Daily Archives

ରାସ୍ତା ମଝିରେ ଜଳିଗଲା ହାଇୱା

ଢେଙ୍କାନାଳ : ଢେଙ୍କାନାଳ ସହରର ନିକଟବର୍ତ୍ତୀ କାମାକ୍ଷା ଛକରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ଚଳନ୍ତା ଚିପ୍ସ ବୋଝେଇ ହାଇୱାରେ ଅଚାନକ ନିଆଁ ଲାଗି ଜଳିଯାଇଥିବା ଜଣାପଡିଛି । ତେବେ ଗାଡିର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେ ସୁରକ୍ଷିତ ଥିବା ଜଣାପଡିଛି । ହାଇୱାଟି ଚିପ୍ସ ବୋଝେଇ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଓଡିଶା ଦିବସ : ସାହିତ୍ୟିକ ଓ ସାମ୍ବାଦିକ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦ୍ୱାରା ସୋମବାର ଦିନ ଓଡିଶା ଦିବସ ବିଦ୍ୟାଳୟର କନ୍‌ଫରେନ୍ସ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରୀଛାତ୍ର, ଗୁରୁମା, ଗୁରୁଜୀ ଏବଂ
Read More...

ଗାୟତ୍ରୀ ଆର୍ଟ ଆଣ୍ଡ୍ କ୍ରାପ୍ଟର ଚିତ୍ରକଳା ପ୍ରଦର୍ଶନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗାୟତ୍ରୀ ଆର୍ଟ ଆଣ୍ଡ୍ କ୍ରାପ୍ଟ ଓ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । କ୍ରାପ୍ଟର ମୁଖ୍ୟ ଶକ୍ତିପ୍ରଦା ଜେନାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶର୍ମିଷ୍ଠା କବି
Read More...

ବିପଦ ସଙ୍କୁଳ ଅବସ୍ଥାରେ ରାସ୍ତା କଡ ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ହଟେଇବା ପାଇଁ ଦାବୀ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି - ତୁରେକେଲା ପିଡବ୍ଲୁଡି ମୁଖ୍ୟରାସ୍ତାର ପ୍ରସ୍ତତି କରଣ ଚାଲିଛି । କଣ୍ଟାବାଞ୍ଜି ସହରଠାରୁ ଅନିତ ଦୂରରେ ନୂତନ କୋର୍ଟ ବିଲ୍‌ଡିଙ୍ଗ ଏବଂ ଆମ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଚାଲିଛି । ରାସ୍ତାର ଉଭୟ ପାଖରେ ପ୍ରସ୍ତତି କରଣ ଚାଲିଥିବା
Read More...

ଆରମ୍ଭ ହେଲା କାମନା ଦଣ୍ଡଯାତ୍ରା

ମ.ରାମପୁର, (ହେମନ୍ତ ସାହୁ) : ଭକ୍ତି ଆଉ ବିଶ୍ୱାସର ପର୍ବ କାମନା ଦଣ୍ଡଯାତ୍ରା ଆଜିଠାରୁ ଆରମ୍ଭ ହେଉଛି । ପ୍ରଥମ ଦିବସରେ ବିଭିନ୍ନ ଦଣ୍ଡ ଦଳ ପୂଜା ସହିତ ପଇତା ଧାରଣ ପୂର୍ବକ ବ୍ରତ ଆରମ୍ଭ କରିଥିଲେ । ତଳସାଗର ପଡା, ବୁରାଟ, ସୀର୍କିହେଜୁ, ପଣ୍ଡକାମାଳ (କଲୋନୀ ପଡା), ଆମ୍ବଗାଆଁ (ବାବୁ ପଡା),
Read More...

ସମ୍ବାଦ ସାହିତ୍ୟ ଘର ଗୁଡଭେଲାର ହସ୍ତତନ୍ତ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଆନୁକୂଲ୍ୟରେ ୧ ଏପ୍ରିଲ ମଧ୍ୟାହ୍ନ ୧୨ ଘଟିକା ସମୟରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁଷୁରାଠାରେ ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ 'ହସ୍ତତନ୍ତ ଦିବସ' ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଉତ୍କଳ ଦିବସ ତଥା ପ୍ରଥମ ପ୍ରବେଶ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷକ କ୍ଷମାନିଧି ନାଏକ ଯୋଗଦେଇ
Read More...

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଏଦୀ ଫେରାର୍‌

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ କଏଦୀ ଫେରାର୍‌ ହୋଇଯାଇଥିବା ଜଣାପଡିଛି । ହତ୍ୟାକାରୀ ମାମଲାରେ ଥିବା କଏଦୀ ଅର୍ଜୁନ ମୁଣ୍ଡା ବିଳମ୍ବିତ ରାତରେ ଚମ୍ବଟ ମାରିଛି । ଭସ୍ମା ଥାନା ଅଞ୍ଚଳର ଏକ ହତ୍ୟା ଘଟଣାରେ ସଜା କାଟୁଥିଲେ କଏଦୀ ଅର୍ଜୁନ । ଅପରେସନ ହୋଇ ଜିଲ୍ଲା
Read More...

କୁଣ୍ଡାବୁଟୁଲା ଛେଳିଆ ସାହୁ ହାଇସ୍କୁଲର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ କୁଣ୍ଡାବୁଟୁଲା ଛେଳିଆ ସାହୁ ହାଇସ୍କୁଲର ୩୬ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଉତ୍କଳ ଦିବସ ଅବସରରେ ପୂଜା ମଣ୍ଡପ ଓ ଭଗବାନ ଶ୍ରୀଗଣେଶ ଓ
Read More...

ଜଲପାଇଗୁଡିରେ ଆକସ୍ମିକ ଝଡ଼ ନେଲା ୫ଜଣଙ୍କ ଜୀବନ : ୩୦୦ରୁ ଅଧିକ ଆହତ

କୋଲକାତା : ଜଲପାଇଗୁଡିରେ ଆକସ୍ମିକ ଝଡ଼ ନେଲା ୫ଜଣଙ୍କ ଜୀବନ । ୩୦୦ରୁ ଅଧିକ ଆହତ । ରବିବାର ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲ୍ଲାରେ ଆକସ୍ମିକ ଝଡ଼ ଆସିବାରୁ ଅତି କମରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି । ଏହି ବିପର୍ଯ୍ୟୟ ଦ୍ୱାରା ବିଭିନ୍ନ
Read More...
error: Content is protected !!