଥିତ ଅଘରିଆ ଭବନଠାରେ ଏକ ଜରୁରୀ ବୈଠକ ୪ ମଣ୍ଡଳ ସଭାପତି, ୧୮ ଗୁଡ଼ି ସଭାପତି, ଉପଦେଷ୍ଟା ମଣ୍ଡଳୀ ସଭ୍ୟ, କେନ୍ଦ୍ର
Read More...

ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ନିମନ୍ତେ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଆଜି ଅପରାହ୍ନ ୧୧ଟା ସମୟରେ ବିଜ୍ଞପ୍ତି ପ୍ରକାଶ ଏବଂ ନାମାଙ୍କନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ରାଜନୈତିକ
Read More...

ରଘୁନାଥପଲ୍ଲୀ ନିର୍ବାଚନ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ପାଇଁ ବିଜେପିକୁ ବିଜୟୀ କରିବାକୁ ବିଧାୟକ ପ୍ରାର୍ଥୀ…

ରାଉରକେଲା, (ସସ୍ମିତା ପ୍ରଧାନ) :ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ର ବିଜେପି ପୂର୍ବ ମଣ୍ଡଳର କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଣ୍ଡଳ ସଭାପତି ମନୋଜ ସେନାପତିଙ୍କ ଅଧ୍ୟକ୍ଷତାରେ ସେକ୍ଟର - ୧, କମ୍ୟୁନିଟି ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଥିଲା । ଦୀପ ପ୍ରଜ୍ୱଳନ କରାଯାଇ ସାମୁହିକ ବନ୍ଦେ ମାତରଂ
Read More...

ବଲାଙ୍ଗିର ସଦର ବ୍ଲକ୍‌ରେ କଂଗ୍ରେସର ନିର୍ବାଚନ ପ୍ରଚାର : ସ୍କୁଲରେ ଶିକ୍ଷକ, ଯୁବକଙ୍କୁ ରୋଜଗାର ଆମର ଲକ୍ଷ୍ୟ –…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ରେ କଂଗ୍ରେସର ଜୋର୍‌ସୋର୍‌ ନିର୍ବାଚନ ପ୍ରଚାର ଦେଖିବାକୁ ମିଳିଛି । ସ୍କୁଲରେ ଶିକ୍ଷକ, ଯୁବକଙ୍କୁ ରୋଜଗାର ଆମର ଲକ୍ଷ୍ୟ ବୋଲି ପ୍ରଚାର ସମୟରେ କହିଛନ୍ତି ସମରେନ୍ଦ୍ର । ଶିକ୍ଷା ପାଇଁ ଶିକ୍ଷକ ନଦେଇ ସ୍କୁଲ କୋଠାରେ ୫-ଟି ନାଁରେ
Read More...

ବିଜୁ ଯୁବ-ଛାତ୍ର ଜନତା ଦଳର ସଭାରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଳକ୍ ଅନ୍ତର୍ଗତ ବିଡିଘାଟ ପଞ୍ଚାୟତରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଏକ ବିରାଟ ସଭାର ଆୟୋଜନ ହୋଇଥିଲା । ଆଖପାଖରୁ ଶତାଧିକ ଯୁବ-ଛାତ୍ର, ବିଜେଡି କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗିର ବିଜେଡ଼ି ବିଧାୟକ
Read More...

ମଧୁସୂଦନଙ୍କ ଜୟନ୍ତୀ ଓ ଆଲୋଚନାଚକ୍ର ଆସନ୍ତା ୨୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘ ଆୟୋଜିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଓ ଆଲୋଚନାଚକ୍ର ଆସନ୍ତା ଏପ୍ରିଲ ୨୮ ତାରିଖ ଦିନ ସଂଘ ପରିସରରେ ଥିବା ମଧୁମଣ୍ଡପ ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏନେଇ ସଂଘ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ
Read More...