Monthly Archives

March 2024

ବିଶ୍ୱ ପାଇପ ଯୋଗେ ନିରାପଦ ଜଳଯୋଗାଣ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍ତମ ଜଳ ଯୋଗାଣର ସୁବ୍ୟବସ୍ଥା, ସ୍ୱାସ୍ଥ୍ୟ, ପରିବେଶ, ପରିମଳ, ନିରାପତ୍ତା ଏବଂ ସ୍ଥିରତା ରକ୍ଷା କରିବାରେ ପାଇପ ମିସ୍ତ୍ରୀ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ୧୧ ମାର୍ଚ୍ଚରେ ଡବ୍ଲୁପିଡ଼ି
Read More...

ବେଲପଡ଼ାରେ ବିଧାୟକଙ୍କ ଶକ୍ତି ପ୍ରଦର୍ଶନ

ବେଲପଡ଼ା, (ଅଶୋକ କୁମାର ବାଗ) : ରାଜ୍ୟ ରାଜନୀତିରେ ସବୁ ସମୟରେ ଚର୍ଚ୍ଚାରେ ରହିଥାଏ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ । ୫ ଥର ପାଇଁ ବିଧାୟକ ହୋଇଥିବା ବିଜେପିର ଭେଟରେନ୍‌ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ହରାଇ ଯୁବ ନେତା ସରୋଜ ମେହେର ବିଧାୟକ ହୋଇ ସାରା ରାଜ୍ୟରେ ଚର୍ଚ୍ଚାରେ ଥିଲେ ।
Read More...

ବାବେଜୁରୀ ଗ୍ରାମ ଶ୍ଵଶୁର ଘରୁ ଲାଠୋରର ଜ୍ୱାଇଁଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ପଞ୍ଚାୟତ ବାବେଜୁରୀ ଗ୍ରାମ ଶ୍ଵଶୁର ଘର ଗାଁର ଏକ ଜମିରେ ଥିବା ମହୁଲ ଗଛରୁ ଜ୍ୱାଇଁଙ୍କ ଝୁଲନ୍ତା ଶବ ଠାବ ହୋଇଛି । ଲାଠୋର ଥାନା କଲୋନୀପଡ଼ାର ରଘୁ ମାଝୀଙ୍କ ପୁଅ ନିଲି ମାଝୀ(୨୫) ବାବେଜୁରୀ ଗ୍ରାମ
Read More...

୪୦ ଫୁଟ ଗଭୀର ବୋରୱେଲ୍‌ରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀର କେଶୋପୁର ମଣ୍ଡି ନିକଟରେ ଥିବା ସ୍ଥାନୀୟ ଜଳବୋର୍ଡର ଏକ ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିି ରବିବାର ଜଣେ ଯୁବକ(୩୦)ଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ(ଏନ୍‌ଡିଆର୍‌ଏଫ୍‌) ଦ୍ୱାରା ଉକ୍ତ ଯୁବକଙ୍କ ମୃତଦେହକୁ ଜବତ କରାଯାଇଛି । ଶନିବାର
Read More...

ଭୁବନେଶ୍ୱର ସହରାଞ୍ଚଳ ପୋଲିସର ଧରପଗଡ ଅଭିଯାନ

ଭୁବନେଶ୍ୱର : ସେଫ ସିଟି ଡ୍ରାଇଭ ଅଭିଯାନ କ୍ରମରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା ତରଫରୁ ବିଭିନ୍ନ ଥାନା ଅଞ୍ଚଳରେ ମଦ୍ୟପାନ କରି ଗାଡି ଚାଳନା ବିରୋଧରେ ଧରପଗଡ ଅଭିଯାନ କଡାକଡି କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ରାତିରେ କମିଶନରେଟ ପୋଲିସର
Read More...

ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ

ରାୟଗଡ଼ା : ଆନ୍ଧ୍ରପ୍ରଦେଶ କୋତାବାଲସା ରେଳ ଷ୍ଟେସନ ନିକଟରେ ରବିବାର ଏକ ପାସେଞ୍ଜର ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ ସହିତ ୨ଟି ବଗି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାରେ ଜଣେ ଲୋକୋ ପାଇଲଟ ଆହତ ହୋଇଛନ୍ତି । ଅନ୍ୟ କୋଣସି ଯାତ୍ରୀ
Read More...

ଖୁଟୁଲୁମୁଣ୍ଡା ଗାଁରେ ମହାଶିବରାତ୍ରୀ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ହିଆଁଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁର ଗୁପ୍ତେଶ୍ୱର ଶୈବପୀଠରେ ମହାଶିବରାତ୍ରି ପାଳିତ ହୋଇଯାଇଛି । ଗତ ଗୁରୁବାର ସନ୍ଧ୍ୟାରେ ଅଧିବାସ କଳସ ଯାତ୍ରା, ଶୁକ୍ରବାର ଶିବରାତ୍ରି ଶିବ ପୂରାଣ ଅଧ୍ୟୟନ ଏବଂ
Read More...

୨୦୨୪ ଓସ୍କାର ପୁରସ୍କାର ଘୋଷଣା : କ୍ରିଷ୍ଟୋଫର ଶ୍ରେଷ୍ଠ ନିର୍ଦ୍ଦେଶକ

ୱାଶିଂଟନ : ପ୍ରତ୍ୟେକ ଷ୍ଟାର୍‌ ଓସ୍କାର ଜିତିବାର ସ୍ୱପ୍ନ ଦେଖନ୍ତି । ଏକାଡେମୀ ପୁରସ୍କାର ଦୁନିଆର ସବୁଠାରୁ ଲୋକପ୍ରିୟ ପୁରସ୍କାର ସମାରୋହ ମଧ୍ୟରୁ ଅନ୍ୟତମ । ୧୦ ମାର୍ଚ୍ଚ ୨୦୨୪ରେ ଲସ୍‌ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଏକାଡେମୀ ପୁରସ୍କାର ଅନୁଷ୍ଠିତ ହୋଇ ମାର୍ଚ୍ଚ ୧୧ରେ ଓଟିଟି
Read More...

ବିଦ୍ୟୁତ ଗ୍ରୀଡ ଅଫିସରେ ଅଗ୍ନିକାଣ୍ଡ : ଜଳିଗଲା ପାୱାର ଟ୍ରାନ୍ସଫର୍ମର

ଜଳେଶ୍ଵର : ବିଦ୍ୟୁତ ଗ୍ରୀଡ ଅଫିସରେ ଅଗ୍ନିକାଣ୍ଡ । ଜଳିଗଲା ପାୱାର ଟ୍ରାନ୍ସଫର୍ମର । ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ନୂଆବଜାର ବିଦ୍ୟୁତ ଗ୍ରୀଡ ଷ୍ଟେସନରେ ଅଗ୍ନିକାଣ୍ଡ । ୨.୫ ଏମଭିଏ ପାୱାର ଟ୍ରାନ୍ସଫର୍ମର ହୁହୁ ହୋଇ ଜଳିଯାଇଥିବା ଖବର ମିଳିଛି । ଆଜି ସକାଳ୬ ଟା ସମୟରେ ଏକ ମାଙ୍କଡ଼ ଡେଇଁ
Read More...

ଶାନ୍ତିପଡ଼ାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ସହ ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ଦଳ ଡ଼ିଆଁ କାର୍ଯ୍ୟକ୍ରମ ସେତେ ବଢି ବଢି ଯାଉଥିବା ବେଳେ ଏହାର ଏକ ଜ୍ୱଳନ୍ତ ଉଦାହରଣ ବଲାଙ୍ଗିରରେ ଦେଖିବାକୁ ମିଳିଛି । ବଲାଙ୍ଗିର ବିଜେପି ଦଳ ସହ ଦୀର୍ଘ ବର୍ଷ ହେବ ଜଡ଼ିତ ଥିବା ବଲାଙ୍ଗିର ଶାନ୍ତିପଡ଼ାର ଦେବରାଜ ନାଗ
Read More...