Yearly Archives

2023

ମ.ରାମପୁର ମହାବିଦ୍ୟାଳୟରେ ବନ ମହୋତ୍ସବ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ମହାବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନାର୍ଲା ବିଧାୟକ ଭୂପିନ୍ଦର ସିଂ, ମ.ରାମପୁର ରେଞ୍ଜ ଅଧିକାରୀ ଅସିତ୍ କୁମାର ଦାଶ ଯୋଗ ଦେଇଥିଲେ । ମ.ରାମପୁର ମହାବିଦ୍ୟାଳୟର ଅଧ୍ୟକ୍ଷ
Read More...

ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀ ଲାଠିକଟା ସ୍ଥିତ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା
Read More...

ଖପ୍ରାଖୋଲ ବନ ବିଭାଗ ଦ୍ୱାରା ଚାରା ବିତରଣ କେନ୍ଦ୍ର ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବନ ବିଭାଗ ତରଫରୁ ଶୁକ୍ରବାର ବନ ମହୋତ୍ସବ ସପ୍ତାହ ଅବସରରେ ଖପ୍ରାଖୋଲ ଉଚ୍ଚ ବିଦ୍ୟାଳୟ ଏବଂ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବୃକ୍ଷ ରୋପଣ ଏବଂ ବନ ମହୋତ୍ସବ ପାଳିତ ହୋଇଯାଇଥିବା ବେଳେ ଚାରା ବିତରଣ କେନ୍ଦ୍ର
Read More...

ବରିକେଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : "ବର୍ତ୍ତମାନ ସାରା ବିଶ୍ୱ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ସେ ସବୁ ବିପର୍ଯ୍ୟୟର ପ୍ରଭାବ ଆମ ଭାରତ ପରି ବିକାଶଶୀଳ ରାଷ୍ଟ୍ର ଉପରେ ଅଧିକ । ତେଣୁ ବିକାଶ ଓ ପ୍ରକୃତି ମଧ୍ୟରେ ସୁସମନ୍ୱୟ ରକ୍ଷା କରିବା ପାଇଁ ବୃକ୍ଷ ରୋପଣ ହିଁ ଉଚିତ୍
Read More...

ପଦ୍ମପୁରର ଐତିହାସିକ ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ ପାଳିତ ହେବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିନାୟକ ମିଶ୍ର ମୁଖ୍ୟ ଅତିଥି, ବନପାଳ ସରୋଜ ସାହୁ ଓ ସମାଜସେବୀ
Read More...

ଏବିସିଡ଼ି ପଦ୍ମପୁରର ପକ୍ଷରୁ ବନମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ କଂସର ଉଚ୍ଚ ବିଦ୍ୟାଳୟରେ ଏବିସିଡ଼ି ପଦ୍ମପୁରର ସଭାପତି ଅନିଲ ବେହେରାଙ୍କ ପୌରୋହିତ୍ୟରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ ବାଗ, ସହ ଶିକ୍ଷକ,
Read More...

କପିଲାଭଟା ହାଇସ୍କୁଲରେ ୭୪ତମ ବନ ମହୋତ୍ସବ ପାଳିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଆଜି ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକଙ୍କ ସଭାପତିତ୍ୱରେ ମୋ' ସ୍କୁଲ ଅଭିଯାନର ସଭାପତି ତଥା
Read More...

୫ଟି ଉପକ୍ରମରେ ନୂଆ ରୂପ ନେବ ମା’ ବୁଢୀ ଠାକୁରାଣୀ ମନ୍ଦିର : ଖର୍ଚ୍ଚ ହେବ ୧୮ କୋଟି

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନାକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ପର୍ଯ୍ୟାୟରେ ଏହି କାର୍ଯ୍ୟ କରାଯିବ । ଏଥିପାଇଁ ୧୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।
Read More...

ବିଦ୍ୟୁତ୍ ଆଘାତରେ କର୍ମଚାରୀଙ୍କ ମୃତ୍ୟୁ

ଫୁଲବାଣୀ : ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଫୁଲବାଣୀ ମାଷ୍ଟ୍ରପଡା ସାହିର ଜିତେନ୍ଦ୍ର ଦାସ(ରବି) । ସୂଚନାନୁଯାୟୀ, ଗୁରୁବାର ରାତିରେ ମହିଳା ମହାବିଦ୍ୟାଳୟ ଅଞ୍ଚଳରେ ବିଜୁଳି ଚାଲିଯିବାରୁ ବିଦ୍ୟୁତ ବିଭାଗକୁ ଖବର
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋଠପଦା : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କୃଷ୍ଣଦାସପୁର ଶ୍ରିପୁରା ଛକରେ ଏଭଳି ଘଟଣା ଘଟିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଛୁତୀ ବସନ୍ତ ଗ୍ରାମର ଜଦୁନାଥ ଦଳେଇ । ସୂଚନାନୁଯାୟୀ, ଜଦୁନାଥ ଦଳେଇ ଦୀର୍ଘ ୧୫ ବର୍ଷ ହେବ ଶ୍ୱଶୁର ଘର ମାଣ୍ଡୁକା
Read More...