ଉପରବାହାଲ ଗାଁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମର ଯୁବ କଲ୍ୟାଣ ଯୁବକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଖେଳପଡିଆ ଓ ଗୋଚର ଜମିରେ ବୃକ୍ଷ ରୋପଣ କରାଯାଇଛି । ସଙ୍ଘର ସଦସ୍ୟମାନଙ୍କ ଉଦ୍ୟମ କ୍ରମେ ପ୍ରାୟ ୧୭୨ଟି ବିଭିନ୍ନ ଚାରାଗଛ ଲଗାଯାଇଥିଲା । ସଦସ୍ୟ ଆନନ୍ଦ ବିଶ୍ଵାଳ, ମହାଦେବ!-->…
Read More...
Read More...