Monthly Archives

April 2024

ଦୁଃଖ ଯନ୍ତ୍ରଣା ମଧ୍ୟରେ ମତଦାନ

ଜୟପାଟଣା, (ଶେଷଦେବ ବେହେରା) : ପ୍ରକୃତିର ପ୍ରତିବନ୍ଧକ ଭିତରେ ରହି ଆସୁଥିବା ନାଗରିକମାନଙ୍କ ପାଇଁ ସୁଦିନ କେବେ ଆସିବ ତାହା କହିବା ବାହୁଲ୍ୟ ମାତ୍ର । କେଉଁଠି ଜଳ ବନ୍ଦୀର ଜୀବନ ତ ଆଉ କେଉଁଠି ସମୁଦ୍ର ପତ୍ତନରୁ ଚାରି ହଜାରରୁ ଛଅ ହଜାର ଫୁଟ୍‌ ଉପରେ ନିର୍ବାସିତ ଜୀବନ ଜିଁ ଆସୁଥିବା
Read More...

ଅତାବିରାରେ ବିଜେପିର କର୍ମୀ ସମାବେଶ ଓ ମିଶ୍ରଣ ପର୍ବ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅଧିନ ଅତାବିରା ଏନ୍‌ଏସି ଅଗ୍ରସେନ ଭବନ ପାଖରେ ବିଜେପିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଅତାବିରା ଏନ୍‌ଏସି ନଗର ସଭାପତି ସୁରେନ୍ଦ୍ର ସ୍ୱାଇଁଙ୍କ
Read More...

ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ମିଶ୍ରଣ ପର୍ବ : କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଲେ ୪୧ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ କୁଟୁମ୍‌ଡୋଲାର ୨୦ ଜଣରୁ ଅଧିକ ଏବଂ ଭୁଣ୍ଡିମୁହାଣ ପଞ୍ଚାୟତ ଓ ଗ୍ରାମର ୨୧ ଜଣରୁ ଅଧିକ କଂଗ୍ରେସ କର୍ମୀ କଂଗ୍ରେସ ଦଳ ଛାଡ଼ି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ
Read More...

ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୨ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଆଜି ନିର୍ବାଚନ ହେବାକୁ ଥିବା ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୬୪- ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୬୫- ସୁବର୍ଣ୍ଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶିତ
Read More...

ସେଞ୍ଚୁରିଅନ୍‌ ବିଦ୍ୟାଳୟରେ ଇଂରାଜୀ କବିତା ପାଠୋତ୍ସବ ‘ପଏମ୍‌ ପାଲୁଜା’ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାହିତ୍ୟ ସମାଜର ହିତ କରିଥାଏ । ପ୍ରାଚୀନ ଯୁଗରୁ ପଦ୍ୟହିଁ ସାହିତ୍ୟର ପ୍ରଥମ ରୂପ ରୂପେ ପରିଚିତ ହୋଇଆସିଛି । ପଦ୍ୟର ଥିବା ଅନ୍ତର୍ନିହିତ ତତ୍ତ୍ୱ ମଣିଷକୁ ଶିକ୍ଷିତ, ମାର୍ଜିତ କରି ଗଢି ତୋଳି ଥାଏ । ପଦ୍ୟ ବା କବିତାର ଏହି ଗୁରୁତ୍ତ୍ୱପୂର୍ଣ୍ଣ ଅବଦାନ
Read More...

ମଦ ଜବତ : ଦୁଇ ଗିରଫ

ବିନିକା : ବିନିକା ଅବକାରୀ ବିଭାଗ ପକ୍ଷରୁ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବୈଦିପାଲି ଓ ବନ୍ଧପାଲିରେ ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ଅବକାରୀ ବିଭାଗ ୯ ଲିଟର ବିଦେଶୀ ମଦ ଓ ୧୫ ଲିଟର ଦେଶୀ ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ବୈଦିପାଲିର ସୁରୁ ଭୂଏ ଓ
Read More...

ଅଂଶୁଘାତରେ ମୃତ୍ୟୁ ଅଭିଯୋଗ : ଚାଲିଗଲେ ମାଣ୍ଡିଆପଦର ଗାଁର ଅମର ପାଣ୍ଡେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ଜଣେ ଅଂଶୁଘାତରେ ମୃତ୍ୟୁବରଣ କରିଥିବା ଅଭିଯୋଗ ଆଜି ପହଂଚିଛି । ସୂଚନା ଅନୁସାରେ ଲୋଇସିଂହା ବ୍ଲକ୍‌ ଅନ୍ତର୍ଗତ ମାଣ୍ଡିଆପଦର ଗାଁର ଅମର ପାଣ୍ଡେ ଗତ ରାତି ପ୍ରାୟ ୭ଟାରୁ ୮ଟା ମଧ୍ୟରେ ମଜୁରି କାମ କରି ଘରକୁ ଫେରିଥିଲେ । ଘରେ ପହଂଚି ସେ ଟିକେ ଅସୁସ୍ଥତା
Read More...

୮.୪୫୦ ଲିଟର ବିଦେଶୀ ମଦ ଜବତ : ଜଣେ ଗିରଫ

କଣ୍ଟାମାଳ : କଣ୍ଟାମାଳ ଅବକାରୀ ବିଭାଗ ୮.୪୫୦ ଲିଟର ବିଦେଶୀ ମଦ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଦିଲ୍ଲୀପ ମିଶ୍ର । ସୂଚନା ଅନୁଯାୟୀ, ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଘଣ୍ଟାପଡା ଗ୍ରାମର ରାସ୍ତା ନିକଟରେ
Read More...

ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦେଢ଼ଶୁର

ସମ୍ବଲପୁର : ପାରିବାରିକ କଳହର ଉଗ୍ର ରୂପ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଦଲକିବାହାଲ ଗାଁରେ । ଦେଢ଼ଶୁର ଲୋଚନ ପିଙ୍ଗ ସାନଭାଇର ଘରେ ପଶି ନିଜର ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି
Read More...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ

● ୧୩ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଅନ୍ତର୍ଗତ ୮୮ ଲୋକସଭା ଆସନର ୧.୬୭ ଲକ୍ଷ ମତଦାନ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିବେ ପ୍ରାୟ ୧୬ କୋଟିରୁ ଅଧିକ ମତଦାତା● ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ମତଦାନ ଦିନ ସ୍ୱାଭାବିକ ରହିବ ପାଗ● ଭୋଟର ଭାଗିଦାରୀ ପଦକ୍ଷେପ ଆହୁରି ସୁଦୃଢ଼ ହୋଇଛି●
Read More...