Yearly Archives

2023

ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଆଣ୍ଠୁଏ ପାଣି : ବିଡିଓଙ୍କୁ ଅଟକାଇଲେ ମହିଳା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଆଣ୍ଠୁଏ ବର୍ଷା ଜଳ ଜମି ରହୁଥିବାରୁ ଏହାର ପ୍ରତିବାଦ କରି ବୁଧବାର ଦିନ ବ୍ରାହ୍ମଣପାଦ ମହିଳା ପଞ୍ଚାୟତ
Read More...

ସୁଦପଡାରେ ଆକ୍ରମଣ କରି ଲୁଟ୍‌ ଘଟଣାର ଅଭିଯୁକ୍ତ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁଦପଡାଠାରେ ଆକ୍ରମଣ କରି ଲୁଟ୍‌ କରିଥିବା ଅଭିଯୁକ୍ତକୁ ବଲାଙ୍ଗିର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତ ଜୁଲାଇ ୧୩ ତାରିଖ ଦିନ ବଲାଙ୍ଗିର ମ୍ୟୁନିସିପାଲିଟି ଅନ୍ତର୍ଗତ ସୁଦପଡା ନିବାସୀ ରମଣି ରଞ୍ଜନ ଷାଣ୍ଢ ଲୁଟ୍ ଓ
Read More...

ମଦନପୁର ସାପ୍ତାହିକ ବଜାର କାଦୁଅ ସରସର, ଖାଲ ଖମାରେ ଭର୍ତ୍ତି

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସାପ୍ତାହିକ ବଜାର ଅଞ୍ଚଳର ବହୁ ପୁରୁଣା ବଜାର । ଏହି ବଜାର ଉପରେ ଆଖପାଖ ଅଞ୍ଚଳର ବହୁ ଲୋକ ନିର୍ଭର କରୁଥିବା ବେଳେ ବଲାଙ୍ଗିର, ବୌଦ୍ଧ, ଫୁଲବାଣୀ କଳାହାଣ୍ଡିର ବେପାରୀମାନେ ବ୍ୟବସାୟ କରିଥାନ୍ତି । ଉକ୍ତ ବଜାର
Read More...

ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ, ସରପଞ୍ଚ ଓ ଅନ୍ୟମାନଙ୍କ ସହ 5T ସଚିବଙ୍କ ଆଲୋଚନା ଆରମ୍ଭ

ଚତୁର୍ଥ ପର୍ଯ୍ୟାୟ 5T ସ୍କୁଲ ରୂପାନ୍ତର ନକ୍‌ସା ପ୍ରସ୍ତୁତ ଭୁବନେଶ୍ୱର : 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀ ତଥା ଅଭିବାବକମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଛି । ସ୍କୁଲ ଭିତ୍ତିଭୂମିର ରୂପାନ୍ତର ସହିତ ପାଠ ପଢିବା ପାଇଁ ନୂତନ ସୁବିଧା ସୁଯୋଗର ବିକାଶ ଯଥା e
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୮ଟି ନୂଆ ଗ୍ରୀଡ ସବ୍‌ଷ୍ଟେସନ ଲୋକାର୍ପିତ

୬୫୦ କୋଟି ଟଙ୍କା ଖର୍ଚ୍ଚ, ଉପକୃତ ହେବେ ରାଜ୍ୟର ୨.୨ ଲକ୍ଷ ଲୋକମିଳିବ ଗୁଣାତ୍ମକ, ନିରନ୍ତର ବିଜୁଳିOPGC ଓ OPTCL ପକ୍ଷରୁ ରାଜ୍ୟ ସରକାରଙ୍କୁ ୧୪୫ କୋଟି ଟଙ୍କା ଅନ୍ତରୀଣ ଲାଭାଂଶ ପ୍ରଦାନ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟି‘ସମସ୍ତଙ୍କ ପାଇଁ ବିଜୁଳି’ ଲକ୍ଷ୍ୟ ହାସଲରେ ମିଳିଛି
Read More...

ନିଖୋଜ ନାବାଳକର ମୃତଦେହ ମାଟି ତଳୁ ଉଦ୍ଧାର ଘଟଣା : ଅପମାନିତ ହେବାରୁ ନାବାଳକ କରିଥିଲେ ଆତ୍ମହତ୍ୟା, ଅଭିଯୁକ୍ତ ଦୁଇ…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିର ପ୍ରମୋଦ ଜୈନଙ୍କ ପୁଅ ଲଲିତ ଜୈନ(୧୩)ଙ୍କ ମୃତ୍ୟୁକୁ ନେଇ ଅନେକ କଳ୍ପନା ଜଳ୍ପନା ହେଉଛି । ଗତ ଜୁଲାଇ ୧୫ ତାରିଖ ଦିନ ସ୍ଥାନୀୟ ତହସିଲଦାର ତଥା ଏକଜ୍ୟୁକୁଟିଭ୍‌ ମାଜିଷ୍ଟ୍ରେଟ ଅମୃତଲାଲ ବେହେରାଙ୍କ ଉପସ୍ଥିତିରେ କଂଟାବାଂଜି
Read More...

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ କଂଗ୍ରେସର ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ବରଗଡ ଜିଲ୍ଲା ବରପାଲି ସରକାରୀ ଡାକ୍ତରଖାନା ଉପରେ ବରପାଲି ବ୍ଲକ ବ୍ୟତୀତ ରାମପୁର, ଡୁଙ୍ଗୁରିପାଲି, ବିଜେପୁର ଆଦି ଅଞ୍ଚଳର ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇଁ
Read More...

ନବମ ଶ୍ରେଣୀ ପାଇଁ ଉଦ୍ଧିଷ୍ଟ ଉତ୍କର୍ଷ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ପାଇଁ ଉଦ୍ଧିଷ୍ଟ ଉତ୍କର୍ଷ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ବିଜ୍ଞାନ ଓ ଇଂରାଜୀ ବିଭାଗର ଆରମ୍ଭ ହୋଇଯାଇଛି । ଏହି ଅବସରରେ ବିଜ୍ଞାନ ବିଭାଗରେ ଉପଜିଲ୍ଲାପାଳ ସଦାକର କୁମ୍ଭାର ଏବଂ ଇଂରାଜୀ
Read More...

ବରଗଡ଼ ଜିଲ୍ଲାକୁ ଭାରତର ସରକାରଙ୍କ ଦ୍ଵାରା ଭୂମି ସମ୍ମାନ-୨୦୨୩ରେ ସମ୍ମାନିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସବୁବେଳେ ଉନ୍ନୟନମୂଳକ କାର୍ଯ୍ୟକରି ଜିଲ୍ଲା ପାଇଁ ସୁନାମ ଆଣି ଦେଇଛି । ଆଜି (ମଙ୍ଗଳବାର) ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ପରିସରରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବରଗଡ଼ ଜିଲ୍ଲାକୁ ଏହାର ଶ୍ରେଷ୍ଠ ପାରଦର୍ଶିତା
Read More...

ଗାନ୍ଧୀନଗରପଡାରୁ ମହିଳା ନିଖୋଜ

ବଲାଙ୍ଗିର, (କେପିଏ୍‌ଏସ୍‌) : ଆଜି ସ୍ଥାନୀୟ ଗାନ୍ଧୀନଗରପଡାରୁ ଜଣେ ମହିଳା ନିଖୋଜ ହୋଇଯାଇଥିବା ଜଣାପଡିଛି । ମହିଳା ଜଣକ ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁର ଦେବକୀ ସାହୁ(୫୦) ବୋଲି ଜଣାପଡିଛି । ସୂଚନା ଅନୁସାରେ ଦେବକୀ ସାହୁ ସହରର ଗାନ୍ଧୀନଗରପଡା ସ୍ଥିତ ସାହୁ ମେଡିକାଲକୁ
Read More...