Monthly Archives

February 2024

ଦ୍ଵିତୀୟ ଦିବସରେ ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା : ୪-୨ ଗୋଲରେ ବୀରମହାରାଜପୁର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆରେ ବଲାଙ୍ଗିର ଫ୍ରେଣ୍ଡ କ୍ଲବ ପକ୍ଷରୁ ଜାତୀୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବୁଧବାର ଆୟୋଜିତ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ କ୍ଲବର ସଭାପତି ଲୋଟସ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ସମ୍ମାନିତ
Read More...

ଦୁଇ ପରିବାର ମଧ୍ୟରେ ସଂଘର୍ଷ ବେଳେ ଡିନାମାଇଟ୍ ମାଡ ଅଭିଯୋଗ, ଯୁବକଙ୍କ ହାତରେ ଫୁଟିଗଲା ଡିନାମାଇଟ୍

କଣାସ : ଦୁଇ ପରିବାରର ଗଣ୍ଡଗୋଳରୁ ଡିନାମାଇଟ୍ ମାଡ ଅଭିଯୋଗ । ଫିଙ୍ଗିବା ବେଳେ ଉତ୍ତ୍ୟକ୍ତ ଯୁବକଙ୍କ ନିଜ ହାତରେ ଫୁଟିଗଲା ଡିନାମାଇଟ୍ । ଆହତ ଅବସ୍ଥାରେ ଯୁବକ ଜଣଙ୍କ ଘଟଣାସ୍ଥଳରୁ ଫେରାର ହୋଇଗଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ପୋଲିସ ହାତରେ ଧରାପଡିଲେ । ପୁରୀ ଜିଲ୍ଲା କଣାସ ଥାନା
Read More...

ବ୍ରାଉନସୁଗାର ଜବତ : ବ୍ୟବସାୟୀ ଗିରଫ

ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପୁଣି କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ରାଜଧାନୀ ଭୁବନେଶ୍ୱରରୁ ବ୍ରାଉନସୁଗାର ଜବତ କରିଛି । ଏହି ମାମଲାରେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ
Read More...

୫୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ସିଜ୍‌, ଦୁଇ ବେପାରୀଙ୍କୁ ବାନ୍ଧିଲା ପୋଲିସ

ପୁରୀ : ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ବାନ୍ଧିଲା ପୋଲିସ । ପୁରୀ ସହରରେ ବ୍ରାଉନ୍‌ସୁଗାର ବେପାର କରିବାକୁ ଆସି ଗିରଫ ହୋଇଛନ୍ତି ଦୁଇ ବ୍ୟବସାୟୀ । ଗିରଫ ଅଭିଯୁକ୍ତଙ୍କୁ ନିକଟରୁ ୫୨୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି
Read More...

ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ମିଶିଲେ ନୀଳଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ଓ ବିଜେପି ନେତା ଶିଶିର ମହାପାତ୍ର ଫାଉଣ୍ଡେସନ ସଭାପତି ସବ୍ୟସାଚୀ ମହାପାତ୍ର । ନୀଳଗିରି ମ୍ୟୁନିସିପାଲିଟିର ୬ ନମ୍ବର ୱାର୍ଡର କାଉନ୍‌ସିଲର୍‌ ପ୍ରତାପ ସେଠୀ, ନୀଳଗିରି ବ୍ଲକ୍
Read More...

ପଞ୍ଚାୟତ କାର୍ଯ୍ୟାଳୟ ତାଲା ଭାଙ୍ଗି ଲୁଟ୍ : ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ନେଇଗଲେ ଦୁର୍ବୃତ୍ତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ବାଉଁଶପାଳ ପଞ୍ଚାୟତ କାର୍ଯ୍ୟାଳୟରୁ ତାଲା ଭାଙ୍ଗି ପ୍ରାୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି ଦୁର୍ବୃତ୍ତ । କାର୍ଯ୍ୟାଳୟର ଏଲ୍‌ଇଡି ଟିଭି, ଇନଭର୍ଟର, ଇନଭର୍ଟର ବ୍ୟାଟେରୀ, ସାଉଣ୍ଡ ମେସିନ, ଅଫିସ୍ ସାମଗ୍ରୀ,
Read More...

ସ୍ଥିତି ଜାହିର କଲା କେକେବିଏନ୍ ମାଓ ସଂଗଠନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅର୍ନ୍ତଗତ ସୁଡ୍ରା ଗ୍ରାମପଞ୍ଚାୟତ କେତେରଭଟ୍ଟା ଛକ ୪୧ ନମ୍ବର ରାଜ୍ୟପଥ କଡ଼ରେ ମାଓ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ସିପିଆଇ ମାଓବାଦୀ କେକେବିଏନ୍ ପକ୍ଷରୁ ଏହି ପୋଷ୍ଟର ଲାଗିଛି । ସେପଟେ ମାଲକାନଗିରିରେ ଦୀର୍ଘ ଦିନର ନୀରବତା ପରେ ପୁଣି
Read More...

ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶ୍ରଦ୍ଧାସୁମନ ଅର୍ପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିର ଶାଖା ତରଫରୁ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ବରିଷ୍ଠ ସଦସ୍ୟ ଡ. ଅଭିମନ୍ୟୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷଣ ମଣ୍ଡଳର ଦିବଂଗତ କାର୍ଯ୍ୟକର୍ତ୍ତା ସ୍ୱର୍ଗତ ଡା.
Read More...

ବ୍ରାହ୍ମଣୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

ପଟ୍ଟାମୁଣ୍ଡାଇ : ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ବୁଧବାର ଦିନ ପ୍ରାୟ ୧୨ଟା ସମୟରେ ଜଣେ ଅଜଣା ଯୁବକ ବ୍ରାହ୍ମଣୀ ନଦୀ ପତ୍ରପୁର ପୋଲ ଉପରୁ ନଦୀଗର୍ଭକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ମିଳିଛି । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟା କରିଥିବା ଯୁବକଙ୍କ ପରିଚୟ ମିଳିପାରି
Read More...

ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ଏପ୍ରିଲ ୩ ତାରିଖରେ ହେବ ସାମୁହିକ ବ୍ରତୋପନୟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ବ୍ରାହ୍ମଣ ପିଲାଙ୍କ ପାଇଁ ଆୟୋଜନ କରାଯାଉଥିବା ସାମୁହିକ ବ୍ରତୋପନୟନ ଚଳିତ ବର୍ଷ ଆଗାମୀ ଏପ୍ରିଲ ତିନି ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏପ୍ରିଲ ମାସ ୨ ତାରିଖରେ ଚାରିକର୍ମ ଓ ୩ ତାରିଖରେ
Read More...