Daily Archives

ପାଇଥିବା ମନିପର୍ସ ଫେରାଇଲେ ଯୁବକ

ବରଗଡ଼, (କେପିଏନ୍‌ଏସ୍‌) : ଗତକାଲି ସନ୍ଧ୍ୟାରେ ବରଗଡ଼ ଗାନ୍ଧୀଛକ ପାଖରେ କଂସ ଅଭିନେତା ଭୁବନେଶ୍ୱର ପଧାନଙ୍କ ବଡ଼ ପୁଅ ଅଜିତ ପଧାନ ଗୋଟିଏ ମନିପର୍ସ ପାଇଥିଲେ । ଯେଉଁଥିରେ ୯୪୨୦ ଟଙ୍କା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା । ସେଥିରୁ ପରିଚୟ ପାଇ ବରଗଡ଼ ରେଲୱେ ଷ୍ଟେସନପଡାର
Read More...

ସମ୍ବାଦ ଆମ ଓଡିଶା : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରା ପକ୍ଷରୁ ସ୍ୱାଭିମାନ ଦିବସ…

ତୁଷୁରା, (କେପିଏନ୍‌ଏସ୍‌) : ରବିବାର ପୂର୍ବାହ୍ନ ୯ଟା ସମୟରେ ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସମ୍ବାଦ ଆମ ଓଡିଶା, ସମ୍ବାଦ ସାହିତ୍ୟ ଘର, ଗୁଡଭେଲା ଓ ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରାର ମିଳିତ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀକୁ
Read More...

ବ୍ରହ୍ମପୁର ଲୋକସଭା ଓ ଅନ୍ୟ ବିଧାନସଭା କ୍ଷେତ୍ର ପରିସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ସାଧାରଣ ପ୍ରଶାସନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୨୦- ବ୍ରହ୍ମପୁର ଲୋକସଭା ନିମନ୍ତେ ନିଯୁକ୍ତ ଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୌରଭ ଦୁବେ ଏବଂ ୧୩୫- ଚିକିଟି- ବିଧାନସଭା, ୧୩୩-ବ୍ରହ୍ମପୁର ବିଧାନସଭା, ୧୩୨- ଗୋପାଳପୁର ବିଧାନସଭା ଏବଂ ୧୨୭- ଛତ୍ରପୁର ବିଧାନସଭା ନିମନ୍ତେ ନିର୍ବାଚନ ଖର୍ଚ୍ଚ
Read More...

ଦର୍ଶୀର ସମ୍ବର୍ଦ୍ଧନା ଉତ୍ସବ ଓ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ଦର୍ଶୀ ତରଫରୁ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ସ୍ୱଚ୍ଛତା କର୍ମୀ ସମ୍ବର୍ଦ୍ଧନା ଉତ୍ସବ ଓ ଆଲୋଚନାଚକ୍ର ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ଦର୍ଶୀର ସଭାପତି ସୁଜାତା ସାହୁଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦିକା
Read More...

ଆଇନ ମହାବିଦ୍ୟାଳୟରେ ବୌଦ୍ଧିକ ସମ୍ପତ୍ତିର ଅଧିକାର ସମ୍ପର୍କରେ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ବୌଦ୍ଧିକ ସମ୍ପତ୍ତିର ଅଧିକାର ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର ମହାବିଦ୍ୟାଳୟର ସେମିନାର ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଭୁରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଛାତ୍ର ଦେବାଶିଷ
Read More...

୧୯- ଆସ୍କା ଲୋକସଭା ଏବଂ ବିଧାନସଭା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

ଜନସାଧାରଣ ଯେପରି ହଇରାଣ ହେବେ ନାହିଁ ସେଥିପ୍ରତି ଦୃଷ୍ଟିଦେବାକୁ ପର୍ଯ୍ୟବେକ୍ଷକଙ୍କ ଉପଦେଶ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ନିର୍ବାଚନ ଯେଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ, ସେଥି ନିମନ୍ତେ ପର୍ଯ୍ୟବେକ୍ଷକମାନଙ୍କ ଗୁରୁତ୍ୱାରୋପ କରିଥିଲେ । ଗଞ୍ଜାମ ଜିଲ୍ଲାରେ
Read More...

ତପ୍ତପାଣି ଘାଟିରେ ଓଲଟିଲା ବୋରୱେଲ ଟ୍ରକ୍ : ୧୨ ଜଣ ଆହତ

ଗଞ୍ଜାମ : ଗଞ୍ଜାମ ଦିଗପହଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା । ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ଓଲଟିଲା ବୋରୱେଲ ଟ୍ରକ୍ । ଏଥିରେ ୧୨ ଜଣ ଆହତ ହୋଇଛନ୍ତି । ସେହିପରି ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସୂଚନା ଅନୁଯାୟୀ, ନଳକୂପ ଖନନ ଗାଡ଼ିଟି ଗଜପତିରୁ ଫେରୁଥିବା ବେଳେ ଦୁର୍ଘଟଣା
Read More...

ଜଙ୍ଗଲରୁ ୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ବୌଦ୍ଧ : ଲକେଡ଼ପାଜୁ ଗାଁ ନିକଟ ଜଙ୍ଗଲରୁ ବୌଦ୍ଧ ଥାନା ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ବିଶ୍ୱସ୍ତ ସୂତ୍ରର ଖବର ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା । ଜବତ ଗଞ୍ଜେଇର ପରିମାଣ ୮ କ୍ୱିଣ୍ଟାଲ ହେବ । ଏନେଇ ବୌଦ୍ଧ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ କାହାର ସଂପୃକ୍ତି
Read More...

କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ବିଶ୍ୱ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୨୮ ଏପ୍ରିଲ ୨୦୨୪ରେ 'କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ବିଶ୍ୱ ଦିବସ' ପାଳନ କରାଯାଏ । କାର୍ଯ୍ୟକ୍ଷେତ୍ରରେ କୌଣସି ଦୁର୍ଘଟଣା ଏବଂ ରୋଗକୁ ରୋକିବା ପାଇଁ ଏହି ଦିନଟି ଉତ୍ସର୍ଗୀକୃତ ଅଟେ । କାର୍ଯ୍ୟକ୍ଷେତ୍ରରେ ସମସ୍ତ ଶ୍ରମିକଙ୍କ
Read More...

ଟ୍ରେଡ୍‌ ୟୁନିୟନ୍ ନେତା ରମେଶ ଦାଶଙ୍କ ନେତୃତ୍ୱରେ ଗଞ୍ଜାମ ସହରରେ ବିଜେଡ଼ି ସମାବେଶ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଟ୍ରେଡ୍ ୟୁନିଅନ୍ କାର୍ଯ୍ୟକର୍ତ୍ତା ତଥା ସମାଜସେବୀ ରମେଶଚନ୍ଦ୍ର ଦାଶଙ୍କ ନେତୃତ୍ୱରେ ଗଞ୍ଜାମ ସହରର ମା' ବୁଢ଼ୀ ଠାକୁରାଣୀ ମନ୍ଦିର ନିକଟରେ ବିଜେଡ଼ି ସାଂଗଠନିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଶତାଧିକ କର୍ମୀ, ନେତ୍ତୃବର୍ଗ
Read More...