Daily Archives

ରେଙ୍ଗାଲି ଗ୍ରାମରୁ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର : କାରଣ ଅସ୍ପଷ୍ଟ, ପୁଲିସର ତଦନ୍ତ ଜାରି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ପଞ୍ଚାୟତ ରେଙ୍ଗାଲି ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ରେଙ୍ଗାଲି ଗ୍ରାମରେ ରବିବାର ଷୋହଳ ପ୍ରହରୀ ନାମଯଜ୍ଞ ଚାଲିଥିଲା । ଗ୍ରାମରେ ଥିବା ଏକ
Read More...

ବାଇକ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ହରଡ଼ଖୋଲ : ସୋନପୁର ବ୍ଳକ ଗଡ଼ିଆ ଗ୍ରାମ ନିକଟରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟଯେ, ଗତକାଲି ବିଳମ୍ବିତ ରାତିରେ ଗଡିଆ ଗ୍ରାମର ଲୋକନାଥ ଷାଣ୍ଡ ଓ
Read More...

୧୫ ଫୁଟ ତଳକୁ ଓଲଟିଲା ଟ୍ରକ୍‌

ବୋର୍ଡା : କେଗାଁ ଥାନା ବୋର୍ଡା ରାଇସ ମିଲ୍‌ ଛକଠାରେ ରାୟପୁରରୁ ବିଶାଖାପାଟଣା ଯାଉଥିବା ଏକ ଟ୍ରକ୍‌ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ଓଲଟି ପଡ଼ିଥିବା ଖବର ମିଳିଛି । ଦୁର୍ଘଟଣାରେ ଡ୍ରାଇଭର୍‌ ଓ ହେଲ୍‌ପର ସୁରକ୍ଷିତ ଥିବା ଜଣାପଡ଼ିଛି । ଉକ୍ତ ଟ୍ରକ୍‌ରେ ଲୁହା ପରିବହନ କରାଯାଉଥିବା ସୂଚନା
Read More...

ଗଞ୍ଜେଇ ଜବତ, ୨ ଗିରଫ

ଗୁଡ଼ଭେଲା : ତୁଷୁରା ଅବକାରୀ ବିଭାଗ ୧୨କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫସୂଚନା ମିଳିଛି । ଗିରଫ ଅଭିଯୁକ୍ତଦ୍ଵୟ ହେଲେ ସଇଁନ୍ତଳା ଥାନା ବେଲଗାଁର ପ୍ରକାଶ ଅଗ୍ରୱାଲ ଓ ଶିଶକେଲା ଗ୍ରାମର ତ୍ରିଲୋଚନ ରଣା । ଏନେଇ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା
Read More...

ପଣ୍ଡରାଣୀରେ ଅଭିରାମ ଆଶ୍ରମର ଭକ୍ତ ମିଳନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ପଣ୍ଡରାଣୀ ଗ୍ରାମରେ ଅଭିରାମ ଆଶ୍ରମର ବାର୍ଷିକ ଭକ୍ତ ମିଳନ ସମାରୋହ ଉଦ୍‌ଯାପିତ ହୋଇଯାଇଛି । ତିନିଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ପ୍ରହରୀ ମଣ୍ଡପ ପ୍ରତିଷ୍ଠା, ନାମଯଜ୍ଞ ଶୁଭାରମ୍ଭ ଓ ଅନ୍ତିମ ଦିନରେ ପୂର୍ଣ୍ଣାହୁତି
Read More...

ଗଜାନନ ତ୍ରିପାଠୀଙ୍କୁ ମିଳିଲା ସମ୍ମାନ ଜନକ ଡ଼କ୍ଟରେଟ୍‌ ଉପାଧି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜଣେ ଜଣାଶୁଣା ଅବା ଏକାଧାରରେ ଲେଖକ କବି, ସାମ୍ବାଦିକ ତଥା ପରିବେଶବିତ୍ ପ୍ରକୃତି ମଣିଷ, ଆଇନଜୀବୀ ଏବଂ ସମାଜସେବୀ, ପ୍ରାକୃତିକ ଚିକିତ୍ସା ସହାୟକ କବିରାଜ ବୈଦ୍ୟଶ୍ରୀ ଗଜାନନ ତ୍ରିପାଠୀଙ୍କୁ ସମ୍ମାନ ଜନକ ଡ଼କ୍ଟରେଟ୍‌ ଉପାଧି ଲାଭ
Read More...