Yearly Archives

2023

ନଭେମ୍ବରରେ ହେବ ଚନ୍ଦ୍ରମଣି ନାଟ୍ୟ ସଂଘ ଶତ ବାର୍ଷିକୀ ଉତ୍ସବ : ପ୍ରସ୍ତୁତି ବୈଠକ ରେ ଯୋଗ ଦେଲେ ଓଡ଼ିଶା ସଙ୍ଗୀତ ନାଟକ…

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସଂଗଠନ ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ ଉତ୍ସବ ଆସନ୍ତା ନଭେମ୍ବର ମାସରେ ମହା ସମାରୋହରେ ପାଳିତ ହେବ । ଏହି ଉତ୍ସବର ପ୍ରସ୍ତୁତି ବୈଠକରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ କୁମାର ରଥ ଯୋଗ ଦେଇ ଏହାକୁ ରାଜ୍ୟ
Read More...

ବାହୁଡା ଯାତ୍ରା ଉପଲକ୍ଷେ ପ୍ରସାଦ ଓ ଶୁଦ୍ଧ ପାନୀୟ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ କୋଏଲ ନଗର ସ୍ଥିତ ହନୁମାନ ମନ୍ଦିର ନିକଟରେ ମନ୍ଦିର କମିଟି ଓ ଭଜକୃଷ୍ଣ ସାରସ୍ୱତ ସ୍ମୃତି ସଂସଦ ରାଉରକେଲା ତରଫରୁ ସହସ୍ରାଧିକ ଭକ୍ତଙ୍କ ମଧ୍ୟରେ ପ୍ରସାଦ ଓ ଶୁଦ୍ଧ ପାନୀୟ ବଣ୍ଟନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ
Read More...

ଲୋୟର ସୁକତେଲ ଡ୍ୟାମ୍‌ ସାଇଟ୍‌ ଓ ଆର୍‌ଆର୍‌ କୋଲନୀକୁ ପରିଦର୍ଶନ କଲେ ଜିଲ୍ଲାପାଳ ଓ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଓ ଏସ୍‌ପି ରିଷିକେଶ ଖିଲାରୀ ଲୋୟର ସୁକତେଲ ଡ୍ୟାମ୍‌ ସାଇଟ୍‌କୁ ଓ ଆର୍‌ଆର୍‌ କୋଲନୀକୁ ପରିଦର୍ଶନ କରିଥିବା ଜଣାପଡିଛି । ଜିଲ୍ଲାପାଳ ଓ ଏସ୍ପି ପରିଦର୍ଶନ କରି ଲୋୟର ସୁକତେଲ ଡ୍ୟାମ୍‌ର ଗେଟ୍‌ ବନ୍ଦକରିବା ସହ ସେଠାରେ
Read More...

ଗରମ ପେଜ ପଡି ଜଣେ ଶିଶୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମହିମୁଣ୍ଡା ଗ୍ରାମର ଜଣେ ଶିଶୁର ଦେହରେ ଗରମ ପେଜ ପଡି ଯିବାରୁ ଆଜି ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଶିଶୁଟି ବଲାଙ୍ଗିର ମେଡିକାଲର ବର୍ଣ୍ଣ ୟୁନିଟ୍‌ରେ ଭର୍ତ୍ତି ହୋଇଥିବା ଜଣାପଡିଛି ।
Read More...

ପାଟଣାଗଡ ନିକଟରେ ସଡକ ଦୁର୍ଘଟଣା

ପାଟଣାଗଡ, (ଅଶୋକ ବାଗ) : ପାଟଣାଗଡ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସଡକ ଦୁର୍ଘଟଣାରେ ଆହତ ହୋଇଥିବା ବ୍ରକ୍ତି ଜଣକ ଯୋଗୀମୁଣ୍ଡା ଗ୍ରାମର ସୋମନାଥ ରୋହିତ ବୋଲି ଜଣାପଡିଛି । ସୂଚନା ଅନୁସାରେ ରୋହିତ ଫେରିବାଲା ହୋଇଥିବା ବେଳେ ଗାଁକୁ ଗାଁ ଯାଇ ବିଭିନ୍ନ ସାମ୍ରଗୀ କରି
Read More...

ଚନ୍ଦ୍ର ମଣି ନାଟ୍ୟ ସଂଘ : ନଭେମ୍ବରରେ ହେବ ଶତ ବାର୍ଷିକୀ ଉତ୍ସବ, ପ୍ରସ୍ତୁତି ବୈଠକରେ ଯୋଗ ଦେଲେ ଓଡ଼ିଶା ସଙ୍ଗୀତ ନାଟକ…

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସଂଗଠନ ଚନ୍ଦ୍ର ମଣି ନାଟ୍ୟ ସଂଘର ଶତ ବାର୍ଷିକୀ ଉତ୍ସବ ଆସନ୍ତା ନଭେମ୍ବର ମାସରେ ମହା ସମାରୋହରେ ପାଳିତ ହେବ । ଏହି ଉତ୍ସବ ର ପ୍ରସ୍ତୁତି ବୈଠକରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ କୁମାର ରଥ ଯୋଗ ଦେଇ ଏହାକୁ ରାଜ୍ୟ
Read More...

ସାମ୍ବାଦିକ ଜଗତର ଗଞ୍ଜାମର ଆଉ ଜଣେ ତାରକା ଅଦୃଶ୍ୟ ହୋଇଗଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାମ୍ବାଦିକ ଜଗତର ଗଞ୍ଜାମର ଆଉ ଜଣେ ତାରକା ଅଦୃଶ୍ୟ ହୋଇଗଲା ବୋଲି କୁହାଯାଉଛି । ଓଡ଼ିଶାର ସ୍ୱନାମଧନ୍ୟ ତଥା ଗଞ୍ଜାମ ଜିଲ୍ଲାରୁ ପରିଚୟ ସୃଷ୍ଟି କରିଥିବା ବିଶିଷ୍ଟ ଜ୍ୟୋତିଷ ବିଶାରଦ, ଗଣକ ପଣ୍ଡିତ ବାଇକୋଳି ମହାପାତ୍ରଙ୍କ ନାତି ତଥା ଖଲ୍ଲିକୋଟ
Read More...

ୟୁପିର ଆଡ୍‌ଭୋକେଟ୍‌କୁ ଗୁଳି ମାଡ ଘଟଣାକୁ ନେଇ ଜିଲ୍ଲା ଦଳିତ ଯୁବା ମୂଲବାସୀ ସଂଗଠନ ପକ୍ଷରୁ ଏସ୍‌ପିଙ୍କ ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ୟୁପିର ଆଡ୍‌ଭୋକେଟ୍‌ ଚନ୍ଦ୍ର ଶେଖର ଆଜାଦ୍‌ଙ୍କୁ ହୋଇଥିବା ଗୁଳି ମାଡ ଘଟଣାକୁ ନିନ୍ଦା କରି ଆଜି ଜିଲ୍ଲା ଦଳିତ ଯୁବା ମୂଲବାସୀ ସଂଗଠନ ପକ୍ଷରୁ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ବଲାଙ୍ଗିର ଏସ୍ପି ରିଷିକେଶ
Read More...

ଜିଲ୍ଲା ଦଳିତ ଯୁବା ମୂଲବାସୀ ସଂଗଠନ ପକ୍ଷରୁ ଟାଉନ ଥାନାର ଦ୍ୱାରସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଦଳିତ ଯୁବା ମୂଲବାସୀ ସଂଗଠନ ପକ୍ଷରୁ ଏକ ସିନେମାରେ ପ୍ରୟୋଗ ହୋଇଥିବା ଶବ୍ଦକୁ ବିରୋଧ କରି ଟାଉନ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଜିଲ୍ଲା ଦଳିତ ଯୁବା ମୂଲବାସୀ ସଂଗଠନର ରମାକାନ୍ତ ରାବଣଙ୍କ କହିବାନୁସାରେ ‘ପ୍ରିୟା ତୁ ମୋ ସିଏ’
Read More...

କବିତା : ମୃତ୍ୟୁ ସହ ଦୁଇପଦ

ବର୍ଷାରାଣୀ ମହାମଲ୍ଲିକ ସବୁ ଅଭିପ୍‌ସାର ଅନ୍ତ ନ ହେଉଣୁଡାକି ନିଅ ଆପଣା ପାଖକୁ,ମୋର ଲୋଭ ଅଛି କି,ଏ ତମାମ ପ୍ରଶ୍ନର ଜିଜ୍ଞାସା ବୋଧେତୁମ ପାଖେ ବି ନାହିଁ । ତୁମ ବର୍ଣ୍ଣ, ଆକାର, ଆକୃତି ବାବଦରେ ମୁଁଅଜଣା ଥିଲେ ବି ତମେ ଅଚିହ୍ନା ନୁହଁନହେଲେ କେମିତି ଆସିପାରିଥାନ୍ତମୋ ଇଲାକାକୁ ବିନା
Read More...