Yearly Archives

2023

ସାଧାରଣ ନିର୍ବାଚନ ୨୦୨୪ ସକାଶେ ସେକ୍ଟର ଅଧିକାରୀ ଏବଂ ପୋଲିସ ସେକ୍ଟର ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ଉପଲକ୍ଷେ ଜିଲ୍ଲାରେ କିଭଳି ଏକ ସୁସ୍ଥ ଓ ଉପଯୁକ୍ତ ପରିବେଶରେ ଶାନ୍ତି ଶୃଙ୍ଖଳା ସହ ଭୋଟ ଦାନ କାର୍ଯ୍ୟ ସମାପନ ହେବ ଏବଂ ଏଥିପାଇଁ ନିର୍ବାଚନ ପୂର୍ବରୁ ସଂବେଦନଶୀଳ, ଅସୁରକ୍ଷିତ ଭୋଟଗ୍ରହଣ ଅଞ୍ଚଳ / ଗ୍ରାମ ଚିହ୍ନଟ
Read More...

ଶ୍ରୀହରି ନାମ ପ୍ରଚାର ସମିତି ପକ୍ଷରୁ ପ୍ରବଚନ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ପ୍ରବଚିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରି ନାମ ପ୍ରଚାର ସମିତି ବଲାଙ୍ଗିର ପକ୍ଷରୁ ଏକ ପ୍ରବଚନ କାର୍ଯ୍ୟକ୍ରମ ଅନ୍ନପୂର୍ଣ୍ଣା ନଗର, ବିଷ୍ଣୁମୁଣ୍ଡା, ଦୁର୍ଗାଚରଣ ସାହୁଙ୍କ ପ୍ରାଙ୍ଗଣଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରବଚିକା
Read More...

ପ୍ରେମ ବିବାହ ହେଲା କାଳ : ୧୨ ଘଣ୍ଟା ପଡ଼ି ରହିଲା ଶବ

ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଗଠନ ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ ଗ୍ରାମରେ ଜଣେ ବୃଦ୍ଧା ଅନ୍ୟ ଜାତିରେ ବିବାହ କରିଥିବାରୁ ବାସନ୍ଦ ଜୀବନ ଜିଇଁ ଆସୁଥିଲେ । ଗତ ସନ୍ଧ୍ୟାରେ ତାଙ୍କର ପରିଣତ ବୟସରେ ମୃତ୍ୟୁ ହୋଇଥିବା
Read More...

ମଦନପୁର ବିଦ୍ୟାଳୟର ଶତବାର୍ଷିକୀ ସ୍ମାରକୀ ଉତ୍ସବ

ମ,ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ମଦନପୁର ସରକାରୀ ବିଦ୍ୟାଳୟର ୧୭ତମ ଶତବାର୍ଷିକୀ ସ୍ମାରକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ସରପଞ୍ଚ କେତକୀ ଦଣ୍ଡିଆ, ମୁଖ୍ୟ ବକ୍ତା
Read More...

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନୁଆଁ -ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଷଷ୍ଠ ଦିନରେ ଆଜି ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ମୁରିବାହାଲରେ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ମୁରିବାହାଲ
Read More...

୫୬ତମ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିର ସହର ସନ୍ନିକଟ ସଦାଇପାଲି ପଲ୍ଲିଶ୍ରୀ ଷ୍ଟଡିୟମଠାରେ ଚାଲିଥିବା ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସରେ ସମ୍ବଲପୁର ଏଫ୍‌ସି ଓ ବିଶାଖାପାଟନମ୍‌ ର ଭାଇଜାକ ସିଟି ଫୁଟବଲ କ୍ଲବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଖେଳଟି
Read More...

ଆଗଲପୁର ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

ସାଲେଭଟା, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ସରପଞ୍ଚ ସଙ୍ଘ ତରଫରୁ ତହସିଲଦାର ଆଗଲପୁରଙ୍କୁ ଏକ ଦାବିପତ୍ର ଦିଆଯାଇଛି । ମିଗ୍‌ଜୋମ ପ୍ରଭାବ ହେତୁ ଅଦିନିଆ ଲଘୁଚାପ ଜନିତ ବର୍ଷାରେ ଚାଷୀ ନାହଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛି । ଧାନ ଚାଷ କରି ଚାଷୀ ଋଣ ସମବାୟ ସମିତିରୁ ଆଣି
Read More...

ବିଜୁ ଶିଶୁ ସୁରକ୍ଷା ଯୋଜନାର ସହାୟତା ପ୍ରଦାନ ପାଇଁ ଶିଶୁ ମଙ୍ଗଳ ସମିତିର କ୍ୟାମ୍ପକୋର୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ଦ୍ଵାରା ସରକାରୀ ପଲି ଟେକ୍‌ନିକ୍ ଶିକ୍ଷାନୁଷ୍ଠ।ନ ଓ ଶିଳ୍ପ ତାଲିମ ଅନୁଷ୍ଠାନ, ବଲାଙ୍ଗିରଠାରେ ଶିଶୁ ମଙ୍ଗଳ ସମିତିରର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କ୍ୟାମ୍ପକୋର୍ଟରେ ଅସୁବିଧା ତଥା ଗରିବ ପରିବାରରୁ
Read More...

ଭେଷଜ ରମ୍ଭାବତୀ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : କୁଣ୍ଡୁକେଲାସ୍ଥିତ ଭେଷଜ ରମ୍ଭାବତୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂଆ ଓଡ଼ିଶା ଯୁବ ଓଡ଼ିଶା, ନବୀନ ଓଡ଼ିଶା ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଜିଲ୍ଲା ବିଜେଡି ସଭାପତି ଯୋଗେଶ ସିଂହ ଓ
Read More...

ଦୁଇ ମାସ ହେଲା ହୋଇନି ଡ୍ରେନ ସଫା : ଅଳିଆ ଆବର୍ଜନାକୁ ନିଜେ ସଫା କରୁଛନ୍ତି ଲୋକେ

ସ୍ୱଚ୍ଛତା ଅଭିଯାନର ସତ୍ୟତା ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର୍ ୧୪ର ଟାଙ୍ଗରପଡ଼ା ତଳ ପଟେ ରହୁଥିବା ବାସିନ୍ଦାଙ୍କ ଦୁଃଖ କହିଲେ ନ ସରେ । ଏଠାରେ ରହୁଥିବା ଲୋକଙ୍କ ଘରକୁ ଯିବା ରାସ୍ତା ଅତି ସଙ୍କୁଚିତ ହୋଇଥିବା ବେଳେ ରାସ୍ତା କଡ଼ରେ
Read More...