Yearly Archives

2023

ଥର୍ମାଲ ପାୱାର ପ୍ଲାଣ୍ଟ ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ : କୋଇଲା ମନ୍ତ୍ରଣାଳୟ

ପାୱାର ପ୍ଲାଣ୍ଟରେ କୋଇଲା ଷ୍ଟକ୍ ୨୮% ବୃଦ୍ଧି ପାଇ ୩୩.୪୬ ନିୟୁତ ଟନ୍ ଛୁଇଁଲାଭାରତୀୟ ରେଳବାଇ ଦ୍ୱାରା ଉପଲବ୍ଧ ହେଉଛି ପର୍ଯ୍ୟାପ୍ତ ରେକ୍ ନୂଆଦିଲ୍ଲୀ, (ପିଆଇବି) : ଦେଶର ଥର୍ମାଲ ପାୱାର ପ୍ଲାଣ୍ଟ (ଟିପିପି) ପାଇଁ ପର୍ଯ୍ୟାପ୍ତ ପରିମାଣର କୋଇଲା ଉପଲବ୍ଧ ଅଛି ବୋଲି କୋଇଲା ମନ୍ତ୍ରଣାଳୟ
Read More...

କନ୍ଧମାଳ ଜିଲ୍ଲା ରାଇକିଆରୁ ଆସି ବଲାଙ୍ଗିର ଆର୍ଯ୍ୟ ସମାଜଠାରେ ଖ୍ରୀଷ୍ଟିଆନ୍‌ ଧର୍ମରୁ ହିନ୍ଦୁ ଧର୍ମକୁ ଫେରିଲେ ଗୋଟିଏ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଆର୍ଯ୍ୟ ମନ୍ଦିରଠାରେ ଗୋଟିଏ ପରିବାର ୪ ଜଣ ସଦସ୍ୟ ଧର୍ମ ପରିବର୍ତ୍ତନ କରିଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲାର ରାଇକିଆରର ବିଷ୍ଣୁ କୁମାର ନାଏକ ନିଜ ପତ୍ନୀ ଓ ଦୁଇ ଝିଅଙ୍କୁ ନେଇ ବଲାଙ୍ଗିର ଆର୍ଯ୍ୟ ସମାଜଠାରେ ଖ୍ରୀଷ୍ଟିଆନ୍‌ ଧର୍ମରୁ ହିନ୍ଦୁ
Read More...

ଜିଲ୍ଲା ଖାଉଟି ଉପଭୋକ୍ତା କର୍ମଶାଳା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ) : ସ୍ଥାନୀୟ ଅମଲା ଭବନ ପରିସରରେ ଜିଲ୍ଲା ଖାଉଟି ଉପଭୋକ୍ତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଦିତ୍ୟ ଶିକ୍ଷା ଓ ଚେରିଟେବଲ୍‌ ଟ୍ରଷ୍ଟ ଦ୍ୱାରା ତଥା ଜିଲ୍ଲା ଖାଉଟି ଅଦାଲତ ସହାୟତାରେ ଆୟୋଜିତ କର୍ମଶାଳାରେ ଟ୍ରଷ୍ଟର ମୁଖ୍ୟ ଶଙ୍କର୍ଷଣ ତ୍ରିପାଠି ଓ ଉପଦେଷ୍ଟା
Read More...

ଲଘୁଚାପ ଜନିତ ବର୍ଷାରେ ସାରା ବଲାଙ୍ଗିର ଜିଲ୍ଲାର ଅବସ୍ଥା ବେହେଲା : ରାଜ୍ୟର ସର୍ବାଧିକ ବର୍ଷା ବଲାଙ୍ଗିରରେ ହୋଇଥିବା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଘୁଚାପ ଜନିତ ବର୍ଷା ଯୋଗୁଁ ସହରରେ ବର୍ଷା ଲାଗି ରହିଥିବା ବେଳେ ରାଜ୍ୟର ସର୍ବାଧିକ ବର୍ଷା ବଲାଙ୍ଗିର ଜିଲ୍ଲାରେ ହୋଇଥିବା ନେଇ ଆଜି ନିଜ କାର୍ଯ୍ୟାଳୟଠାରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ଜିଲ୍ଲାର ଗୁଡଭେଲା ବ୍ଲକରେ ରାଜ୍ୟର ସର୍ବାଧିକ ବର୍ଷା
Read More...

ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଖମାରମୁଣ୍ଡା ଗ୍ରାମରେ ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅଳ୍ପକେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଲଗାଣ ବର୍ଷା ଦୁଇ ଦିନ ହେଲା ଲାଗି ରହଛି । ତେବେ ଏହି ବର୍ଷା ଯୋଗୁଁ ଆଜି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଖମାରମୁଣ୍ଡା ଗ୍ରାମର କଷ୍ଟ ବିଶି ନାମକ ଜଣେ ବୃଦ୍ଧଙ୍କ ଘର ଭୁଷୁଡି ଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ
Read More...

ରାଜସ୍ୱ ଜିଲ୍ଲା ଦାବୀରେ କଣ୍ଟାବାଞ୍ଜି ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜିକୁ ସ୍ୱତନ୍ତ୍ର ରାଜସ୍ୱ ଜିଲ୍ଲା ଘୋଷଣା ଦାବୀରେ ଜିଲ୍ଲା ସଂଘର୍ଷ ସମିତିର ଡାକରାରେ ମଙ୍ଗଲବାର ଦିନ ବନ୍ଦ ପାଳନ କରାଯାଇଛି । ସକାଳ ୬ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ସହରର ସମସ୍ତ ଦୋକାନ ବଜାର, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବେସରକାରୀ
Read More...

ସର୍ବାଧିକ ଭୋଟରେ ରାଜ୍ୟ ବାର କାଉନସିଲ ସଦସ୍ୟ ଭାବେ ବିଜୟୀ ହେଲେ ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ବାର କାଉନସିଲ ପାଇଁ ହୋଇଥବା ନିର୍ବାଚନରେ ବ୍ରହ୍ମପୁରର ଜଣାଶୁଣା ଆଇନଜୀବୀ ପୀତବାସ ପଣ୍ଡା ବିପୁଳ ଭୋଟରେ ବିଜୟୀ ହୋଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ପ୍ରଥମ ରାଉଣ୍ଡରେ ରାଜ୍ୟରେ ସର୍ବାଧିକ ଭୋଟ୍ ପାଇବା ପରେ ମ୍ୟାଜିକ
Read More...

କଣ୍ଟାବାଞ୍ଜି ଲଳିତ ଜୈନଙ୍କ ମୃତ୍ୟୁ ଘଟଣାକୁ ଉଚ୍ଚସ୍ତରୀୟ ତଦନ୍ତ କରିବା ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କଣ୍ଟାବାଞ୍ଜି ଲଳିତ ଜୈନଙ୍କ ମୃତ୍ୟୁ ଘଟଣାକୁ ଉଚ୍ଚସ୍ତରୀୟ ତଦନ୍ତ କରିବା ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ । ଲଳିତ ଜୈନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟାକରାଯାଇଛି ବୋଲି ସାଧାରଣରେ ଆଲୋଚନା
Read More...

ରସୁଲପୁରରେ ପୋଲ ଭୁଶୁଡ଼ି ଯାତାୟତ ବାଧାପ୍ରାପ୍ତ

ଯାଜପୁର : ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ୍‌ ଛକ ନିକଟରେ ଥିବା ଏକ ପୋଲ ଆଜି ଭୋର ସମୟରେ ଭୁଶୁଡ଼ି ପଡ଼ିଥିବାର ସୂଚନା ମିଳିଛି । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି ଏକାଧିକ ଯାନବାହାନ ସମୁହ । ପୋଲର କୁଆଖିଆ ଛକ ଆଡ଼କୁ ଶେଷ ପିଲାର୍‌ ଯୋଡ଼ ନିକଟରୁ ଖସିଯାଇଛି । ବାଲେଶ୍ୱର ଓ
Read More...

କଂଗ୍ରେସର ଆକ୍ସନକୁ ମୁଁ ଡରୁନାହିଁ, କହିଲେ ଚିରଂଜୀବ

ଭୁବନେଶ୍ୱର : କଂଗ୍ରେସରୁ ବିଦା ହେବା ପରେ କଟୁ ମନ୍ତବ୍ୟ ରଖିଛନ୍ତି ପୂର୍ବତନ ବିଧାୟକ ଚିରଂଜୀବ ବିଶ୍ୱାଳ । କଂଗ୍ରେସ ଉପରେ ପ୍ରବଳ ସମାଲୋଚନା କରିବା ସହିତ କେଉଁ ଦଳକୁ ସେ ଯିବେ ସେନେଇ କୌଣସି ସଙ୍କେତ ଦେଇନାହାନ୍ତି ଚିରଂଜୀବ । ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ସେ କହିଛନ୍ତି, 'ମୋ
Read More...