Daily Archives

ଶ୍ୟାମଜୀ ମହୋତ୍ସବ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ମାରୱାଡ଼ି ସମାଜ ତରଫରୁ ଶ୍ୟାମଜୀ ମହୋତ୍ସବ ତଥା ଫାଲଗୁନ ଏକାଦଶୀ ପାଳନ କରାଯାଇଛି । ଏହି ଅବସରରେ ମାରୱାଡ଼ି ସମାଜର ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ମହୋତ୍ସବ ପାଳନରେ ଆନନ୍ଦ ଅଗ୍ରୱାଲ, ଦିଲ୍ଲୀପ
Read More...

ଏପ୍ରିଲ ୧୧ରେ ଷଷ୍ଠ ଶମ୍ଭୁ ମିଳନ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଅଞ୍ଚଳରେ ଦୀର୍ଘ ଏକ ଶହ ବର୍ଷରୁ ଅଧିକ ସମୟ ଧରି କାମନା ଦଣ୍ଡ ସଂସ୍କୃତିର ଉପାସନା ହେଇଆସୁଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି କାମନା ଦଣ୍ଡ ଏପ୍ରିଲ ଏକ ତାରିଖରୁ ତେରଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେବ । ଏହି
Read More...

ହାଇୱାକୁ ପଛପଟୁ ଧକ୍କା ଦେଲା ବାଇକ : ଦୁଇ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସୁରୁଗୁଡ଼ାରୁ ଲେଫ୍ରିପଡ଼ା ଯାଇଥିବା ରାସ୍ତାରେ ରାତି ପ୍ରାୟ ସାଢେ଼ ୭ଟା ସମୟରେ ଘଟିଛି ଏକ ଦୁର୍ଘଟଣା । ଛିଡା ହୋଇଥିବା ହାଇୱାକୁ ପଛପଟୁ ଧକ୍କା ଦେଇଥିଲା ଏକ ବାଇକ୍‌ । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ
Read More...

ବିପୁଳ ପରିମାଣର କାଠ ବୋଝେଇ ଟ୍ରାକ୍ଟର ଜବତ୍‌ କଲା ଦେଓଗାଁ ବନ ବିଭାଗ

ଦେଓଗାଁ, (କେପିଏନ୍‌ଏସ୍‌) : ଗତ ରାତିରେ ଏକ ନମ୍ବର ବିହୀନ ବିପୁଳ ପରିମାଣର କାଠ ବୋଝେଇ ଟ୍ରାକ୍ଟରକୁ ଜବତ୍‌ କରିଛି ବନ ବିଭାଗ । ସୂଚନା ଅନୁସାରେ ଗତ ରାତିରେ ପ୍ରାୟ ୧ଟା ସମୟରେ ପେଟ୍ରୋଲିଂ ସମୟରେ ଦେଓଗାଁ ଥାନା ଅନ୍ତର୍ଗତ ପଦମ୍‌ପୁର ଗ୍ରାମ ପାଖରେ ୩୧୮ ଖଣ୍ଡ ଶାଳ, ପିଆଶାଳ, ଖଇର ଓ
Read More...

ଓଡ଼ିଶା ସମେତ ୪ ରାଜ୍ୟରେ ୮ ପୁଲିସ ଅଧିକାରୀ ଓ ୫ ଜିଲ୍ଲାପାଳଙ୍କୁ ବଦଳି କଲେ ନିର୍ବାଚନ ଆୟୋଗ

ଢେଙ୍କାନାଳର ଜିଲ୍ଲାପାଳ ଏବଂ ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ ବଦଳିଆଇଏଏସ୍ ଓ ଆଇପିଏସ୍ ପାଇନଥିବା ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି କଲେ ନିର୍ବାଚନ ଆୟୋଗ; ଗୁଜରାଟ, ପଞ୍ଜାବ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟରେ ୮ ଜଣ ଅଣକ୍ୟାଡର ଏସ୍‌ପି/ଏସ୍‌ଏସ୍‌ପି ଓ ୫ ଜଣ ଅଣକ୍ୟାଡର
Read More...

ବନ ବିଭାଗ ଓ ପୋଲିସର ମିଳିତ ଚଢ଼ାଉରେ ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ଜବତ : ମୁଖ୍ୟ ଅଭିଯୁକ୍ତ ଫେରାର୍‌, ୨ ଗିରଫ୍‌

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ରେଂଜ ଓ ସଇଁତଲା ରେଂଜ ସହ ତୁଷୁରା ପୋଲିସର ମିଳିତ ଚଢ଼ାଉରେ ତୁଷୁରା ଥାନା ଅନ୍ତର୍ଗତ ଲୁର୍କି ଗାଁରୁ ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ସହ କାଠ କାମରେ ବ୍ୟବହୃତ ଯନ୍ତ୍ରପାତି ଜବତ ହୋଇଥିବା ସୂଚନା ମିଳିଛି । ଏହି ମାମଲାରେ ସମରା ନିବାସୀ ବ୍ୟାସଦେବ ସେଠ
Read More...

ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ଭାବେ ୫ଜଣ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ୫ଜଣ ଯୋଗ ଦେଇଛନ୍ତି । ବଙ୍ଗୋମୁଣ୍ଡା ପଞ୍ଚାୟତ ଗୋହିରାପଦର ଗାଁର ଦୀପକ ମେହେର, ବଳଧା ପଞ୍ଚାୟତ ସାନମୁଲା ଗାଁର ଶ୍ରୀକାନ୍ତ ମିଶ୍ର, କପିଲାଭଟା ପଞ୍ଚାୟତ
Read More...

ଟ୍ରକକୁ ପଛରୁ ପିଟିଲା ଟ୍ରକ୍ : ଟ୍ରକ୍ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର

ନୂଆପଡ଼ା : ଟ୍ରକକୁ ପଛରୁ ପିଟିଲା ଟ୍ରକ୍ । ଧକ୍କା ହେବା ଫଳରେ ପଛରେ ଥିବା ଟ୍ରକ୍ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା୍ ନିକଟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଆଗରେ ଥିବା ଟ୍ରକଟି ହଠାତ ବ୍ରେକ କରିଥିବା ବେଳେ ପଛରେ ଥିବା
Read More...

ପରଲୋକରେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ

ଭୁବନେଶ୍ୱର : ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଯାଇଛି । ୮୧ ବର୍ଷ ବୟସରେ ଶୁକ୍ରବାର ସକାଳ ୫ଟା ୨୩ ମିନିଟ ସମୟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ
Read More...

ପାଇକମାଲ ହାଇସ୍କୁଲରେ ବିଶ୍ଵ ବନ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ବନ ଦିବସ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକୃତି ବନ୍ଧୁ ବିଭୂତି ଭୂଷଣ ମୁଣ୍ଡ ଯୋଗଦାନ କରି ବନର
Read More...