Monthly Archives

February 2024

ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସଦର ସିନାପାଲି ରତାଖଣି ଖେଳପଡିଆଠାରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସିନାପାଲି ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁନୀତା ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ
Read More...

ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ଡେଲାଙ୍ଗ ବିକାଶ ପରିଷଦର ପ୍ରେସ୍‌ମିଟ୍‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଡେଲାଙ୍ଗର ସ୍ୱାଭିମାନ ସୁରକ୍ଷା ନେଇ ରବିବାର ଅପରାହ୍ନରେ ଡେଲାଙ୍ଗ ବିକାଶ ପରିଷଦ କାର୍ଯ୍ୟାଳୟ ଠାରେ ସମାଜସେବୀ ଶ୍ରୀମତୀ କୁନ୍ତଳା କୁମାରୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ
Read More...

ଯୁଧିଷ୍ଠିର ଦାସ ସାଲିସବିହୀନ ସଂଗ୍ରାମୀ ଥିଲେ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମାଜ ଗଠନ ଲାଗି ଯୁଧିଷ୍ଠିର ଦାସ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅବିରାମ ଲଢେ଼ଇ ଜାରି ରଖିଥିଲେ । ନୀତି, ଆଦର୍ଶ, ମୂଲ୍ୟବୋଧ ଉପରେ ତାଙ୍କର ରାଜନୀତି ପର୍ଯ୍ୟବେସିତ ଥିଲା । ସର୍ବୋପରି ଏକ ଶ୍ରେଣୀ ବିହୀନ ତଥା ଶୋଷଣମୁକ୍ତ ସମାଜ ପ୍ରତିଷ୍ଠା ନିମନ୍ତେ
Read More...

ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଏଲ୍‌ଏସ୍‌ କ୍ଲବକୁ ହରାଇ ଦୋସ୍ତି ବ୍ରଦର୍ସ ଫାଇନାଲରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିସିଏଫ୍‌ଏ କଲେଜଛକ ବଲାଙ୍ଗିର ଆନୁକୁଲ୍ୟରେ ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆଠାରେ ଦ୍ୱିତୀୟ ସିସିଏଫ୍‌ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ସିସିଏଫ୍‌ଏ ସଭାପତି ସୁରେନ୍ଦ୍ର ନାଗ (ସୋନୁ)ଙ୍କ
Read More...

ଯୁବ କୁଲୁତା ସମାଜ ତରଫରୁ କ୍ରିକେଟ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଦେଓଗାଁ ବ୍ଲକ ପଡିଆରେ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଦେଓଗାଁ ଥାନାଧିକାରୀ ହରିବନ୍ଧୁ ଗଡତ୍ୟା ଓ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ତଥା
Read More...

ସି.କେ. ନାୟଡୁ ଟ୍ରଫି : ଓଡିଶା ବନାମ ପଞ୍ଜାବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ୍‌ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରର ମିଳିତ ଆନୁକୁଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା କର୍ଣ୍ଣେଲ ସି.କେ. ନାୟଡୁ ଟ୍ରଫିର ଦ୍ୱିତୀୟ ଦିବସରେ ପଞ୍ଜାବ ଦଳ ତାର ଅସମାପ୍ତ ପାଳି ୯୨/୩ରୁ ଆରମ୍ଭ କରି ସମୁଦାୟ
Read More...

ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କୁମଯୋର ନିକଟ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ ମଧ୍ୟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ସ୍ଥାନୀୟ ଅଗ୍ନିଶମ ବିଭାଗ ଦ୍ଵାରା ଜୟପାଟଣା ପୋଲିସର ଉପସ୍ଥିତିରେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ସୋମବାର
Read More...

ଉତ୍ତରପ୍ରଦେଶରେ ଶ୍ରୀ କଲ୍‌କୀ ଧାମ୍‌ ମନ୍ଦିରର ଶିଳାନ୍ୟାସ କଲେ ମୋଦୀ

ଲ‌‌‌‌‌କ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସମ୍ଭାଲଠାରେ ଶ୍ରୀ କଲ୍‌କୀ ଧାମ୍‌ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ବି ଉପସ୍ଥିିତ ଥିଲେ । ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ
Read More...

ହୀରାକୁଦ ପେଟ୍ରୋଲ ପମ୍ପ୍ ନିକଟରେ ଦୁର୍ଘଟଣା

ସମ୍ବଲପୁର : ହୀରାକୁଦ ପେଟ୍ରୋଲ ପମ୍ପ୍ ନିକଟରେ ଟ୍ରକ୍ ଚାପାରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୋମବାର ସକାଳୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଥିଲା । ତେବେ କ୍ଷତିପୂରଣ ଦାବିରେ ପେଟ୍ରୋଲ ପମ୍ପ୍‌
Read More...

ଗାନ୍ଧୀ ମାର୍ଗରେ ମାଧ୍ୟମିକ ସ୍କୁଲ୍‌ ଶିକ୍ଷକ ସଂଘର ଧାରଣା

ଭୁବନେଶ୍ୱର : ରାତି ପାହିଲେ ମାଟ୍ରିକ ପରୀକ୍ଷା । ହେଲେ ରାଜରାସ୍ତାରେ ବସିଛନ୍ତି ମାଧ୍ୟମିକ ସ୍କୁଲ ଶିକ୍ଷକ । ନିଜର ଦାବି ପୂରଣ ପାଇଁ ୧୩ ଦିନ ହେଲା ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେଇଛନ୍ତି ଶିକ୍ଷକ ସଂଘ । ଦାବି ପୂରଣ କରା ନଗଲେ ଆମେ ପରୀକ୍ଷାରେ ଅସହଯୋଗ କରିବୁ ଏପରି କହି ଶିକ୍ଷକ
Read More...