Yearly Archives

2023

ବାହାନଗା ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇଥିବା ଓଡିଶାର ୩୯ଜଣ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧.୯୫ କୋଟି ଟଙ୍କା…

୭ଟି ଜିଲ୍ଲାର ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ସହାୟତା ପ୍ରଦାନ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଟଙ୍କା
Read More...

କଳାକାରମାନଙ୍କୁ ନେଇ ଦିଲ୍ଲୀ ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ଶ୍ରୀ ଶ୍ରୀ କଦମ୍ବକେଶରୀ ସାଂସ୍କୃତିକ କଳା ପରିଷଦର କଳାକାରମାନଙ୍କୁ ନେଇ ଦିଲ୍ଲୀ ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଏଥିରେ ବଣାଇ ସବଡିଭିଜନର ସମସ୍ତ କଳାକାର ତଥା ସଂପ୍ରଦା, କିର୍ତ୍ତନ, ଖଞ୍ଜଣି, ଝୁମର, ଘୁଡ଼ଖା ଏବଂ ଚାଙ୍ଗୁ ନୃତ୍ୟ
Read More...

ବଣାଇଗଡ ବିଜୁ ପାର୍କରେ ବିଶ୍ୱ ପରିବେଶ ଦିବସ ପାଳନ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ । ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇ ସଚେତନତା କରିବାର ଲକ୍ଷ୍ୟ ନେଇ ପ୍ରତିବର୍ଷ ଜୁନ ୫ ତାରିଖକୁ ବିଶ୍ଵ ପରିବେଶ ଦିବସ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗତକାଲି ବଣାଇ ବନଖଣ୍ଡ ପକ୍ଷରୁ ବଣାଇ ବିଜୁ
Read More...

ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କନ୍‌ଫରେନ୍ସ ହଲଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନକୁ ପ୍ରକୃତି ମିତ୍ର ଆୱାର୍ଡରେ ସମ୍ମାନିତ କରିଛନ୍ତି । ବଲାଙ୍ଗିର ଜିଲ୍ଲା କରାଟେ
Read More...

ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହେଲେ ଯୁବ ସମାଜସେବୀ ତଥା ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର

ବରଗଡ, (ନିରୋଜ କୁମାର ପାଣୀ) : ଆମ ପରିବେଶକୁ ବିଶ୍ୱ ତାପମାତ୍ରା ଏବଂ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ବୃକ୍ଷରୋପଣକୁ ସର୍ବୋତ୍ତମ ଉପାୟ ଭାବରେ ବର୍ଣ୍ଣନା କରାଯାଇପାରେ । ଶ୍ରୀ ମହାପାତ୍ର ୧୯୯୭ ମସିହାରେ ଓଡ଼ିଶାର ବରଗଡ ଜିଲ୍ଲାର ଅତାବିରା ବ୍ଲକର କୁଲିତା ଟୁକୁରା ଗ୍ରାମରେ ଜନ୍ମଗ୍ରହଣ
Read More...

ସାମ୍ବାଦିକଙ୍କୁ ଗାଳିଗୁଲଜ ଓ ହତ୍ୟା ଧମକ ନେଇ ଥାନାରେ ଅଭିଯୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ଲୋଇସିଂହା ସାମ୍ବାଦିକ ସଙ୍ଘର ସଦସ୍ୟମାନେ ସ୍ଥାନୀୟ ଥାନାଧିକାରୀଙ୍କୁ ସାକ୍ଷାତ କରିବା
Read More...

ବିଶ୍ୱ ପରିବେଶ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ସଦର ବ୍ଲକ ବୀରମୁଣ୍ଡାଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ସମ୍ପାଦକ ଇଂ. ନାରାୟଣ ପ୍ରସାଦ ମିଶ୍ରଙ୍କ ପ୍ରସ୍ତାବକ୍ରମେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିକଟରେ ଘଟିଥିବା ରେଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା
Read More...

ବିହା ଉଛବ୍‌ କେ ଉଭାଗର୍‌ କରି ଚର୍ଚ୍ଚା ଥି କଥାକାର ଜଗନ୍ନାଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁନୁଷ୍‌ ଜୀବନ୍‌ ଥି ତିନ୍‌ଟା ଜିନିସ୍‌ ଖୋବ୍‌ ଗୁରୁତ୍ୱ ବହନ୍‌ କରିଥିସି । ଜନମ୍‌, ବିହା ଆର୍‌ ମରନ୍‌ । ବିହା ହେବାର୍‌ଟା ମୁନୁଷ୍‌ର୍‌ ଠିକ୍‌ ପ୍ରସ୍ଫୁଟନ୍‌ ସମିଆର୍‌ ବଢେଟେ ଉସ୍‌ନାକ୍‌ । ଇ’ ଉସ୍‌ନାକ୍‌ କେ ଯେ’ ଯେନ୍‌ତା ସୋର୍‌ ରଖିହେଲା ମେତାନ୍‌
Read More...

ରେଳ ଦୁର୍ଘଟଣାରେ ମୃତବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ସାମୁହିକ ପ୍ରାର୍ଥନା

ଡେଲାଙ୍ଗ, (ଦିଲ୍ଲୀବ କୁମାର ଧାଉଡିଆ) : ବାଲେଶ୍ୱରର ବାହାନାଗଠାରେ ଶୁକ୍ରବାର ହୋଇଥିବା ହୃଦୟ ବିଦାରକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ଆହତ ଚିକିତ୍ସାଧୀନଙ୍କ ଆଶୁ ଆରୋଗ୍ୟ କାମନା ଓ ମୃତ୍ୟୁବରଣ କରିଥିବା ଶତାଧିକ ବ୍ୟକ୍ତିଙ୍କ ଅମର ଆତ୍ମର ସଦ୍‌ଗତି କାମନା ନିମନ୍ତେ ମେକ୍ ଇନ ଇଣ୍ଡିଆ ଆଣ୍ଡ
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ୍‌ ଦିବସ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ୍‌ ଦିବସ ବିଜାଖମନ୍‌ ମେଗା ନର୍‌ସରି ଠାନେ ଅନୁଷ୍ଠିତ ହେଇଯାଇଛେ । ଇନେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଏସ୍‌ପି ରିଷିକେଶ ଦିଆନ୍‌ଦେଓ ଖିଲାରୀ, ଡିଏଫ୍‌ଓ ନୀତିଶ କୁମାର, କେନ୍ଦୁଲିଫ୍‌ ଡିଏଫ୍‌ଓ ରଂଜିତ ମଲ୍ଲିକ
Read More...