Monthly Archives

March 2024

ବଙ୍ଗୋମୁଣ୍ଡାରେ ବିଶ୍ଵ ମହିଳା ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସ୍ଥିତ ନାଏକପଡାରେ ପୂର୍ବତନ ସରପଞ୍ଚ ଜଗଦୀଶ ସୁନାଙ୍କ ନେତୃତ୍ୱରେ ବିଶ୍ୱ ମହିଳା ଦିବସ ଆୟୋଜିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାର ସାଧାରଣ ସମ୍ପାଦକ ଫିରୋଜ ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃଶକ୍ତି ଉପରେ
Read More...

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବିଜେଡିର ମହିଳା ସମାବେଶ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଜିପି ଝିଙ୍କିପଡା ଗ୍ରାମଠାରେ ଅବାହିକା ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟାକ୍ଷା ନିରୁପମା ମାଝୀଙ୍କ ଆହ୍ୱାନ କ୍ରମେ ଆନ୍ତର୍ଜାତିକ ମହିଳା ଦିବସ
Read More...

ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନକୁ ସମ୍ମାନ ଜଣାଇ କ୍ରାନ୍ତି ପାଳନ କଲା ଆନ୍ତର୍ଜାତୀୟ ମହିଳା ଦିବସ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନର ଦିବସ । ମହିଳାଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ସମଗ୍ର ବିଶ୍ୱରେ ମହିଳାମାନଙ୍କର ଜୀବନରେ ସୁଧାର ଆଣିବା ପାଇଁ ଓ ସେମାନଙ୍କ ପ୍ରତି
Read More...

ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକର ବିଭିନ୍ନ ଶୈବ ପୀଠରେ ପବିତ୍ର ଶିବ ଚତୁର୍ଦ୍ଦଶୀ ଅବସରରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ବଡି ଭୋରରୁ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ବିଭିନ୍ନ ମନ୍ଦିର ମାନଙ୍କରେ ପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ପହଞ୍ଚିଥିଲେ । ବ୍ଲକ ଅନ୍ତର୍ଗତ
Read More...

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଟିଟିଲାଗଡର ସଫଳ ମହିଳାଙ୍କୁ ପ୍ରଭାବତୀ ସ୍କୁଲ ତରଫରୁ ଦିଆଗଲା ସମ୍ବର୍ଦ୍ଧନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମାର୍ଚ୍ଚ ୮ ତାରିଖକୁ ବିଶ୍ଵ ବ୍ୟାପି ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲ ତରଫରୁ ଟିଟିଲାଗଡ ସହରର ସଫଳ ମହିଳାଙ୍କୁ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ସେମାନଙ୍କ ଘରକୁ ଯାଇ
Read More...

ପ୍ୟାରିସରେ ପିଏଚ୍‌ଡି ଲାଭ କଲେ ବଲାଙ୍ଗିରର ପୁଅ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଫ୍ରାନ୍ସ ଦେଶର ପ୍ୟାରିସ ସ୍ଥିତ ଡିଲିଲ୍‌ ପ୍ରତିଷ୍ଠାନରେ ବଲାଙ୍ଗିର ମାଲପଡାର ବାଳଯୋଗୀ ମୋହନ ଦାଶ ପିଏଚ୍‌ଡି ଲାଭ କରି ବଲାଙ୍ଗିର ପାଇଁ ଗୌରବ ଆଣିଛନ୍ତି । ଉପରୋକ୍ତ ପ୍ରତିଷ୍ଠାନରେ ଛାତ୍ରବୃତ୍ତି ଲାଭ କରି ତିନି ବର୍ଷ ଗବେଷଣା ପରେ ସେ ଏହି ଡିଗ୍ରୀ ହାସଲ
Read More...

ମହାଶିବରାତ୍ରୀ ପାଇଁ ଟିଟିଲାଗଡ ଧବଳେଶ୍ୱର ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ରାତିରେ ଉଠିବ ଜାଗର ଦୀପ । ଏହିଦିନ ଭକ୍ତମାନେ ଉପବାସ କରି ସକାଳୁ ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ ଲାଭ କରିଥାନ୍ତି । ରାତିରେ ଜାଗର ଦୀପ ଉଠିବା ପରେ ଉପବାସ ଭାଙ୍ଗିଥାଆନ୍ତି । ଟିଟିଲାଗଡ଼ର ପ୍ରଭୁ ଧବଳେଶ୍ୱର ମନ୍ଦିର ପଶ୍ଚିମ ଓଡ଼ିଶାର ଏକ
Read More...

ସର୍ଟ ସାର୍କିଟ ଯୋଗୁଁ ନିଆଁ ଲାଗି ଜଳିଗଲା ଜରୁରୀ କାଗଜପତ୍ର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବିଏସ୍ଏସ୍ଓ ଏବଂ ଡିଇଓଙ୍କ କାର୍ଯ୍ୟାଳୟରେ ସର୍ଟ ସାର୍କିଟ ଯୋଗୁଁ ନିଆଁ ଲାଗି ତିନୋଟି କମ୍ପ୍ୟୁଟର ସହ ଜରୁରୀ କାଗଜପତ୍ର ସବୁ ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି । ଫଳରେ କାମ ବନ୍ଦ ଥିବା ସୂଚନା ମିଳିଛି ।
Read More...

ସ୍ୱର୍ଗତ ରମେଶ ଚନ୍ଦ୍ର ଗୁରୁଙ୍କ ସମ୍ପୂର୍ଣ୍ଣ ଜମା ପୁଞ୍ଜି ଦୁଇ ଲକ୍ଷ ଟଙ୍କା ଦାନ

ବରଗଡ, (ନିରୋଜ କୁମାର ପାଣୀ) : ବିଶିଷ୍ଟ କମ୍ୟୁନିଷ୍ଟ ନେତା ସ୍ୱର୍ଗତ ରମେଶ ଚନ୍ଦ୍ର ଗୁରୁଙ୍କ ସମ୍ପୂର୍ଣ୍ଣ ଜମା ପୁଞ୍ଜି ଦୁଇ ଲକ୍ଷ ଟଙ୍କାକୁ ତାଙ୍କ ଭଣଜା କିଶୋର ପଣ୍ଡା ଦାନ କରିଛନ୍ତି । ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଛାତ୍ରୀ ରୋଶନୀ
Read More...

ଡେଲାଙ୍ଗରେ ବିଏସ୍‌କେୱାଇ ନବୀନ କାର୍ଡ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବିଏସ୍‌କେୱାଇ ନବୀନ କାର୍ଡ ନୂତନ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ
Read More...