Monthly Archives

February 2024

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ

ଜନ ଜୀବନ ସୁରକ୍ଷା ଦୃଷ୍ଟିରୁ ଗହଳିପୂର୍ଣ୍ଣ ଛକ ଓ ରାସ୍ତାରୁ ଜବର ଦଖଲକୁ ହଟାଇବା ଉପରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଗତକାଲି ତା.୨୭.୦୨.୨୦୨୪ ରିଖ ମଧ୍ୟାହ୍ନ ୦୩. ୩୦ ଘଣ୍ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡକ ସୁରକ୍ଷା ସମିତିର
Read More...

ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ସରୋଜ

ପାଟଣାଗଡ଼, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଓ ସୁଧ ଫେରସ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ ବିଧାୟକ ସରୋଜ ମେହେର ପାଟଣାଗଡ ବ୍ଲକଠାରେ ଆୟୋଜିତ କାର୍ଯ୍ୟକ୍ରମରେ
Read More...

ହୁମ୍ମା ଫାଣ୍ଡି ଅଧିକାରୀ ଛାତ୍ରକୁ ମାଡ ଅଭିଯୋଗରେ ପ୍ରତିବାଦ କଲେ ଲୋକେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅଧିନସ୍ଥ ହୁମ୍ମା ଅଞ୍ଚଳର ଜଣେ କଲେଜ ଛାତ୍ରଙ୍କୁ ବିନା କାରଣରେ ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ମାଡ଼ ମାରିଥିବା ଅଭିଯୋଗରେ ସ୍ଥାନୀୟ ଲୋକେ ସୋମବାର ଫାଣ୍ଡି ସମ୍ମୁଖରେ ପ୍ରତିବାଦ କରିଥିଲେ । ଯାହାଫଳରେ ଦୀର୍ଘ ସମୟ ଧରି
Read More...

ବଲାଙ୍ଗିର ସୁଦପଡ଼ାର ରାଧାକୃଷ୍ଣ ମନ୍ଦିରରେ ନାମଯଜ୍ଞ ପାଇଁ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସୁଦପଡ଼ାର ରାଧାକୃଷ୍ଣ ମନ୍ଦିରରେ ନାମଯଜ୍ଞ ପାଇଁ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦେଇ ଏହି ନାମଯଜ୍ଞରେ ବଲାଙ୍ଗିରବାସୀ ଯୋଗଦାନ କରି ଭଗବାନଙ୍କ ଆଶୀର୍ବାଦ ଲାଭ କରିବା ପାଇଁ
Read More...

ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ଚାଲିଥିବା ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ତୃତୀୟ ଦିବସରେ ନାଟ୍ୟକାର ଚୁଡାମଣୀ ରଥଙ୍କ ଲିଖିତ ତଥା ନିର୍ଦ୍ଦେଶିତ ନାଟକ “ବାରସ୍କନ୍ଧ” ମୁନଲାଇଟ ସ୍ୱେଚ୍ଛାସେବୀ ଅନୁଷ୍ଠାନ, କେସେଇପାଲି, ବରଗଡ଼ର କଳାକାରମାନେ
Read More...

ପାଟଣାଗଡ଼ରେ ଗର୍ଜିଲା ଦଳିତ ସମାଜ

କେଉଁଟ, କୈବର୍ତ୍ତ ଓ ଧୀବର ଜାତିକୁ ତହସିଲ ଭୁକ୍ତ ଜାତି ତାଲିକାରୁ ବାଦ ଦେବାକୁ ଦାବି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦଳିତ, କୃଷକନେତା, ବରିଷ୍ଠ ସମାଜସେବୀ ତଥା ଉପଖଣ୍ଡସ୍ତରୀୟ ଲକ୍ଷେ ଘର ଗଣ୍ଡାସମାଜର ସଭାପତି ଓ କେକେଡି ହଟାଅ କମିଟିର ଉପସଭାପତି ଡିକ୍‌ସନ ନନ୍ଦଙ୍କ ନେତୃତ୍ୱରେ ଆଜି
Read More...

ଶିବପ୍ରସାଦ ପାଣ୍ଡିଆଙ୍କ ୯୮ତମ ଜନ୍ମବାର୍ଷିକୀ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍ ବାଳିକା ହାଇସ୍କୁଲ ସଭାମଞ୍ଚରେ ବିପ୍ଳବୀ କବି ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୯୮ତମ ଜୟନ୍ତୀ ସମାରୋହ ସୋମବାର ଅନୁଷ୍ଠିତ ହୋଇଯାଇଛି । ଶିବପ୍ରସାଦ ପାଣ୍ଡିଆ ସ୍ମୃତି କମିଟି ଏବଂ ସ୍ମୃତିବିନ୍ଦୁ ଫାଉଣ୍ଡେସନ୍ ତରଫରୁ ଆୟୋଜିତ ଏହି
Read More...

ବ୍ଲକସ୍ତରୀୟ ବ୍ୟାଙ୍କ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମରେ ୯୬୨ ଗୋଟି ଏସ୍‌ଏଚ୍‌ଜିଙ୍କୁ ୨୯ ଲକ୍ଷ ୧୪ ହଜାର ୨୬୮ ଟଙ୍କା ସୁଧ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ପରିସରଠାରେ ବ୍ଲକସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭା ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ
Read More...

ମାର୍ଚ୍ଚ ପହିଲାରୁ ଆୟୋଜିତ ହେବ ତିନିଦିନିଆ ରାମଚଣ୍ଡୀ ମହୋତ୍ସବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରୁ ମାତ୍ର ୮ କିମି ଦୂରବର୍ତ୍ତୀ ଗଞ୍ଜାମ ବ୍ଲକର ନୀଳାଦ୍ରିପୁର ଗ୍ରାମ ନିକଟସ୍ଥ ଧଡା ପାହାଡ଼ ଶୀର୍ଷରେ ଅବସ୍ଥାନ ହୋଇଥିବା ପୁରାଣ ପ୍ରସିଦ୍ଧ ମା'ରାମଚଣ୍ଡୀ ପୀଠର ମହିମା ଅବର୍ଣ୍ଣନୀୟ । ଗଞ୍ଜାମ ଜିଲ୍ଲାର
Read More...

ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ସାଧୁ ମେହେରଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ସାଧୁ ମେହେରଙ୍କୁ ସ୍ମୃତି ଅର୍ଘ୍ୟ ପ୍ରଦାନ କରାଯାଇଛି । ଆଜି ସଂଧ୍ୟାରେ ବଲାଙ୍ଗିର ଅମଲା ଭବନରେ ସାଧୁ ମେହେର ସ୍ମୃତି କମିଟି ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଉପସ୍ଥିତ ସାଧୁ
Read More...