Yearly Archives

2023

ରାଜୀବଗାନ୍ଧୀ ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ରାଜୀବଗାନ୍ଧୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ତୁରେକେଲାରେ ବୁଧବାର ଦିନ ବନ ମହୋତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ଆୟୂବ ଖାଁ, ରାଜ୍ୟ ସଭା ନୋମିନି ଶେଖ୍ ଅନ୍‌ବର୍ ଖାଁ,
Read More...

ରେଳ ଧକ୍କାରେ ଅଜଣା ଯୁବକଙ୍କ ମୃତ୍ୟୁ

ଲାଠୋର, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅଧିନ ଚୋରମୁଣ୍ଡା ଗ୍ରାମ ନିକଟରେ ମାଲବାହି ଟ୍ରେନ ଧକ୍କା ଦେବାରୁ ଏକ ଅଜଣା ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଲାଠୋର ସ୍ଥିତ ହରିଶଙ୍କର ରୋଡ ରେଳ ଷ୍ଟେସନ ଦେଇ ରାୟପୁର ପଟେ ଯାଉଥିବା ରେଳ ଧାରଣା ଖମ୍ବ ନମ୍ବର ୧୩୫/ ୩୦ଠାରେ
Read More...

ବୁଢ଼ିବାହାଲରେ ବିଜେପିର ବିଶାଳକର୍ମୀ ସମାବେଶ

ବିଜେଡି ଛାଡ଼ି ବିଜେପିରେ ମିଶିଲେ ଶତାଧିକ କର୍ମୀ ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ୍ ଓଡ଼ିଆପାଳି ପଞ୍ଚାୟତ ବୁଢ଼ିବାହାଲ କଲ୍ୟାଣମଣ୍ଡପ ଠାରେ ବିଜେପିର ବ୍ଲକସ୍ତରୀୟ କର୍ମୀ ସମାବେଶ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମଣ୍ଡଳ ସଭାପତି ଦେବକାନ୍ତ ପାଣିଗ୍ରାହୀ
Read More...

ଫୋଟନ ଛାତ୍ରଛାତ୍ରୀଙ୍କ ପ୍ରଭାତ ଗଉଡଙ୍କ ସ୍ମୃତିରେ କେଣ୍ଡଲ୍‌ ଶୋଭାଯାତ୍ରା

ମ.ରାମପୁର (ହେମନ୍ତ ସାହୁ) : ମ.ରାମପୁର ସ୍ଥିତ ଫୋଟନ ଇନଷ୍ଟିଚ୍ୟୁଟରେ ଶିକ୍ଷକତା କରୁଥିବା ଶିକ୍ଷକ ପ୍ରଭାତ କୁମାର ଗଉଡଙ୍କ ଗତ ୫ ତାରିଖ ଦିନ ଏକ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା। ଫୋଟନର ନିର୍ଦେଶକ ମାନସ କୁମାର ସାହୁଙ୍କ ନେତୃତ୍ୱରେ ଏଣୁ ଇନଷ୍ଟିଚ୍ୟୁରେ ପାଠ ପଢୁଥିବା
Read More...

୪ ଦଫା ଦାବୀ ନେଇ ୬୬୨ ବର୍ଗର କଲେଜ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୦୦୮ ଜିଓ ତଥା ୨୦୦୯ ଜିଓ ଅନୁଯାୟୀ ଦରମା ପ୍ରାପ୍ତ ୬୬୨ ବର୍ଗର କଲେଜ ଓ ୪୮୮ ବର୍ଗର କଲେଜ ଶିକ୍ଷକ କର୍ମଚାରୀଙ୍କୁ ସମାନ କାମକୁ ସମାନ ଦରମା ପ୍ରଦାନ କରିବାକୁ, ଅବସର ନେଇଥିବା ଓ ଅବସର ନେବାକୁ ଥିବା ସମସ୍ତ ଶିକ୍ଷକ କର୍ମଚାରୀଙ୍କୁ ଅବସରକାଳୀନ ରାଶି ଓ
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଂପାଦକଙ୍କ ନାମରେ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କର୍ମକର୍ତ୍ତା, ବ୍ଲକ ସଭାପତି ଏବଂ ଆଦିବାସୀମାନେ ଅଭିଯୋଗ କରିଛନ୍ତି ଯେ, ନିରଞ୍ଜନ ବିଶି ସଂପାଦକ ଆଦିବାସୀ କଲ୍ୟାଣ ସଂଘ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ପ୍ରକ୍ରିୟାରେ କାର୍ଯ୍ୟ କରୁଛନ୍ତି । ସଂଘ ୨୦୦୭ରେ ପଞ୍ଜିକୃତ
Read More...

ଯୁବ ପ୍ରତାପୀ ସେନାର ସଭାପତି ୫୦ଜଣ ସଦସ୍ୟଙ୍କୁ ନେଇ ବିଜେପିରେ ଯୋଗ ଦେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ବଲାଙ୍ଗିର ସାର୍କିଟ ହାଉସ୍‌ରେ ସାଂସଦ ଶ୍ରୀମତୀ ସଂଗୀତା କୁମାର ସିଂହଦେଓଙ୍କ ଉପସ୍ଥିତିରେ ଯୁବ ପ୍ରତାପୀ ସେନାର ସଭାପତି ସାରାଂଶ ସାହୁଙ୍କ ନେତୃତ୍ୱରେ ୫୦ଜଣ ସଦସ୍ୟ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ କରିଥିବା
Read More...

ସ୍ମୁତି ଉଦ୍ଦେଶ୍ୟରେ ବୃକ୍ଷରୋପଣ ଓ ସାଂସଦ ପାଣ୍ଠିରୁ ନିର୍ମିତ ମନ୍ଦିର ପାଚେରୀ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ସ୍ଥିତ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ପ୍ରଗତିଶୀଳ ପଣ୍ଡରା ଯୁବାମଞ୍ଚ ରାଜକିଶୋର ଶାଖା ତରଫରୁ ଏକ ସ୍ମୁତି ଉଦ୍ଦେଶ୍ୟରେ ବୃକ୍ଷରୋପଣ ଓ ସାଂସଦ ପାଣ୍ଠିରୁ ନିର୍ମିତ ମନ୍ଦିର ପାରେଚୀ ଉଦ୍‌ଘାଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା
Read More...

ନାବାର୍ଡ ୪୨ତମ ଜନ୍ମ ଦିବସରେ ଦେବଦତ୍ତ କ୍ଳବ୍ ସଂପାଦକ କାହ୍ନୁଚରଣ ମାଝୀ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଭୁବନେଶ୍ୱର ସ୍ଥିତ ମେଫେଆର୍‌ ହଟେଲରେ ଆୟୋଜିତ ନାବାର୍ଡର ୪୨ତମ ଜନ୍ମ ବାର୍ଷିକ ଉତ୍ସବରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍‌ ବ୍ଲକ୍ ଅନ୍ତର୍ଗତ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଲବ୍‌ ପରିବେଶ ସୁରକ୍ଷା କ୍ଷେତ୍ରରେ ନାବାର୍ଡ ସହାୟତାରେ ମା
Read More...

କେଉଁଟିପାଲି ହାଇସ୍କୁଲ ୫ଟି ରୂପାନ୍ତରଣ କାମକୁ ବନ୍ଦ କଲେ ଗ୍ରାମବାସୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଂଚାୟତ ଅନ୍ତର୍ଗତ କେଉଁଟିପାଲି ସ୍ଥିତ ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟର ୫ଟି ରୂପାନ୍ତରଣ କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହିତ କାମ ବନ୍ଦ କରି ଦେଇଛନ୍ତି । ଲୋଇସିଂହା ପଂଚାୟତ ସମିତି ନାମରେ କାର୍ଯ୍ୟାଦେଶ
Read More...