Yearly Archives

2023

ରାଉରକେଲା ଏନ୍‌ଆଇଟି ପୁରାତନ ଛାତ୍ରସଂଘ(ନିଟ୍ରା)ର ଆଲୋଚନାଚକ୍ର ଓ ବଂଧୁମିଳନ କାର୍ୟ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍‌ଆଇଟି ପୁରାତନ ଛାତ୍ରସଂଘ(ନିଟ୍ରା) ରାଉରକେଲା ଶାଖା ଆନୁକୂଲ୍ୟରେ ଦୀପ୍ତି ହୋଟେଲ ଠାରେ ଆଲୋଚନାଚକ୍ର ଓ ବଂଧୁମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିଟ୍ରାର ଅଧ୍ୟକ୍ଷ ଇଂ. ବିମଳ କୁମାର ବିଶିଙ୍କ ସଭାପତିତ୍ୱ, ମାଗଦର୍ଶକ ଭାରତ ଭୂଷଣ ମହାନ୍ତିଙ୍କ
Read More...

ତିନି ଦିନ ହେଲା ବିଦ୍ୟୁତ୍ ସେବା ବନ୍ଦ ହେତୁ ଲୋକେ ହନ୍ତସନ୍ତ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବା ବେଳେ ଅସହ୍ୟ ତାତିରେ ବଲାଙ୍ଗିରବାସୀ ଏବେ ତ୍ରାହି ତ୍ରାହି ଡାକୁଛନ୍ତି । ଏତିକି ବେଳେ ବାରପୁର୍ଗିଆ ଗ୍ରିଡ, ଚୁଡ଼ାପାଲି ସେକ୍ସନ ଅନ୍ତର୍ଗତ ରେଙ୍ଗାଲି, କପିଲବାହାଲ, ବାଗଡୁଙ୍ଗୁରୀ,
Read More...

ଟିଟିଲାଗଡ଼ ଓବିସି ମଞ୍ଚର ଷଷ୍ଠ ସାଙ୍ଗଠନିକ ବୈଠକ ଦିଗିଶିରା ପଞ୍ଚାୟତ ସାଲେପଡା ଆମ୍ବ ବଗିଚାରେ ଆୟୋଜିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକର ତିନି ଗୋଟି ପଞ୍ଚାୟତ କୁରୁସୁଡ଼, କୁଶକେଲା ଓ ଦିଗଶିରାକୁ ନେଇ ସ୍ଥାନୀୟ ଦିଗଶିରା ଗ୍ରାମ ସାଲେପଡା ଆମ୍ବ ବଗିଚା ଠାରେ ଅନୁଷ୍ଠିତ ହୋଇଯାଇଛି ଓବିସି ମଞ୍ଚର ଷଷ୍ଠ ସାଙ୍ଗଠନିକ ବୈଠକ । ମଞ୍ଚର ଆବାହକ ତଥା ବରିଷ୍ଠ ସଦସ୍ୟ ଆଇନଜୀବୀ ମନୋଜ
Read More...

ବିଦ୍ୟୁତ ଆଘାତରେ ୧ ମୃତ , ୪ ଗୁରୁତର

ପାରାଦ୍ୱୀପ/କୁଜଙ୍ଗ : କୁଜଙ୍ଗ ଥାନା ଅଧୀନ ଗୋପିଆକୁଦ ପଞ୍ଚାୟତର ଦୁଆଡ଼ିଆ ବାଲିସାହିରେ ବିଦ୍ୟୁତ ଆଘାତ ଲାଗି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁସାରେ ସକାଳ ୧୦ଟାରେ ଉକ୍ତ ଗ୍ରାମର ବବିନା ବେହେରାଙ୍କ ସ୍ତ୍ରୀ ରାନୁ (୪୨ ବର୍ଷ) ଘରେ ଥିବା
Read More...

ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ମିଳିତ ଯୁବ ଛାତ୍ର ସମାବେଶ : ଜିଲ୍ଲାର ବିକାଶ ପାଇଁ ବୃହତ୍ତର ଆନ୍ଦୋଳନରେ ସାମିଲ…

ରାଉରକେଲା, (ସସ୍ମିତା ପ୍ରଧାନ) : ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ମିଳିତ ଯୁବ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିକାଶ ପାଇଁ ବୃହତ୍ତର ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଇ କମିଟି ପକ୍ଷରୁ କୁହାଯାଇଛି ଯେ, ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଆଜି ଭଞ୍ଜ ଭବନ ସ୍ଥିତ
Read More...

ବଲାଙ୍ଗିର ରାଧିକାନଗରରେ ଚୋରି ଘଟଣାର ସିସିଟିଭି ଫୁଟେଜ୍‌ ଭାଇରାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ମେ' ୩୧ ବିଳମ୍ବିତ ରାତ୍ରୀରେ ବଲାଙ୍ଗିର ସହରର ଲାଲ୍‌ଟିକ୍ରା ଇରିଗେସନ୍‌ କଲୋନୀର ପଛପଟେ ରହିଥିବା ରାଧିକା ନଗର ନିବାସୀ ଗୋବର୍ଦ୍ଧନ ସାହୁଙ୍କର ଘରୁ ଚୋରି କରିନେଇଥିଲେ ଦୁର୍ବୃତ୍ତମାନେ । ଶ୍ରୀ ସାହୁ ଜଣେ ଅବସରପ୍ରାପ୍ତ ସୈନିକ ହୋଇଥିବା ବେଳେ ସେ ତାଙ୍କ
Read More...

ପୁରୀରେ ମଠାନୁଷ୍ଠାନ ସମ୍ପର୍କିତ ଇଂରାଜୀ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଓ ମଠ ସଂସ୍କୃତିର ବରିଷ୍ଠ ଲେଖକ ଡକ୍ଟର ଭାସ୍କର ମିଶ୍ରଙ୍କ ଦ୍ୱାରା ରଚିତ ‘ମଠଜ୍‌ ଇନ୍‌ ଶ୍ରୀ ଜଗନ୍ନାଥ ପୁରୀ’ ଇଂରାଜୀ ପୁସ୍ତକ ରବିବାର ସୋଆ କାର୍ଯ୍ୟାଳୟଠାରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସୋଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜ
Read More...

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ସୋମବାର ନୀଳାଦ୍ରି ଭକ୍ତ ନିବାସ ସଭା ଗୃହରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ବୈଠକରେ ସଭାପତିତ୍ୱ କରିବେ । ରଥ ଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ହେବା ନେଇ ଆଲୋଚନା
Read More...

ଦିଗପହଣ୍ଡି ବ୍ଲକ୍ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ଶେଷକୃତ୍ୟ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ୍ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ଅକାଳ ବିୟୋଗ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୭ବର୍ଷ ବୟସ ହୋଇଥିଲା । ସେ ଅତି କମ୍‌ ବୟସରେ ରାଜନୀତିକୁ ଆସି ବ୍ଲକ୍ ଅଧ୍ୟକ୍ଷା ପଦବୀରେ ଆସନ ଅଳଙ୍କୃତ ହୋଇ ଲୋକସେବାରେ
Read More...

ପେଲେସ ଲାଇନ୍‌ରୁ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଧରିଲା ବଲାଙ୍ଗିର ଟାଉନ୍‌ ପୋଲିସ : ୪ ଗିରଫ୍‌, ୨୭ କିଲୋ ଗଂଜେଇ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଂଜେଇ ଚୋରା ଚାଲାଣକାରୀଙ୍କୁ ପେଲେସ ଲାଇନ୍‌ରୁ ଧରିଛି ବଲାଙ୍ଗିର ଟାଉନ୍‌ ପୋଲିସ । ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରାଯାଇଥିବା ବେଳେ ସେମାନଙ୍କଠାରୁ ୨୭ କିଲୋ ଗଂଜେଇ, ୨ଟି ଦାମୀ ମୋବାଇଲ ଓ ନଗଦ ୪୬୦୦ ଟଙ୍କା ଜବତ୍‌ କରାଯାଇଥିବା ଏସ୍‌ଡ଼ିପିଓ
Read More...