Monthly Archives

April 2024

କଂଗ୍ରେସ ଦଳରେ ଯୋଗ ଦେଲେ ଦେଓଗାଁ ବ୍ଲକ୍‌ ମହଲେଇ ପଂଚାୟତର ବହୁ ବିଜେଡି ନେତା

ସମରେନ୍ଦ୍ରଙ୍କ ଦକ୍ଷତା, ଦୂରଦୃଷ୍ଟି ଓ ନରସିଂହଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମରେ ହେଲେ ଅନୁପ୍ରାଣିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ମହଲେଇ ପଂଚାୟତର ବଗଡା ଗାଁର ବହୁ ବିଜେଡି ଦଳର ଆଗଧାଡିର ବହୁ ନେତା ଓ କର୍ମୀମାନେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ
Read More...

ସୁରକ୍ଷାବଳ ଓ ମାଓବାଦୀ ଗୁଳିବିନିମୟ : ୨ ମାଓବାଦୀ ମୃତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ କଣ୍ଟାମାଳ ଓ ଘଣ୍ଟାପଡ଼ା ବନାଞ୍ଚଳରେ ସୁରକ୍ଷା ବଳ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । କୌଣସି ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ଓଜି, ଡିଭିଏଫ୍‌, ବିଏସ୍‌ଏଫ୍‌ ଓ ପୋଲିସ ଯବାନମାନେ ସର୍ଚ୍ଚ
Read More...

ନିର୍ବାଚନ ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ୱାକାଥନ୍‌ କାର୍ଯ୍ୟକ୍ରମ

ନୂଆପଡା, (ନିରାକାର ମେହେର) : ଆସନ୍ତା ସାଧାରଣ ନିର୍ବାଚନକୁ ନୂଆପଡ଼ା ଜିଲ୍ଲାରେ ସୁରୁଖୁରୁରେ ପାଳନ କରିବା ତଥା ନିର୍ବାଚନରେ ଅଧିକରୁ ଅଧିକ ଭୋଟରଙ୍କୁ ଭୋଟଦାନ ପାଇଁ ଅକୃଷ୍ଟ କରିବା ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲା ସଦରମହକୁମାରେ ୱାକାଥନର ଆୟୋଜନ କରାଯାଇଥିଲା । ଜିଲ୍ଲା
Read More...

ଶ୍ରୀରାମଲୀଳା ପୂଜା ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନବଦିନାଙ୍କ ବୈଠକି କୀର୍ତ୍ତନ ଉଦ୍‌ଯାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦର ବ୍ଲକ ସଦାଇପାଲି ଗ୍ରାମବାସୀଙ୍କ ତରଫରୁ ଶ୍ରୀରାମଲୀଳା ପୂଜାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନାଟକ ବଦଳରେ ନବଦିନ ବ୍ୟାପୀ ଚାଲିଥିବା ବୈଠକି କୀର୍ତ୍ତନ ଆଜି ଉଦ୍‌ଯାପନ ହୋଇଯାଇଛି । ଆୟୋଜକ କମିଟି ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ଏବଂ
Read More...

ସଡ଼କ ଦୁର୍ଘଟଣାରେ ୧ ଗୁରୁତର, ୨ ଆହତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଜି ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ହଜବନ୍ଧ ସ୍ଥିତ ମୁଖ୍ୟରାସ୍ତା ଉପରେ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଜଣେ ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଦୁଇ ଆହତ ହୋଇ ପୋଲସରା ମେଡିକାଲରେ
Read More...

ବିଜୁ ଜନତା ଦଳ କାର୍ଯ୍ୟାଳୟ ଉଦ୍‌ଘାଟିତ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରଠାରେ ନରଲା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର କାର୍ଯ୍ୟାଳୟକୁ ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ପରେ ଏକ ସଭା ଆୟୋଜନ କରାଯାଇଥିଲା । ଏଥିରେ ଚଳିତ ନିର୍ବାଚନରେ କିଭଳି ବିଜୁ ଜନତା
Read More...

ଗାଇସିଲାଟ ବିଜେପି କାର୍ଯ୍ୟକର୍ତ୍ତା ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପି ଗାଇସିଲାଟ ନେଲା ବିଜୟର ସଂକଳ୍ପ । ନିଶ୍ଚିତ ବିଜୟର ଦୃଢ ମାନସିକତା ନେବାକୁ 'ବୁଥ ସ୍ତରୀୟ କାର୍ଯ୍ୟ କର' ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ବିଜେପିର କାର୍ଯ୍ୟକର୍ତ୍ତା ସମାବେଶ ଚଂଘରିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ମୋଦି ଗ୍ୟାରେଣ୍ଟି ସଂପର୍କରେ
Read More...

ବିରଳ ବର୍ଗର ରକ୍ତଦାନ କଲେ ରତ୍ନମଞ୍ଜରୀ

ବରଗଡ଼, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଗ୍ରୀଷ୍ମପ୍ରବାହରେ ପ୍ରାୟତଃ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହେଉଛି । ସାଧାରଣତଃ ସାଧାରଣ ବର୍ଗର ରକ୍ତ ପାଇବା ପାଇଁ ମଧ୍ୟ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୮ ଶହରୁ ଏକ ହଜାର ୟୁନିଟ ରକ୍ତ ଗଚ୍ଛିତ ରଖିବାର କ୍ଷମତା
Read More...

ମୁରିବାହାଲରେ ବିଜେଡ଼ି ପକ୍ଷରୁ ବ୍ଲକସ୍ତରୀୟ ନିର୍ବାଚନ କାର୍ଯ୍ୟାଳୟ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀସ୍ତରୀୟ ବରିଷ୍ଠ ବିଜେଡି ନେତୃବୃନ୍ଦଙ୍କ ଉପସ୍ଥିତିରେ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଓ ବିଜେଡ଼ି ରାଜ୍ୟ ସମ୍ପାଦକ ହଂସରାଜ ଜୈନଙ୍କ ଅଧ୍ୟକ୍ଷତାରେ ୨୦୨୪ ସାଧାରଣ ନିର୍ବାଚନ
Read More...

ଭାରତୀୟ ଜନତା ପାର୍ଟିର ବିଶାଳ ଶୋଭାଯାତ୍ରା ସହ ସହର ପରିକ୍ରମଣ ଏକ ଚର୍ଚ୍ଚାର ବିଷୟ

ଭାଜପା ପକ୍ଷରୁ ଡ଼. ପ୍ରଦୀପ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ନାୟକଙ୍କ ପ୍ରାର୍ଥୀ ପତ୍ର ଦାଖଲ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡି) : ଭାରତୀୟ ଜନତା ପାର୍ଟି ତରଫରୁ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼. ପ୍ରଦୀପ ପାଣିଗ୍ରାହୀ ଏବଂ ଛତ୍ରପୁର ବିଧାନସଭା ପାର୍ଥି କୃଷ୍ଣଚନ୍ଦ୍ର ନାୟକ ନିଜ
Read More...