Monthly Archives

March 2024

ମୁରିବାହାଲରେ ନୂତନ ତହସିଲଦାର ରୂପେ ଜଗଦୀଶ କାରତ୍ତାମିଙ୍କ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲର ନୂତନ ତହସିଲଦାର ରୂପେ ଜଗଦୀଶ କାରତ୍ତାମି ଆଜି ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ମୁରିବାହାଲ ତହସିଲଦାର ଆୟୁବ ମଣ୍ଡଳଙ୍କଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ । କାରତ୍ତାମି ଏହା ପୂର୍ବରୁ ବଲାଙ୍ଗିର
Read More...

ନୂତନ ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ଡ଼. ଅଜୟ କୁମାର ତ୍ରିପାଠୀ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହାକୁ ନେଇ ନୂତନ ଅଧ୍ୟକ୍ଷଙ୍କୁ ଏହି କଲେଜର ପୁରାତନ ଛାତ୍ର ସଂସଦ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପୁରାତନ
Read More...

ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୦୨୪ ନିର୍ବାଚନ ପରେ ଗଠିତ ବଲାଙ୍ଗିର ନାଗରିକ କମିିଟିର କାର୍ଯ୍ୟକାରୀ କମିଟିର ପ୍ରଥମ ବୈଠକ ସ୍ଥାନୀୟ ରେଳ ଉପଭୋକ୍ତା ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠାନର ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର ଉନ୍ନତି କଳ୍ପେ
Read More...

ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ

ଗତ ୨୦ ବର୍ଷ ମଧ୍ୟରେ ଓଡିଶାର ‘ମା’ମାନେ ବହୁତ ଆଗକୁ ଆସିପାରିଛନ୍ତିମା’ମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ଆମର ଉଦ୍ୟମ ଜାରି ରହିଛିମା’ମାନଙ୍କ ପାଖରେ ବହୁତ ସମ୍ଭାବନା ରହିଛି,ଦୃଢ ନିଶ୍ଚୟ ହେଲେ ସେମାନେ ବହୁତ କିଛି ହାସଲ କରିପାରିବେମିଶନ ଶକ୍ତି
Read More...

ପୋଲିସ ହାଇସ୍କୁଲ ବଲାଙ୍ଗିରରେ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ପତ୍ର ଅର୍ପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରମାଣପତ୍ର ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ଯେଉଁମାନେ ବିଦ୍ୟାଳୟକୁ ସାହାଯ୍ୟ ଓ ସହଯୋଗର ହାତ ବଢାଇଛନ୍ତି ସେମାନଙ୍କୁ ପ୍ରଦାନ କରାଯାଇଥିଲା । ଏଥି ପାଇଁ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବିରାଟ କେଶରୀ
Read More...

ମହିଳା ଦିବସରେ ଲକ୍ଷ୍ୟଭେଦ ପ୍ରତିଯୋଗିତା

ଆରକ୍ଷଣ ୩୩% ୨୦୨୪ ଉପରେ ମହିଳାମାନେ ଲକ୍ଷ୍ୟ ଭେଦ କରିଥିଲେ କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ନ୍ୟାସ୍‌ନାଲ୍‌ ୟୁନିଅନ୍‌ ଅଫ୍‌ ବ୍ୟାକୱାର୍ଡ କ୍ଲାସ ଓ କଳାହାଣ୍ଡି ବିକାଶ ପରିଷଦର ମିଳିତ ଆୟୋଜନରେ ଗୁରୁବାର ଦିନ ମହିଳା ଦିବସ ପାଳନ କରାଯାଇଛି । ପଛୁଆ ବିଶେଷକରି ଏସ୍‌ସି, ଏସ୍‌ଟି
Read More...

ମାଟିଆଭଟା ପଞ୍ଚାୟତରେ ମନରେଗା ଯୋଜନା କାମରେ ନକଲି କାର୍ଯ୍ୟାଦେଶ ଦେଇ ନିରୀହ ଚାଷୀଙ୍କୁ ଠକିଛନ୍ତି ସରପଞ୍ଚ ଏବଂ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗରିବ ଖଟିଖିଆଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ କରିବା ପାଇଁ ୨୦୦୫ ମସିହାରେ କାର୍ଯ୍ୟକାରୀ ହୋଇଥିଲା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା । ଏହି ଯୋଜନା ମାଧ୍ୟମରେ ଅନେକ କାମ ହେଉଥିଲେ ବି ଗରିବ ଚାଷୀ ନିଜ ଜମିରେ
Read More...

ପଦ୍ମପୁର ବିଧାନସଭାରେ ନାରୀଶକ୍ତି ବନ୍ଦନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପର ବିଧାନସଭା ପଦ୍ମପୁରର ଟାଉନ ହଲ୍, ପାଇକମାଲର ଆଇଓସିଏଲ୍‌ ଗେଷ୍ଟ୍‌ ହାଉସ ଏବଂ ଝାରବନ୍ଧ ବ୍ଲକର ଡଭା ଗ୍ରାମର ସାହୁ କଲ୍ୟାଣ ମଣ୍ଡପଠାରେ ବିଜେପି ମହିଳା ମୋର୍ଚ୍ଚା ନେତୃତ୍ୱରେ ନାରୀଶକ୍ତି ବନ୍ଦନ ମୋଦୀଜୀଙ୍କ ବାର୍ତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଶୁଭ ଉଦ୍‌ଘାଟନ

ଜିଲ୍ଲାର ଭିନ୍ନକ୍ଷମଙ୍କୁ ମିଳିବ ସ୍ୱତନ୍ତ୍ର ଚିକିତ୍ସା, ସହାୟତା ଓ ପରାମର୍ଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ତରଫରୁ ଆଜି ଜିଲ୍ଲାର ସଦର ମହକୁମାଠାରେ ଡିଡିଆର୍‌ସି କେନ୍ଦ୍ରର ଶୁଭ ଉଦ୍‌ଘାଟନ କେନ୍ଦ୍ରମନ୍ତ୍ରୀ ସାମାଜିକ
Read More...

ବିଦ୍ୟାଳୟସ୍ତରୀୟ ମୋ ସ୍କୁଲ ଅଭିଯାନରେ ଧନ୍ୟବାଦ ଉତ୍ସବ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ତତ୍ୱାବଧାନରେ ମୋ ସ୍କୁଲ ଅଧ୍ୟକ୍ଷ ପଞ୍ଚୁଦେବ ସାହୁଙ୍କ ସଭାପତିତ୍ୱରେ ମୋ ସ୍କୁଲ ଅଭିଯାନ ତରଫରୁ ଧନ୍ୟବାଦ ଉତ୍ସବ ପାଳିତ
Read More...