Daily Archives

ବିଶ୍ୱ କବିତା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ କବିତା ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖରେ ପାଳନ କରାଯାଏ । ଏହି ଆନ୍ତର୍ଜାତୀୟ ଉତ୍ସବ ଭାରତରେ ମଧ୍ୟ ବହୁ ସ୍ଥାନରେ ପାଳିତ ହୋଇଥାଏ । ୧୯୯୯ ମସିହାରେ ୟୁନେସ୍କୋ ଦ୍ୱାରା ମାର୍ଚ୍ଚ ୨୧ ତାରିଖକୁ ବିଶ୍ୱ କବିତା ଦିବସ ଭାବେ ପାଳନ କରିବା ନିଷ୍ପତ୍ତି
Read More...

୩୮୫ କେଜି ଗଞ୍ଜେଇ ଜବତ

ମନମୁଣ୍ଡା : ମନମୁଣ୍ଡା ଥାନା ଶଗଡ଼ାଫାଣ୍ଡି ପଞ୍ଚାୟତ ବାରକୂଥୁଲି ଜଙ୍ଗଲରୁ ୩୮୫ କେଜି ଗଞ୍ଜେଇ ଜବତ ହୋଇଥିବା ନେଇ ମନମୁଣ୍ଡା ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ କୁଲଦୀପ ମୀନା ସୂଚନା ଦେଇଛନ୍ତି । ବାରକୂଥୁଲି ଜଙ୍ଗଲରୁ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା
Read More...

ବିଶ୍ୱ ଜଙ୍ଗଲ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ମାର୍ଚ୍ଚ ୨୧ରେ ପାଳନ କରାଯାଏ 'ବିଶ୍ୱ ଜଙ୍ଗଲ ଦିବସ' । ଆମ ଗ୍ରହକୁ ସବୁଜ ସୁନ୍ଦର ରଖିବାରେ ଜଙ୍ଗଲର ଭୂମିକାକୁ ସ୍ମରଣ କରିବା ହେଉଛି ଏହି ଦିବସ ପାଳଦର ତାତ୍ପର୍ଯ୍ୟ । ବାୟୁକୁ ଶୁଦ୍ଧ କରିବାଠାରୁ ଆରମ୍ଭ କରି ଅସଂଖ୍ୟ ବିବିଧ ଜୈବ ଜାତିର
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାରେ କଣ୍ଢେଇ ମେଳା ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଲୋଇସିଂହାରେ କଣ୍ଢେଇ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଶିଶୁ ବାଟିକାର ଶିଶୁମାନେ କଣ୍ଢେଇ ପ୍ରଦର୍ଶନ କରିଥିବା ବେଳେ ଶିଶୁ ବାଟିକା ପ୍ରମୁଖ କରୁଣାକର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରଞ୍ଜୁ
Read More...

ଝରେଇବାହାଲି ରଘୁନାଥ ମଠ ହନୁମାନ ମନ୍ଦିରରେ ଚବିଶ ଜଣ ବାଳକଙ୍କ ସାମୂହିକ ବ୍ରତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଳକ୍ ଅନ୍ତର୍ଗତ ଝରେଇବାହାଲି ରଘୁନାଥ ମଠ ହନୁମାନ ମନ୍ଦିରରେ ମହାରାଜ ବଳରାମ ଦାଶଜୀ ମହାରାଜଙ୍କ ତତ୍ୱାବଧାନରେ ଚବିଶ ଜଣ ବାଳକଙ୍କ ଏକା ସାଂଗରେ ସାମୂହିକ ବ୍ରତ କରାଯାଇଅଛି । ଦୀର୍ଘ ଦଶ ବାର ବର୍ଷ ହେବ ଏହି ରଘୁନାଥ ମଠ ହନୁମାନ ମନ୍ଦିରରେ
Read More...

ଆଗଲପୁରରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ଥାନା ଅଞ୍ଚଳରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାପାଇଁ ସମ୍ବେଦନଶୀଳ ବୁଥ ମାନଙ୍କରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଆଗଲପୁର ଓ ଡୁଡୁକା
Read More...

ରେଳଷ୍ଟେସନରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ସନ୍ଦିଗ୍ଧ ଯୁବକ ଗିରଫ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ରେଳଷ୍ଟେସନରେ ଜଣେ ଯୁବକ ଟ୍ରେନରେ ପ୍ରାୟ ୫୧ ହଜାର ଟଙ୍କାର ଗଞ୍ଜେଇ ଚାଲାଣ କରିବା ଅବସ୍ଥାରେ ଗିରଫ ହୋଇ ଥିବାବେଳେ ପୁଣି ଏହି ଷ୍ଟେସନରେ ୧୨ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି । ପ୍ରକାଶ
Read More...

ପୋଷ୍ଟାଲ ବାଲାଟ୍‌ରେ ଭୋଟ୍‌ ଦେବେ କାର୍ଯ୍ୟରତ ସାମ୍ବାଦିକ

ନୂଆଦିଲ୍ଲୀ : ଭାରତ ନିର୍ବାଚନ କମିଶନଙ୍କ ଐତିହାସିକ ନିଷ୍ପତ୍ତି ଆଧାରରେ କାର୍ଯ୍ୟରତ ସାମ୍ବାଦିକମାନେ ଏଥର ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ଭୋଟ୍‌ ଦେବେ । କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ପୋଷ୍ଟାଲ ବାଲାଟ୍‌ ବ୍ୟବସ୍ଥା କରିଛନ୍ତି ଇସିଆଇ । ପ୍ରଥମଥର ପାଇଁ ଏପରି ଐତିହାସିକ ନିଷ୍ପତ୍ତି
Read More...

ଗଙ୍ଗାଧର ସାରସ୍ୱତ ସମିତିର ଦିବସ ପାଳିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ପଖାଳ ଦିବସ ସ୍ଥାନୀୟ ହାଇସ୍କୁଲ ପରିସରସ୍ଥ ଏନ୍‌ସିସି ଭବନରେ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପରେଶନାଥ ପାଣିଗ୍ରାହୀ, ଲଳିତ କୁମାର
Read More...

ତିଖାଲି ଡ୍ୟାମରୁ ମେଘା ଲିଫ୍ଟ ପ୍ରକଳ୍ପ ଦାବିରେ ସାମ୍ବାଦିକ ସମ୍ମିଳନୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲାର ପ୍ରମୁଖ ଜଳସେଚନ ପ୍ରକଳ୍ପ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମରୁ ମେଗା ଲିଫ୍ଟ ପ୍ରକଳ୍ପ ଦାବିରେ ଅଣଜଳସେଚିତ ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ନୂଆପଡ଼ା ଜିଲ୍ଲା ତରଫରୁ ଖଡ଼ିଆଳ ଶିକ୍ଷକ ଭବନଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ
Read More...